ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍‌: ମୁଖ୍ୟମନ୍ତ୍ରୀ ପଦ ଛାଡିଲେ ନୀତିଶ

ଭୁବନେଶ୍ୱର: ବିହାର ମହାମେଣ୍ଟକୁ ମହା ଝଟ୍‌କା। ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା। ଲାଲୁଙ୍କ ପୁଅ ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ନେଇ ଲାଗି ରହିଥିବା ଟଣାଓଟରାକୁ ନେଇ ନୀତୀଶ ଶେଷରେ ଚରମ ନିଷ୍ପତ୍ତି ନେଇଛନ୍ତି। ଲାଲୁଙ୍କ ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡୀ ଦେବୀ, ପୁଅ ତେଜସ୍ୱୀ ଓ ଝିଅ ମିସା ଭାରତୀଙ୍କ ସମେତ ପରିବାର ଅନ୍ୟ ସଦସ୍ୟଙ୍କ ନାଁରେ ସିବିଆଇ ଦୁର୍ନୀତି ମାମଲା ରୁଜୁ କରୁଛି ଏହାକୁ ନେଇ କିଛି ଦିନ ହେବ ବିହାର […]

cmnitish-620x413

cmnitish-620x413

Rakesh Mallick
  • Published: Wednesday, 26 July 2017
  • Updated: 26 July 2017, 07:27 PM IST

Sports

Latest News

ଭୁବନେଶ୍ୱର: ବିହାର ମହାମେଣ୍ଟକୁ ମହା ଝଟ୍‌କା। ମୁଖ୍ୟମନ୍ତ୍ରୀ ପଦରୁ ନୀତୀଶ କୁମାରଙ୍କ ଇସ୍ତଫା। ଲାଲୁଙ୍କ ପୁଅ ତଥା ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବଙ୍କୁ ନେଇ ଲାଗି ରହିଥିବା ଟଣାଓଟରାକୁ ନେଇ ନୀତୀଶ ଶେଷରେ ଚରମ ନିଷ୍ପତ୍ତି ନେଇଛନ୍ତି। ଲାଲୁଙ୍କ ପତ୍ନୀ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରାବିଡୀ ଦେବୀ, ପୁଅ ତେଜସ୍ୱୀ ଓ ଝିଅ ମିସା ଭାରତୀଙ୍କ ସମେତ ପରିବାର ଅନ୍ୟ ସଦସ୍ୟଙ୍କ ନାଁରେ ସିବିଆଇ ଦୁର୍ନୀତି ମାମଲା ରୁଜୁ କରୁଛି ଏହାକୁ ନେଇ କିଛି ଦିନ ହେବ ବିହାର ରାଜନୀତି ସରଗରମ ରହିଆସିଥିଲା। ଦୀର୍ଘଦିନ ଧରି ଏହି ବିବାଦ ଲାଗିରହିଥିବା ବେଳେ ମୁଖ୍ୟମନ୍ତ୍ରୀ ଚୁପ୍‌ ରହିବା ସହ ଉପ ମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଇସ୍ତଫା ଦିଅନ୍ତୁ ବୋଲି ନୀତୀଶ ଚାହୁଁଥିଲେ। ମାତ୍ର  ତେଜସ୍ୱୀ ପଦ ନଛାଡିବାରୁ ନୀତୀଶ ନିଜେ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଏହାସହ ଆଗାମୀ ଦିନରେ ବିହାରରେ ବିଜେପି ସହ ମିଶି ସରକାର ଗଢିବା କଥା ସ୍ପଷ୍ଟ କରିନଥିଲେବି ସଂକେତ କିନ୍ତୁ ଦେଇଛନ୍ତି। ଅନ୍ୟପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଭ୍ରଷ୍ଟାଚାର ବିରୋଧରେ ନୀତୀଶଙ୍କ ଏହି ନିଷ୍ପତ୍ତିକୁ ପ୍ରଶଂସା କରିବା ସହ ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story