ଲଢୁଆ ବିମାନରେ ସେନା ପୋଷାକରେ ଲେଡି ପ୍ରତିରକ୍ଷାମନ୍ତ୍ରୀ ନିର୍ମଳା, ଦେଖନ୍ତୁ  ଦୃଶ୍ୟ

ନୂଆଦିଲ୍ଲୀ: ସୁଖୋଇରେ ଉଡିଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ରାଜସ୍ଥାନର ଯୋଧପୁର ବାୟୁସେନା ଘାଟିରୁ ସୁଖୋଇ-୩୦ ବିମାନରେ ୪୫ ମିନିଟ୍ ଉଡିଲେ ନିର୍ମଳା।  ପାଇଲଟ୍ ପଛରେ ବସି ପାଇଲଟ୍ ପୋଷାକ ପିନ୍ଧି ଉଡିଥିଲେ।  ଏଥିସହ ସୁଖୋଇ ବିମାନରେ ଉଡାଣ କରିବାରେ ସୀତାରମଣ ହୋଇଛନ୍ତି ଦେଶର ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ।   ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରଠୁ ଆକ୍ସନ୍‌ରେ ନିର୍ମଳା ସୀତାରମଣ।  ଆଜି ସକାଳେ ସୀତାରମଣଙ୍କୁ ଧରି ଉଡିଥିଲା ସୁଖୋଇ-୩୦ଅ  ଏମ୍‌କେଆଇ। ବିମାନଟି ରାଜସ୍ଥାନର ଯୋଧପୁର […]

sita

sita

Rakesh Mallick
  • Published: Wednesday, 17 January 2018
  • Updated: 17 January 2018, 11:39 PM IST

Sports

Latest News

ନୂଆଦିଲ୍ଲୀ: ସୁଖୋଇରେ ଉଡିଲେ ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ। ରାଜସ୍ଥାନର ଯୋଧପୁର ବାୟୁସେନା ଘାଟିରୁ ସୁଖୋଇ-୩୦ ବିମାନରେ ୪୫ ମିନିଟ୍ ଉଡିଲେ ନିର୍ମଳା।  ପାଇଲଟ୍ ପଛରେ ବସି ପାଇଲଟ୍ ପୋଷାକ ପିନ୍ଧି ଉଡିଥିଲେ।  ଏଥିସହ ସୁଖୋଇ ବିମାନରେ ଉଡାଣ କରିବାରେ ସୀତାରମଣ ହୋଇଛନ୍ତି ଦେଶର ପ୍ରଥମ ମହିଳା ପ୍ରତିରକ୍ଷା ମନ୍ତ୍ରୀ।   ପ୍ରତିରକ୍ଷା ମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରଠୁ ଆକ୍ସନ୍‌ରେ ନିର୍ମଳା ସୀତାରମଣ।  ଆଜି ସକାଳେ ସୀତାରମଣଙ୍କୁ ଧରି ଉଡିଥିଲା ସୁଖୋଇ-୩୦ଅ  ଏମ୍‌କେଆଇ। ବିମାନଟି ରାଜସ୍ଥାନର ଯୋଧପୁର ବାୟୁସେନା ଘାଟିରୁ ଉଡାଣ କରିଥିଲା ।

ଏହି ଲଢୁଆ ବିମାନରେ ପାଖାପାଖି ୪୫ ମିନିଟ୍ ଧରି ଉଡିଥିଲେ ସୀତାରମଣ।  ପାଇଲଟ୍ ପଛରେ ବସି ଏବଂ ପାଇଲଟ୍ ପୋଷାକ ଜି-ସୁଟ୍ ପିନ୍ଧି ଉଡିଥିଲେ ସେ। ଏହି ଅବସରରେ ସେ ସୁରକ୍ଷା ନେଇ ଆଲୋଚନା କରିଥିଲେ।  ଏଥିସହ ସୁଖୋଇ ବିମାନରେ ଉଡିବାରେ ପ୍ରଥମ ମହିଳା ପ୍ରତିରକ୍ଷାମନ୍ତ୍ରୀ ହୋଇଛନ୍ତି ନିର୍ମଳା ।

ପ୍ରତିରକ୍ଷା ମନ୍ତ୍ରୀ ହେବା ପରେ ସୀତାରମଣ ଲଗାତର ଯବାନମାନଙ୍କ ମନୋବଳ ବଢାଇ ଚାଲିଛନ୍ତି।  ଅଧିକାଂଶ ସମୟ ସ୍ଥଳସେନା, ବାୟୁସେନା ଓ ନୌସେନା ଘାଟୀ ପରିଦର୍ଶନ କରୁଛନ୍ତି ।  ଗତବର୍ଷ ମଧ୍ୟ ସେ ଭାରତ-ପାକିସ୍ତାନ ସୀମାରେ ପହଞ୍ଚି ଦେଶର ସୈନ୍ୟମାନେ କିଭଳି କାମ କରୁଛନ୍ତି ତାର ତଦାରଖ କରିଥିଲେ।  ଅରୁଣାଚଳ ସୀମାରେ ମଧ୍ୟ ପହଞ୍ଚି ଚୀନ ସୈନ୍ୟଙ୍କର ଅଭିବାଦନ ଗ୍ରହଣ କରିଥିଲେ।  ସୀତାରମଣଙ୍କ ପୂର୍ବରୁ ପୂର୍ବତନ ରାଷ୍ଟ୍ରପତି ଏପିଜେ ଅବଦୁଲ କଲାମ ଏବଂ ପ୍ରତିଭା ପାଟିଲ ମଧ୍ୟ ଲଢୁଆ ବିମାନରେ ଉ଼ଡିଥିଲେ`   ସେହିପରି ୨୦୦୩ରେ ତତ୍କାଳୀନ ପ୍ରତିରକ୍ଷା ମନ୍ତ୍ରୀ ଜର୍ଜ ଫର୍ଣ୍ଣାଣ୍ଡିଜ ପ୍ରଥମ ଭିଆଇପି ଭାବେ ଲଢୁଆ ବିମାନରେ ଉଡାଣ କରିଥିଲେ  ।

https://youtu.be/EhWijYxCmYM

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story