#BudgetLive ୨୦୨୨ ସୁଦ୍ଧା ଦୁଇଗୁଣା ହେବ କୃଷକଙ୍କ ଆୟ: ଅର୍ଥମନ୍ତ୍ରୀ

୨୦୧୯-୨୦ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୩.୮% ଏବଂ ୨୦୨୦-୨୧ରେ ୩.୫% ନେଇ ଆକଳନ। ଆଇଡିବିଆଇର ଅଂଶଧନ ବିକ୍ରି କରିବେ କେନ୍ଦ୍ର ସରକାର। ଯୁବତୀଙ୍କ ବିବାହ ବୟସ ନିର୍ଦ୍ଧାରଣ କରିବା ପାଇଁ ଗଠନ କରାଯିବ ସ୍ୱତନ୍ତ୍ର ଟାସ୍କ ଫୋର୍ସ। ଏମ୍‌ଏସ୍‌ଏମ୍‌ଇର ଅନାଦାୟ ଋଣରେ ସୁଧାର ଆଣିବା ପାଇଁ ଆଉ ୧ ବର୍ଷ ସମୟ ଦିଆଗଲା। ପୂର୍ବରୁ ଡେଡ୍‌ଲାଇନ୍‌ ମାର୍ଚ୍ଚ ୨୦୨୦ ରହିଥିଲା। ଆର୍ଥିକ ପରିଚାଳନା ପାଇଁ ଆଇପିଓ ମାଧ୍ୟମରେ ଏଲଆଇସିର କିଛି ଅଂଶ ବିକ୍ରି କରିବାକୁ ସରକାରଙ୍କ […]

Or-Budget

Or-Budget

Subrat Kumar Nayak
  • Published: Saturday, 01 February 2020
  • Updated: 01 February 2020, 03:29 PM IST

Sports

Latest News

  • ୨୦୧୯-୨୦ ଆର୍ଥିକ ବର୍ଷରେ ବିତ୍ତୀୟ ନିଅଣ୍ଟ ୩.୮% ଏବଂ ୨୦୨୦-୨୧ରେ ୩.୫% ନେଇ ଆକଳନ।
  • ଆଇଡିବିଆଇର ଅଂଶଧନ ବିକ୍ରି କରିବେ କେନ୍ଦ୍ର ସରକାର।
  • ଯୁବତୀଙ୍କ ବିବାହ ବୟସ ନିର୍ଦ୍ଧାରଣ କରିବା ପାଇଁ ଗଠନ କରାଯିବ ସ୍ୱତନ୍ତ୍ର ଟାସ୍କ ଫୋର୍ସ।
  • ଏମ୍‌ଏସ୍‌ଏମ୍‌ଇର ଅନାଦାୟ ଋଣରେ ସୁଧାର ଆଣିବା ପାଇଁ ଆଉ ୧ ବର୍ଷ ସମୟ ଦିଆଗଲା। ପୂର୍ବରୁ ଡେଡ୍‌ଲାଇନ୍‌ ମାର୍ଚ୍ଚ ୨୦୨୦ ରହିଥିଲା।
  • ଆର୍ଥିକ ପରିଚାଳନା ପାଇଁ ଆଇପିଓ ମାଧ୍ୟମରେ ଏଲଆଇସିର କିଛି ଅଂଶ ବିକ୍ରି କରିବାକୁ ସରକାରଙ୍କ ପ୍ରସ୍ତାବ।
  • ଏନ୍‌ଆରଆଇ ସରକାରୀ ସିକ୍ୟୁରିଟିରେ କରିପାରିବେ ନିବେଶ।
  • ଜମକାରୀଙ୍କ ବୀମା କଭରେଜ୍‌ର ପରିମାଣ ୧ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି।
  • ଖୁବ୍‌ଶୀଘ୍ର ନୂଆ ଶିକ୍ଷାନୀତି ନେଇ ଅର୍ଥମନ୍ତ୍ରୀଙ୍କ ଘୋଷଣା।
  • ତେଜସ୍‌ ଭଳି ଆହୁରି ଟ୍ରେନ୍‌ ଆସିବ। ପ୍ରତିଷ୍ଠା କରାଯିବ ନୂଆ ୧୦୦ ବିମାନବନ୍ଦର।
  • ବରିଷ୍ଠ ନାଗରିକଙ୍କ ପାଇଁ ୯ ହଜାର କୋଟି ଟଙ୍କାର ବ୍ୟୟବରାଦ।
  • ୫ଟି ଆଇକନିକ୍‌ ପର୍ଯ୍ୟଟନ କ୍ଷେତ୍ରରେ ସଂଗ୍ରହାଳୟ ପ୍ରତିଷ୍ଠା କରାଯିବା ନେଇ ଘୋଷଣା କଲେ ଅର୍ଥମନ୍ତ୍ରୀ।
  • ଝାରଖଣ୍ଡ ରାଜଧାନୀ ରାଞ୍ଚିରେ ପ୍ରତିଷ୍ଠା କରାଯିବ ଜନଜାତି ସଂଗ୍ରହାଳୟ।
  • ଗୁଜରାଟର ଅହମଦାବାଦରେ ପ୍ରତିଷ୍ଠା ହେବ ସାମୁଦ୍ରିକ ସଂଗ୍ରହାଳୟ।
  • ପର୍ଯ୍ୟଟନ କ୍ଷେତ୍ର ପାଇଁ ବଜେଟ୍‌ରେ ମୋଟ୨୫୦୦ କୋଟି ବ୍ୟୟବରାଦ କରହିଛନ୍ତି କେନ୍ଦ୍ର ସରକାର।
  • କ୍ୱାଣ୍ଟମ୍‌ ଟେକ୍ନୋଲୋଜି କ୍ଷେତ୍ରରେ ଆଗାମୀ ୫ ବର୍ଷରେ ୮ ହଜାର କୋଟି ଖର୍ଚ୍ଚ ହେବ ବୋଲି ବଜେଟ୍‌ ଅଭିଭାଷଣରେ କୁହାଯାଇଛି।
  • ଶିକ୍ଷା କ୍ଷେତ୍ରରେ ଆନୁପାତିକ ଭାବେ ପୁଅଙ୍କ ଠାରୁ ଝିଅ ଆଗରେ ରହିଥିବା ଅର୍ଥମନ୍ତ୍ରୀଙ୍କ ସୂଚନା।
  • ଅପପୁଷ୍ଟି ନିରାକରଣ ପାଇଁ ୩୫, ୬୦୦ ଏହି ବଜେଟ୍‌ରେ କୋଟି ବ୍ୟୟବରାଦ କରାଯାଇଛି।
  • SC/OBC ବର୍ଗର ଲୋକଙ୍କ କଲ୍ୟାଣ ପାଇଁ ୮୫ ହଜାର କୋଟି ବ୍ୟୟବରାଦ।
  • ଜନଜାତି କଲ୍ୟାଣ ପାଇଁ ୫୩, ୭୦୦ କୋଟି ଟଙ୍କାର ବ୍ୟୟବରାଦ।
  • ବୃଷ୍ଟିଛାୟା ଅଞ୍ଚଳରେ ସମନ୍ୱିତ ଚାଷର ସମ୍ପ୍ରସାରଣ ନେଇ ବଜେଟ୍‌ ଅଭିଭାଷଣରେ ଅର୍ଥମନ୍ତ୍ରୀଙ୍କ ସୂଚନା।
  • ୨୦୨୦ ମସିହାରେ ୧୫ ଲକ୍ଷ କୋଟି ଟଙ୍କା କୃଷି ଋଣ ପାଇଁ ଉପଲବ୍ଧ ହେବ। ସବୁ ଚାଷୀଙ୍କୁ କୃଷକ କ୍ରେଡିଟ୍‌ କାର୍ଡ ମିଳିବ।
  • ନାବାର୍ଡ ପୁନଃ ପାଣ୍ଠି ଯୋଗାଣ ଯୋଜନାର ପରିବୃଦ୍ଧି ହେବା ନେଇ ବଜେଟ୍‌ରେ ଘୋଷଣା।
  • ୧୨.୦୨- ୨୦୨୨ ସୁଦ୍ଧା କୃଷକଙ୍କ ଆୟ ଦୁଇଗୁଣା କରିବା ନେଇ ସରକାର ସଂକଳ୍ପବଦ୍ଧ ବୋଲି କହିଲେ ଅର୍ଥମନ୍ତ୍ରୀ। କୃଷି ଓ ଜଳସେଚନରେ ଦିଆଯିବ ୨.୮୩ ଲକ୍ଷ କୋଟି ଟଙ୍କାର ଋଣ।
  • ୧୨.୦୦- କେନ୍ଦ୍ର ସରକାରଙ୍କ ଋଣର ପରିମାଣ ଜିଡିପିର ୫୨.୨%ରୁ ୪୮.୭%କୁ ହ୍ରାସ ପାଇଛି।
  • ୧୧.୫୭- ପୌରପାଳିକାରେ ଇଞ୍ଜିନିୟରଙ୍କୁ ୧ ବର୍ଷର ଇଣ୍ଟର୍ଣ୍ଣଶିପ୍‌ର ସୁବିଧା ମିଳିବ। ଯୁବ ଇଞ୍ଜିନିୟରଙ୍କୁ ମିଳିବ ବ୍ୟାପକ ସୁଯୋଗ।
  • ୧୧.୫୩- ଦିବଂଗତ ଅରୁଣ ଜେଟଲୀଙ୍କୁ ବଜେଟ୍‌ ଅଧିବେଶନରେ ମନେ ପକାଇଲେ ଅର୍ଥମନ୍ତ୍ରୀ। କହିଲେ ଜିଏସ୍‌ଟି ଐତିହାସିକ ଅର୍ଥନୀତି ସଂସ୍କାର।
  • ୧୧.୫୨- ମେଡିକାଲ ଡିଭାଇସ୍‌ ଟ୍ୟାକ୍ସରେ ହେବ ହସ୍ପିଟାଲ ନିର୍ମାଣ।
  • ୧୧.୫୧- ଜଳାଭାବ ଥିବା ୧୦୦ଟି ଜିଲ୍ଲାରେ ହେବ ସ୍ୱତନ୍ତ୍ର ବ୍ୟବସ୍ଥା।
  • ୧୧.୪୩-  କିଶାନ୍‌ ରେଲ୍ ପ୍ରତିଷ୍ଠା ହେବ। ଏହା କୃଷି ଉତ୍ପାଦର ପରିବହନରେ ବଡ଼ ଭୂମିକା ନେବ।
  • ୧୧.୩୮- ଅର୍ଥମନ୍ତ୍ରୀ କହିଛନ୍ତି, “ଲୋକେ ପୂର୍ଣ୍ଣ ସଂଖ୍ୟାଗରିଷ୍ଠତାର ସହ ମୋଦିଙ୍କୁ ଜିତାଇଛନ୍ତି। ଆମ ସରକାର ଲୋକଙ୍କ ପାଇଁ କାର୍ଯ୍ୟ କରି ଆସୁଛି। ନିମ୍ନରୁ ନିମ୍ନତମ ସ୍ଥାନରେ ଥିବା ଲୋକଙ୍କୁ ସହଯୋଗ କରିବା ଆମ କର୍ତ୍ତବ୍ୟ। ଜିଏସଟି ଆମ ଦେଶର ସବୁଠାରୁ ଐତିହାସିକ ନିଷ୍ପତ୍ତି। ଜାତୀୟ ସ୍ୱାର୍ଥ ଆଗରେ ରାଜନୀତି ତୁଚ୍ଛ ବୋଲି ଜିଏସଟି ପ୍ରମାଣ କରି ଦେଖାଇଛି।”
  • ୧୧.୩୭- କୃଷି କ୍ଷେତ୍ରର ଉଦାରୀକରଣ ପାଇଁ ନିଆଯିବ ପଦକ୍ଷେପ।
  • ୧୧.୩୬-  ଏଥରର ବଜେଟ୍‌ ଲୋକଙ୍କ ଆୟ ବୃଦ୍ଧି କରିବ କହିଲେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ।
  • ୧୧.୩୦- ସଂସଦର ବଜେଟ୍‌ ଅଧିବେଶନରେ ‘ବହି ଖାତା’ ବଜେଟ୍‌ ଉପସ୍ଥାପନ କଲେ ନିର୍ମଳା ସୀତାରମଣ।
  • ୧୧.୨୯- ମୋଦି-୨ ସରକାରର ପ୍ରଥମ ସାଧାରଣ ବଜେଟ୍‌ ଉପସ୍ଥାପିତ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story