ସୀମାରେ ପ୍ରତିରକ୍ଷା ମନ୍ତ୍ରୀଙ୍କ କ୍ରେଜ୍‌: ଚୀନ୍‌ ସୈନକଙ୍କୁ ନମସ୍କାର ଶିକ୍ଷାଇଲେ

ନାଥୁଲା: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଭାରତ-ଚୀନ୍‌ ସୀମାରେ ଥିବା ନାଥୁଲା ଅଞ୍ଚଳ ଗସ୍ତ କରିଥିଲେ। ଏହି ସମୟରେ ସୀମାରେ ଆମ ପ୍ରତିରକ୍ଷା ମନ୍ତ୍ରୀଙ୍କ କ୍ରେଜ୍‌ ଦେଖିବାକୁ ମିଳିଥିଲା। ଭାରତୀୟ ସୀମା ଆର ପଟରେ ଥିବା ଚୀନ୍‌ ସୈନିକମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦେଖିବା ପରେ ସୀମା ଜଗିବା ଛାଡି ତାଙ୍କ ଫଟୋ ଉଠାଇବାରେ ଲାଗିପଡ଼ିଥିଲେ। ଏହାସହ ଚୀନ୍‌ ସୈନିକଙ୍କୁ ନମସ୍କାର ଶିକ୍ଷାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ। ନମସ୍ତେର ଅର୍ଥ କ’ଣ ସେ ଚୀନ୍‌ ସୈନକଙ୍କୁ ବୁଝାଇଥିଲେ। ଚୀନ୍‌ […]

Rakesh Mallick
  • Published: Sunday, 08 October 2017
  • Updated: 09 October 2017, 07:28 AM IST

Sports

Latest News

ନାଥୁଲା: ପ୍ରତିରକ୍ଷା ମନ୍ତ୍ରୀ ନିର୍ମଳା ସୀତାରମଣ ଶନିବାର ଭାରତ-ଚୀନ୍‌ ସୀମାରେ ଥିବା ନାଥୁଲା ଅଞ୍ଚଳ ଗସ୍ତ କରିଥିଲେ। ଏହି ସମୟରେ ସୀମାରେ ଆମ ପ୍ରତିରକ୍ଷା ମନ୍ତ୍ରୀଙ୍କ କ୍ରେଜ୍‌ ଦେଖିବାକୁ ମିଳିଥିଲା। ଭାରତୀୟ ସୀମା ଆର ପଟରେ ଥିବା ଚୀନ୍‌ ସୈନିକମାନେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ଦେଖିବା ପରେ ସୀମା ଜଗିବା ଛାଡି ତାଙ୍କ ଫଟୋ ଉଠାଇବାରେ ଲାଗିପଡ଼ିଥିଲେ। ଏହାସହ ଚୀନ୍‌ ସୈନିକଙ୍କୁ ନମସ୍କାର ଶିକ୍ଷାଇଥିଲେ ପ୍ରତିରକ୍ଷା ମନ୍ତ୍ରୀ। ନମସ୍ତେର ଅର୍ଥ କ’ଣ ସେ ଚୀନ୍‌ ସୈନକଙ୍କୁ ବୁଝାଇଥିଲେ। ଚୀନ୍‌ ସୈନିକମାନେ ମଧ୍ୟ ନିଜ ପରମ୍ପରା ଅନୁସାରେ ପ୍ରତିରକ୍ଷା ମନ୍ତ୍ରୀଙ୍କୁ ପ୍ରତିଉତ୍ତରରେ ଦେଇଥିଲେ। ଏ କଥା ନିଜେ ଟ୍ୱିଟ୍‌ କରି ସୀତାରମଣ କହିଛନ୍ତି।

ସେ ତାଙ୍କ ଟ୍ୱିଟ୍‌ରେ ଉଲ୍ଲେଖ କରିଛନ୍ତି- “ସୀମା ଆର ପଟରେ ଥିବା ଚୀନ୍‌ ସୈନିକଙ୍କୁ ମୁଁ ଦେଖିଲି। ସେମାନେ ମୋର ଫଟୋ ଉଠାଉଥିଲେ।”

ଏହି ଅବସରରେ ସୀତାରମଣ ଭାରତ-ତିବ୍ଦତ ସୀମା ପୋଲିସ୍‌ (ଆଇଟିବିପି) ଅଧିକାରୀଙ୍କ ସହ ସୁରକ୍ଷା ବ୍ୟବସ୍ଥାକୁ ନେଇ ଆଲୋଚନା କରିଥିଲେ।

ତେବେ ସୀମାନ୍ତ ଡୋକଲାମ ଓ ଅନ୍ୟ ଭାରତୀୟ ପୋଷ୍ଟକୁ ଆକାଶ ପଥରେ ସର୍ବକ୍ଷଣ କରିବାର କାର୍ଯ୍ୟକ୍ରମକୁ ଖରାପ ପାଗ ଯୋଗୁଁ ରଦ୍ଦ କରିଦିଆଯାଇଥିଲା।

ଚୀନ୍‌ ସୈନିକଙ୍କୁ ନମସ୍କାର ଶିକ୍ଷାଇଲେ ରକ୍ଷାମନ୍ତ୍ରୀ

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story