କିଏ ଶତ୍ରୁ, କିଏ ମିତ୍ର ଜାଣିପାରୁନି: ନୀତୀଶ

ପାଟଣା: ବିହାରରେ ଯଦିଓ ଏନଡିଏ ସରକାର ରହିଛି ହେଲେ ପାଗ ବଦଳିବା ସହିତ ରାଜନୀତିକ ଉଷ୍ନତା ମଧ୍ୟ ବଢ଼ି ଚାଲିଛି। ନିକଟରେ ନୀତୀଶ କୁମାର କହିଥିଲେ ସେ ମୁଖ୍ୟମନ୍ତ୍ରୀ ଆସନ ପ୍ରତି ଲାଳାୟତ ନୁହନ୍ତି। ଯିଏ ବି ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ତାଙ୍କର କୌଣସି ଅସୁବିଧା ନାହିଁ। ଏବେ ସମାନ କଥା ପୁଣିଥରେ ଦୋହରାଇଛନ୍ତି। ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଥମେ ଏଭଳି ମତ ରଖିଥିଲେ ନୀତୀଶ। ସହଯୋଗୀ ଦଳ ବିଜେପିକୁ ଲକ୍ଷ୍ୟରେ ରଖି ନୀତୀଶ ଏଭଳି କହିଥିଲେ। […]

nitish

nitish

Subhransu Sekhar
  • Published: Sunday, 10 January 2021
  • Updated: 10 January 2021, 04:35 PM IST

Sports

Latest News

ପାଟଣା: ବିହାରରେ ଯଦିଓ ଏନଡିଏ ସରକାର ରହିଛି ହେଲେ ପାଗ ବଦଳିବା ସହିତ ରାଜନୀତିକ ଉଷ୍ନତା ମଧ୍ୟ ବଢ଼ି ଚାଲିଛି। ନିକଟରେ ନୀତୀଶ କୁମାର କହିଥିଲେ ସେ ମୁଖ୍ୟମନ୍ତ୍ରୀ ଆସନ ପ୍ରତି ଲାଳାୟତ ନୁହନ୍ତି। ଯିଏ ବି ମୁଖ୍ୟମନ୍ତ୍ରୀ ଆସନରେ ବସିଲେ ତାଙ୍କର କୌଣସି ଅସୁବିଧା ନାହିଁ। ଏବେ ସମାନ କଥା ପୁଣିଥରେ ଦୋହରାଇଛନ୍ତି। ଜାତୀୟ କାର୍ଯ୍ୟକାରିଣୀ ବୈଠକରେ ପ୍ରଥମେ ଏଭଳି ମତ ରଖିଥିଲେ ନୀତୀଶ। ସହଯୋଗୀ ଦଳ ବିଜେପିକୁ ଲକ୍ଷ୍ୟରେ ରଖି ନୀତୀଶ ଏଭଳି କହିଥିଲେ।

ଏବେ ଆଉ ଏକ ମନ୍ତବ୍ୟ ରଖିଛନ୍ତି, ଯେଉଁଥିରେ ସେ ତାଙ୍କର ଶତ୍ରୁ କିଏ ମିତ୍ର କିଏ ଜାଣୁ ପାରୁନାହାନ୍ତି ବୋଲି କହିଛନ୍ତି। ଯାହାର ରାଜନୀତିକ ଅର୍ଥ ଅନେକ ରହିଛି। କାରଣ ଗତକାଲି ତାଙ୍କରି ଦଳର ବିଧାୟକ କହିଥିଲେ ଖୁବଶୀଘ୍ର ନୀତୀଶ ସରକାର ଭାଙ୍ଗିବ। ସେହିପରି ବିଜେପିକୁ ନେଇ ମଧ୍ୟ ନୀତୀଶ ଏଭଳି କହିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି। କାପଣ ନିକଟରେ ଅରୁଣାଚଳପ୍ରଦେଶର ଜେଡିୟୁର ୬ ବିଧାୟକ ବିଜେପିରେ ସାମିଲ୍ ହୋଇଥିଲେ। ଯାହାକି ମେଣ୍ଟ ପାଇଁ ଶୁଭଙ୍କର ନୁହେଁ ବୋଲି ଜେଡିୟୁ କହିଥିଲା।

ନୀତୀଶ ନିଜ ପୁରୁଣା ମୁଖ୍ୟମନ୍ତ୍ର ମନ୍ତବ୍ୟ ଦୋହରାଇ କହିଛନ୍ତି। ଏହାପରେ କହିଛନ୍ତି ଯେ ସିଟ୍ ବାଣ୍ଟିବାରେ ବିଳମ୍ବ ହେତୁ ଅନେକ ସ୍ଥାନରେ ପ୍ରାର୍ଥୀମାନେ ପ୍ରଚାର କରିବାର ଅଧିକ ସୁଯୋଗ ପାଇନଥିଲେ ଯାହା ପରାଜୟର ମୁଖ୍ୟ କାରଣ ପାଲଟିଥିଲା।

ନୀତୀଶ କହିଛନ୍ତି, 'ଆମେ ଅନୁମାନ କରିବାରେ ବିଫଳ ହେଲୁ କିଏ ଆମର ବନ୍ଧୁ ଏବଂ କିଏ ଶତ୍ରୁ। ନିର୍ବାଚନ ପ୍ରଚାର ପରେ, ଆମେ ବୁଝିବା ବେଳକୁ ବହୁତ ଡେରି ହୋଇଯାଇଥିଲା।'

ନୀତୀଶଙ୍କ ଏହି ବିବୃତ୍ତି ପରେ ବିଜେପି ପାଇଁ ଅଡୁଆ ବଢ଼ିଛି। କାରଣ ରିପୋର୍ଟ ଅନୁଯାୟୀ, ଏହି ବୈଠକରେ ଅନେକ ଦଳୀୟ ନେତା କହିଛନ୍ତି ଯେ ଚିରାଗ ପାସୱାନଙ୍କ ଏଲଜେପି ପାଇଁ ନୁହେଁ ବରଂ ବିଜେପି ପାଇଁ ପରାଜୟର ସାମ୍ନା କରିବାକୁ ପଡିଛି।

ସୂଚନାଯୋଗ୍ୟ ବିହାର ବିଧାନସଭା ନିର୍ବାଚନରେ ​​ଏନଡିଏ ସରକାର ଗଠନ କରିଛି। କିନ୍ତୁ ଜେଡିୟୁ ପ୍ରଦର୍ଶନ ଦୁର୍ବଳ ରହିଛି। ​​ବିଜେପି ୭୪ ଟି ସିଟ୍ ପାଇଥିବାବେଳେ ବିହାରରେ ବଡ଼ ଭାଇ କୁହାଯାଉଥିବା ସହଯୋଗୀ ଜେଡିୟୁ କେବଳ ୪୩ଟି ଆସନରେ ବିଜୟୀ ହୋଇଛି। ସେହିପରି ଆରଜେଡି ୭୫ ଟି ଆସନରେ ବିଜୟୀ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story