ପ୍ରଧାନମନ୍ତ୍ରୀ ହେବାକୁ ନିଜକୁ ପ୍ରସ୍ତୁତ କରନ୍ତୁ ନୀତୀଶ: ଫାରୁକ

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବା ପାଇଁ ନିଜକୁ ବର୍ତ୍ତମାନଠାରୁ ପ୍ରସ୍ତୁତ କରିବା ଆରମ୍ଭ କରି ଦେବା ଉଚିତ୍। ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଫାରୁକ ଅବଦୁଲା। ସେ କହିଛନ୍ତି, ନୀତୀଶ କୁମାର ପୁଣି ବିହାରର ମୁଖ୍ୟମନ୍ତ୍ରୀ ହେବା ସହିତ ଦେଶରେ ଏକ ନୂଆ ପରିବେଶ ସୃଷ୍ଟି ହୋଇଛି। ଏବେ ନୀତୀଶଙ୍କ ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ପଦ ଉପରେ ରହିବା ଉଚିତ୍। ଦିଲ୍ଲୀ ଆସିବା ପାଇଁ ସେ ନିଜକୁ […]

Farooqabdullah

Farooqabdullah

Rakesh Mallick
  • Published: Saturday, 21 November 2015
  • Updated: 21 November 2015, 09:33 AM IST

Sports

Latest News

ନୂଆଦିଲ୍ଲୀ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର ପ୍ରଧାନମନ୍ତ୍ରୀ ହେବା ପାଇଁ ନିଜକୁ ବର୍ତ୍ତମାନଠାରୁ ପ୍ରସ୍ତୁତ କରିବା ଆରମ୍ଭ କରି ଦେବା ଉଚିତ୍। ଜମ୍ମୁ ଓ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଫାରୁକ ଅବଦୁଲା। ସେ କହିଛନ୍ତି, ନୀତୀଶ କୁମାର ପୁଣି ବିହାରର ମୁଖ୍ୟମନ୍ତ୍ରୀ ହେବା ସହିତ ଦେଶରେ ଏକ ନୂଆ ପରିବେଶ ସୃଷ୍ଟି ହୋଇଛି। ଏବେ ନୀତୀଶଙ୍କ ଲକ୍ଷ୍ୟ ପ୍ରଧାନମନ୍ତ୍ରୀ ପଦ ଉପରେ ରହିବା ଉଚିତ୍। ଦିଲ୍ଲୀ ଆସିବା ପାଇଁ ସେ ନିଜକୁ ପ୍ରସ୍ତୁତ କରିବା ଆରମ୍ଭ କରି ଦେବା ଉଚିତ୍। ନୀତୀଶଙ୍କୁ ଏଥିରେ ସାହାଯ୍ୟ କରିବା ପାଇଁ ତାଙ୍କ ଦଳ (ନ୍ୟାସନାଲ୍ କନଫରେନ୍ସ) ପ୍ରସ୍ତୁତ।

ନୀତୀଶଙ୍କୁ ଖୋଲାଖୋଲି ପ୍ରଧାନମନ୍ତ୍ରୀ ପଦ ପାଇଁ ସମର୍ଥନ ଘୋଷଣା କରିବାରେ ଫାରୁକ ହେଉଛନ୍ତି ପ୍ରଥମ ନେତା। ଏଥିରୁ ଆକଳନ କରାଯାଉଛି ଯେ ୨୦୧୯ ସାଧାରଣ ନିର୍ବାଚନ ପାଇଁ ଅଣ-ଏନଡିଏଗୁଡ଼ିକ ମହାମେଣ୍ଟ କରି ବିଜେପି ନେତୃତ୍ୱାଧୀନ ଏନଡିଏକୁ ଟକ୍କର ଦେବା ପାଇଁ ଏବେଠାରୁ ଗଣିତ କଷିବା ଆରମ୍ଭ କରି ଦେଲେଣି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story