#BudgetLive ବଢ଼ିବ ସୁନା ଓ ପେଟ୍ରୋଲ-ଡିଜେଲ ଦର, ଫୋକସ୍‌ରେ ଗାଁ ଏବଂ ଗରିବ

୧୩.୧୬- ସୁନାରେ ୨.୫% ଉତ୍ପାଦ ଶୁଳ୍କ ବୃଦ୍ଧି। ୧୩.୧୫- ପେଟ୍ରୋଲ-ଡିଜେଲରେ ୨ଟଙ୍କାର ଅତିରିକ୍ତ ଶୁଳ୍କ ଏବଂ ଉପକର। ୧୩.୧୦- ପ୍ରତିରକ୍ଷାର ଆଧୁନିକୀକରଣ କରାଯିବ। ପ୍ରତିରକ୍ଷା ସହିତ ଜଡ଼ିତ ଉତ୍ପାଦ ଉପରେ ମୌଳିକ ଉତ୍ପାଦ ଶୁଳ୍କ ଲାଗୁ କରାଯାଉନାହିଁ। ୧୩.୦୯- ବିଦ୍ୟୁତ୍‌ଯାନର କିଛି କ୍ଷେତ୍ରରେ ଉତ୍ପାଦ ଶୁଳ୍କ ଲାଗୁ ହେବ ନାହିଁ। ପୂର୍ବରୁ ଏହାକୁ ଜିଏସ୍‌ଟିର ସର୍ବନିମ୍ନ ୫% ସ୍ଲାବ୍‌ରେ ରଖାଯାଇଛି। ୧୨.୫୪- ବର୍ଷକୁ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଉଠାଣ କ୍ଷେତ୍ରରେ ୨% ଟିଡିଏସ୍‌ ଲାଗୁ ହେବ। […]

budget

budget

Subrat Kumar Nayak
  • Published: Friday, 05 July 2019
  • Updated: 05 July 2019, 01:31 PM IST

Sports

Latest News

  • ୧୩.୧୬- ସୁନାରେ ୨.୫% ଉତ୍ପାଦ ଶୁଳ୍କ ବୃଦ୍ଧି।
  • ୧୩.୧୫- ପେଟ୍ରୋଲ-ଡିଜେଲରେ ୨ଟଙ୍କାର ଅତିରିକ୍ତ ଶୁଳ୍କ ଏବଂ ଉପକର।
  • ୧୩.୧୦- ପ୍ରତିରକ୍ଷାର ଆଧୁନିକୀକରଣ କରାଯିବ। ପ୍ରତିରକ୍ଷା ସହିତ ଜଡ଼ିତ ଉତ୍ପାଦ ଉପରେ ମୌଳିକ ଉତ୍ପାଦ ଶୁଳ୍କ ଲାଗୁ କରାଯାଉନାହିଁ।
  • ୧୩.୦୯- ବିଦ୍ୟୁତ୍‌ଯାନର କିଛି କ୍ଷେତ୍ରରେ ଉତ୍ପାଦ ଶୁଳ୍କ ଲାଗୁ ହେବ ନାହିଁ। ପୂର୍ବରୁ ଏହାକୁ ଜିଏସ୍‌ଟିର ସର୍ବନିମ୍ନ ୫% ସ୍ଲାବ୍‌ରେ ରଖାଯାଇଛି।
  • ୧୨.୫୪- ବର୍ଷକୁ ୧ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ଉଠାଣ କ୍ଷେତ୍ରରେ ୨% ଟିଡିଏସ୍‌ ଲାଗୁ ହେବ।
  • ୧୨.୫୩- ଆଧାର ଏବଂ ପାନ୍‌ ପରସ୍ପର ସହିତ ଇଣ୍ଟରଚେଞ୍ଜେବଲ୍‌ ହେବ। ଅର୍ଥାତ ଗୋଟିଏ ସ୍ଥାନରେ ଅନ୍ୟଟି ବ୍ୟବହାର କରିହେବ।
  • ୧୨.୫୦- ଅର୍ଥ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଆଗକୁ ଆସିବ ୨୦ ଟଙ୍କିଆ ମୂଦ୍ରା।
  • ୪୦୦ କୋଟି ଡଲାରରୁ ଊର୍ଦ୍ଧ୍ୱ କାରବାର ଥିବା କମ୍ପାନୀ ଦେବେ ୨୫% କର୍ପୋରେଟ୍‌ ଟିକସ।
  • ୧୨.୪୪- ବାର୍ଷିକ ୫ ଲକ୍ଷ ଟଙ୍କାରୁ କମ୍‌ ଆୟ ଥିଲେ ଦେବାକୁ ପଡ଼ିବନି ଆୟକର।
  • ୧୨.୪୩-ବିଦ୍ୟୁତ ଚାଳିତ ଯାନ କିଣା ପାଇଁ ଋଣରେ ଅତିରିକ୍ତ ଟିକସ ରିହାତି। ଅର୍ଥାତ ଶସ୍ତାରେ ମିଳିବ ଇ-ଭେଇକିଲ।
  • ୧୨.୨୮- ଆଧାରରେ ପଞ୍ଜୀକୃତ ହେବେ ଭାରତୀୟ ପାଶପୋର୍ଟ ଥିବା ଏନ୍‌ଆରଇ: ନିର୍ମଳା
  • ୧୨.୨୦- ଏସ୍‌ଏଚ୍‌ଜି ମହିଳାଙ୍କୁ ମୁଦ୍ରା ଯୋଜନାରେ ୧ ଲକ୍ଷ ଟଙ୍କା ଯାଏ ଋଣ।
  • ୧୨.୧୯- ଦେଶର ବନବାସୀ, ଆଦିବାସୀ ବା ଜନଜାତି ଐତିହ୍ୟର ସଂରକ୍ଷଣ ପାଇଁ ସେମାନଙ୍କ ସଙ୍ଗୀତ, କଳା ଏବଂ ସଂସ୍କୃତିର ଡକ୍ୟୁମେଣ୍ଟେସନ୍‌ କରାଯିବ।
  • ୧୨.୧୮- ଷ୍ଟାର୍ଟଅପ୍‌ଙ୍କ ପାଇଁ ସ୍ୱତନ୍ତ୍ର ଟିଭି ଚ୍ୟାନେଲ।
  • ୧୨.୧୭- ଜାତୀୟ କ୍ରୀଡ଼ା ବିକାଶ ବୋର୍ଡ ଗଠିତ ହେବ।
  • ୧୨.୧୬- ଯୁବବର୍ଗଙ୍କ ଜ୍ଞାନ ବୃଦ୍ଧି ପାଇଁ ଆସିବ ଗାନ୍ଧି-ପେଡିଆ।
  • ୧୨.୧୫- ଭାରତର ସୃଜନାତ୍ମକ ଉଦ୍ୟୋଗଙ୍କୁ ଆର୍ଥିକ ବ୍ୟବସ୍ଥା ସହ ଯୋଡ଼ିବା ସହ ଜିଆଇ ଟ୍ୟାଗ୍‌ର ବ୍ୟବସ୍ଥା କରାଯିବ ଏବଂ ଅନ୍ତର୍ଜାତୀୟ ବଜାର ସହ ଯୋଡ଼ାଯିବ।
  • ୧୨.୧୩- ପ୍ରତି ମହିଳା ସଂୟ ସହାୟିକା ଗୋଷ୍ଠୀ ସଦସ୍ୟଙ୍କର ଜନଧନ ଆକାଉଣ୍ଟ ଥିଲେ ୫ ହଜାର ଟଙ୍କା ଯାଏ ଓଭରଡ୍ରାଫ୍ଟର ସୁଯୋଗ। ମୁଦ୍ରା ଯୋଜନାରେ ମିଳିବ ବ୍ୟାପକ ଋଣର ସୁଯୋଗ।
  • ୧୨.୦୮- ନାରୀ ତୁ ନାରାୟଣୀ ଆମ ମନ୍ତ୍ର, ଆମ ସରକାର ମହିଳାଙ୍କ ପ୍ରଗତିରେ ଦେଶର ପ୍ରଗତି ବୋଲି ବିଶ୍ୱାସ କରେ- ଅର୍ଥମନ୍ତ୍ରୀ ନିର୍ମଳା
  • ୧୨.୦୭- ସ୍ୱଚ୍ଛ ଭାରତ ମିଶନ୍‌କୁ ଆଉ ପାଦେ ଆଗକୁ ନେଇ ସବୁ ଗାଁରେ ହେବ କଠିନ ବର୍ଜ୍ୟବସ୍ତୁ ପରିଚାଳନା।
  • ୧୨.୦୩- ବ୍ୟାପକ ସହରୀକରଣକୁ ଆହ୍ୱାନ ନୁହେଁ ସୁଯୋଗ ଭାବେ ଗ୍ରହଣ କରିବାକୁ ପରାମର୍ଶ ଦେଲେ ଅର୍ଥମନ୍ତ୍ରୀ।
  • ୧୨.୦୨- କୌଶଳ ବିକାଶ ପାଇଁ ନିଆଯିବ ବ୍ୟାପକ ପଦକ୍ଷେପ। ଗ୍ରାମୀଣ-କୃଷି କ୍ଷେତ୍ରରେ ୭୫ ହଜାର କୁଶଳୀ ଉଦ୍ୟୋଗୀ ଆରମ୍ଭ କରିବେ ବ୍ୟବସାୟ।
  • ୧୨.୦୦- ଭାରତ ହେବ ଏଜୁକେସନ୍‌ ହବ୍‌, ବିଦେଶୀ ଛାତ୍ରଙ୍କୁ ଭାରତରେ ଶିକ୍ଷାଗ୍ରହଣ ପାଇଁ ମିଳିବ ପ୍ରୋତ୍ସାହନ।
  • ୧୧.୫୮- ୯୮% ସହର ଖୋଲା ଶୌଚରୁ ମୁକ୍ତ ହେବ।
  • ୧୧.୫୫- ଗାଁମାନଙ୍କରେ ଜଳ ଯୋଗାଣ ପାଇଁ ‘ହର୍‌ ଘର ଜଲ୍‌। ୨୦୨୪ ସୁଦ୍ଧା ସବୁ ସହରୀ ପାନୀୟ ଜଳ।
  • ୧୧.୫୩- ସ୍ୱଚ୍ଛ ଭାରତ ମିଶନର ପରିସର ବଢ଼ିବ।
  • ୧୧.୫୧- ପ୍ରଧାନମନ୍ତ୍ରୀ ଆବାସ ଯୋଜନା- ଗ୍ରାମୀଣ ଅଧୀନରେ ଯୋଗ୍ୟ ହିତାଧିକାରୀଙ୍କୁ ୧.୯୫ କୋଟି ଘର ନିର୍ମାଣର ଲକ୍ଷ୍ୟ।
  • ୧୧.୪୯- ୨୦୧୪ ଅକ୍ଟୋବର ୨ ପରଠାରୁ ୯.୬ କୋଟି ପାଇଖାନା ନିର୍ମାଣ ସରିଲାଣି, ଯାହାକି ଖୋଲାରେ ଶୌଚକୁ ହ୍ରାସ କରିବାରେ ବଡ଼ ଭୂମିକା ନେଇଛି: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
  • ୧୧.୪୬- ଦେଶ ସ୍ୱାଧୀନତାର ୭୫ ବର୍ଷରେ ଚାଷୀଙ୍କ ଆୟ ଦୁଇଗୁଣ କରିବାକୁ ସଂକଳ୍ପବଦ୍ଧ କହିଲେ ଅର୍ଥମନ୍ତ୍ରୀ।
  • ୧୧.୪୫-  ଚାଷୀମାନେ ଭାରତକୁ ଶସ୍ୟ ଉତ୍ପାଦନ କ୍ଷେତ୍ରରେ ଆତ୍ମନିର୍ଭରଶୀଳ କରିପାରିଥିବାରୁ ସେମାନଙ୍କ ପ୍ରତି କୃତଜ୍ଞତା ପ୍ରଦର୍ଶନ କଲେ ଅର୍ଥମନ୍ତ୍ରୀ ନିର୍ମଳା।
  • ୧୧.୪୨-ବିମାନ, ଗଣମାଧ୍ୟମ, ଆନିମେସନ୍‌ ଏବଂ ବୀମା କ୍ଷେତ୍ରରେ ବିଦେଶୀ ପୁଞ୍ଜି ନିବେଶ ପାଇଁ ସରକାର ପରାମର୍ଶ ନେଉଛନ୍ତି। ବୀମା କ୍ଷେତ୍ରରେ ୧୦୦% ଏଫ୍‌ଡିଆଇ ବା ବିଦେଶୀ ପୁଞ୍ଜିନିବେଶ ମଧ୍ୟ ବିଚାର କରାଯାଉଛି।
  • ୧୧.୪୦-ଭାରତ ମହାକାଶରେ ବ୍ୟବସାୟ ଆରମ୍ଭ କରିବ। ଏଥିପାଇଁ ଏକ କମ୍ପାନୀ ମଧ୍ୟ ଖୋଲାଯିବ।
  • ୧୧.୩୮-ଗାଁକୁ ବିଦ୍ୟୁତ ପହଞ୍ଚାଯିବ। ପାଇଖାନା ଏବଂ ଏଲ୍‌ପିଜି ମଧ୍ୟ ପହଞ୍ଚାଇ ପରିମଳ ନିଶ୍ଚିତ କରାଯିବ।
  • ୧୧.୩୬-ଗାଁକୁ ନେଇ ମହାତ୍ମା ଗାନ୍ଧିଙ୍କ ଉକ୍ତିକୁ ଉଦ୍ଧୃତ କଲେ। ଗାଁରେ ଏଲ୍‌ପିଜି ପହଞ୍ଚାଇବାରେ ସରକାରଙ୍କ ସଫଳତାକୁ ଭୁରି ଭୁରି ପ୍ରଶଂସା କଲେ।
  • ୧୧.୩୫- ଚଳିତ ଆର୍ଥିକ ବର୍ଷରେ ହିଁ ଭାରତର ଅର୍ଥନୀତିକୁ ୩ ଟ୍ରିଲିଅନ୍‌ରେ ପହଞ୍ଚାଇବାର ଲକ୍ଷ୍ୟ।
  • ୧୧.୩୩- ଜାତୀୟ ରାଜପଥ କ୍ଷେତ୍ରରେ ଆସିବ ସଂସ୍କାର। ନଦୀରେ ହେବ ପରିବହନ:ଅର୍ଥମନ୍ତ୍ରୀ
  • ୧୧.୨୮୨୦୧୮ରୁ ୨୦୩୦ ଭିତରେ ରେଲ୍‌ୱେରେ ୫୦ ଲକ୍ଷ କୋଟି ନିବେଶ କରାଯିବ। ପିପିପି ମୋଡ୍‌ର ସହାୟତା ମଧ୍ୟ ନିଆଯିବ।
  • ୧୧.୨୪- ଖୁଚୁରା ବ୍ୟବସାୟୀଙ୍କ ପାଇଁ ପେନ୍‌ସନ୍‌ ବ୍ୟବସ୍ଥା।
  • ୧୧.୨୩- ବିଦ୍ୟୁତ ଚାଳିତ ଗାଡ଼ିକୁ ମିଳିବ ପ୍ରୋତ୍ସାହନ।
  • ୧୧.୨୨- ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରରେ ୧ କୋଟି ଯାଏ ଋଣ ଯୋଗାଇଦିଆଯାଉଛି।
  • ୧୧.୨୦- ଶସ୍ୟରେ ସବ୍‌ସିଡି, ଉତ୍ପାଦ ଶୁଳ୍କ ଏବଂ ପୁଞ୍ଜିନିବେଶ କ୍ଷେତ୍ରରେ ରାଜ୍ୟ ସରକାର ମାନଙ୍କ ସହିତ ଆମେ ମିଶିକରି କାମ କରୁଛୁ: ଅର୍ଥମନ୍ତ୍ରୀ
  • ୧୧.୧୬- ଭାରତର ପ୍ରଥମ ମହିଳା ଅର୍ଥମନ୍ତ୍ରୀ (ପୂର୍ଣ୍ଣକାଳୀନ) ଭାବରେ ବଜେଟ୍‌ ଉପସ୍ଥାପନ କରୁଛନ୍ତି ନିର୍ମଳା। ସଂସଦରେ ତାଙ୍କ ବାପା ଏବଂ ମା ମଧ୍ୟ ଉପସ୍ଥିତ ହେଲେ।
  • ୧୧.୧୦- ଭାରତ ପୂର୍ଣ୍ଣ ବହୁମତ ଦେଇ ଗଣତନ୍ତ୍ରର ପ୍ରକୃତ ଉତ୍ସବ ମନାଇଛି।
  • ୧୧.୭-  ଭାରତ ଏବେ ତୃତୀୟ ଅର୍ଥନୀତିକ ରାଷ୍ଟ୍ର ହୋଇସାରିଛି, ଗତ ୫ ବର୍ଷରେ ଏହା ସମ୍ଭବପର ହୋଇପାରିଛି।
  • ୧୧.୦୬- ୨୦୧୯ ନିର୍ବାଚନ ନୂଆ ଭାରତ ଗଠନ ପାଇଁ ଦେଶକୁ ଦିଶା ଦେଇଛି।
  • ୧୧.୦୦- ନିଜର ପ୍ରଥମ ବଜେଟ୍‌ ଉପସ୍ଥାପନ ଆରମ୍ଭ କଲେ ନିର୍ମଳା।
  • ୧୦.୩୫- କ୍ୟାବିନେଟ୍‌ ବୈଠକ ଆରମ୍ଭ ହେଲା।
  • ୧୦.୧୫- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କ୍ୟାବିନେଟ୍‌ ବୈଠକ ପାଇଁ ପହଞ୍ଚିଲେ।
  • ୧୦.୧୦- କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏବଂ ରାଷ୍ଟ୍ରମନ୍ତ୍ରୀ ଅନୁରାଗ ଠାକୁର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କୁ ଭେଟିବା ପରେ ସଂସଦ ପହଞ୍ଚିଲେ। ସେ ବ୍ରିଫ୍‌କେଶ୍‌ ବଦଳରେ ବହିଖାତା ଧରି ଆସିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story