ମୋଦିଙ୍କୁ ହତ୍ୟା ପାଇଁ ଆରଏସ୍‌ଏସ୍‌ ଓ ଗଡ଼କରୀ କରିଥିଲେ ଷଡ଼ଯନ୍ତ୍ର, ପଢନ୍ତୁ କିଏ ଆଣିଲା ଏମିତି ସାଂଘାତିକ୍‌ ଅଭିଯୋଗ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ରାଜୀବ ଗାନ୍ଧିଙ୍କ ଶୈଳୀରେ ହତ୍ୟା ଷଡ଼ଯନ୍ତ୍ର ଖବର ଗତ କିଛିଦିନ ହେଲା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ଏହା ଏକ ଭିନ୍ନ ମୋଡ଼ ନେଇଛି। ମୋଦିଙ୍କୁ ହତ୍ୟା ପାଇଁ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସ୍‌ଏସ୍‌) ଏବଂ କେନ୍ଦ୍ରମନ୍ତ୍ରୀ ତଥା ନିଜ ଦଳର ନେତା ନୀତିନ ଗଡ଼କରୀ ହିଁ  ଷଡ଼ଯନ୍ତ୍ର କରିଥିଲେ। ଏମିତି ଏକ ବିବାଦୀୟ ଟ୍ୱିଟ୍‌ କରି ଏବେ ଚର୍ଚ୍ଚାରେ ସେହଲା ରସିଦ। ଜେଏନ୍‌ୟୁ ଛାତ୍ରଛାତ୍ରୀଙ୍କ ପାଇଁ […]

f-888

f-888

Rakesh Mallick
  • Published: Sunday, 10 June 2018
  • Updated: 10 June 2018, 07:31 PM IST

Sports

Latest News

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ  ରାଜୀବ ଗାନ୍ଧିଙ୍କ ଶୈଳୀରେ ହତ୍ୟା ଷଡ଼ଯନ୍ତ୍ର ଖବର ଗତ କିଛିଦିନ ହେଲା ସମଗ୍ର ଦେଶରେ ହଇଚଇ ସୃଷ୍ଟି କରିଥିବା ବେଳେ ଏବେ ଏହା ଏକ ଭିନ୍ନ ମୋଡ଼ ନେଇଛି। ମୋଦିଙ୍କୁ ହତ୍ୟା ପାଇଁ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ(ଆରଏସ୍‌ଏସ୍‌) ଏବଂ କେନ୍ଦ୍ରମନ୍ତ୍ରୀ ତଥା ନିଜ ଦଳର ନେତା ନୀତିନ ଗଡ଼କରୀ ହିଁ  ଷଡ଼ଯନ୍ତ୍ର କରିଥିଲେ। ଏମିତି ଏକ ବିବାଦୀୟ ଟ୍ୱିଟ୍‌ କରି ଏବେ ଚର୍ଚ୍ଚାରେ ସେହଲା ରସିଦ। ଜେଏନ୍‌ୟୁ ଛାତ୍ରଛାତ୍ରୀଙ୍କ ପାଇଁ କାମ କରୁଥିବା ଛାତ୍ରୀ ସେହଲା ରସିଦଙ୍କ ଏହି ଚାଞ୍ଚଲ୍ୟକର ବୟାନ ଝଡ଼ ସୃଷ୍ଟି କରିଛି।

https://twitter.com/Shehla_Rashid/status/1005373847636303872

ଅନ୍ୟପଟେ ଘଟଣା ସମ୍ପର୍କରେ ମୁହଁ ଖୋଲିଥିବାରୁ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ପାଇଁ ଗଡ଼କରୀ ଧମକ ଦେଇଛନ୍ତି ବୋଲି ସେହଲା ରସିଦ ଅଭିଯୋଗ ଆଣିଛନ୍ତି। ଶନିବାର ରସିଦ୍‌ ଟ୍ୱିଟ୍‌ କରି ଲେଖିଛନ୍ତି ଯେ, ମୋଦିଙ୍କୁ ଆରଏସ୍‌ଏସ୍ ଏବଂ ନୀତିନ ଗଡ଼କରୀ ହତ୍ୟା ଷଡ଼ଯନ୍ତ୍ର କରି ମିଛରେ ମୁସଲିମ୍‌ ଏବଂ କମ୍ୟୁନିଷ୍ଟ ନେତାଙ୍କୁ ବଦନାମ କରିବା ପାଇଁ ଅପଚେଷ୍ଟା କରାଯାଇଛି। ତେବେ ଏହି ଟ୍ୱିଟ୍‌କୁ ନେଇ ତୀବ୍ର ପ୍ରତିକ୍ରିୟା ରଖିଛନ୍ତି ନୀତିନ ଗଡ଼କରୀ।

https://twitter.com/nitin_gadkari/status/1005480418093686785

ସେ କହିଛନ୍ତି ଏମିତି ମ୍ୟଥ୍ୟା ପୋଷ୍ଟ କରିଥିବା ଅସାମାଜିକ ତତ୍ତ୍ୱଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବି। ପ୍ରଧାନମନ୍ତ୍ରୀ ମୋଦିଙ୍କୁ ପାଇଁ ହୋଇଥିବା ହତ୍ୟା ଷଡ଼ଯନ୍ତ୍ରରେ ତାଙ୍କ ନାମକୁ ଯୋଡ଼ି ଦିଆଯିବା ଘଟଣାକୁ  ସେ ଦୃଢ ନିନ୍ଦା କରିଛନ୍ତି। ସୂଚନା ଅନୁଯାୟୀ, ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଯେଭଳି ଢଙ୍ଗରେ ହତ୍ୟା କରାଯାଇଥିଲା ଠିକ୍‌ ସେହି ଉପାୟରେ ମୋଦିଙ୍କୁ ହତ୍ୟା ପାଇଁ ମାଓବାଦୀମାନେ ଷଡ଼ଯନ୍ତ୍ର କରିଥିବା  ଅଭିଯୋଗ ହୋଇଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story