ଜେଏନୟୁ ନାଁ ବଦଳୁ, ନେହେରୁ ତ ‘ଥାର୍ଡ କ୍ଲାସ୍’ ପାସ୍: ସୁବ୍ରମଣ୍ୟମ୍ ସ୍ୱାମୀ

ନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)କୁ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ ଦେଇଛନ୍ତି ଏକ ବିବାଦୀୟ ବୟାନ। ସୁବ୍ରମଣ୍ୟମ୍ କହିଛନ୍ତି ଯେ ସେ ଜେଏନୟୁ ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଜେଏନୟୁର ନାମ ବଦଳା ଯାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ଏହାକୁ ନାମିତ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। କାରଣ ନେତାଜୀ ପାଠପଢୁଆ ବ୍ୟକ୍ତି ଥିଲେ। ନେହେରୁ ତ ‘ଥାର୍ଡ କ୍ଲାସ’ରେ ପାସ୍ କରିଥିଲେ। […]

subramanyamswami

subramanyamswami

Rakesh Mallick
  • Published: Saturday, 26 September 2015
  • Updated: 26 September 2015, 05:27 PM IST

Sports

Latest News

subramanyamswamiନୂଆଦିଲ୍ଲୀ: ଜବାହାରଲାଲ ନେହେରୁ ବିଶ୍ୱବିଦ୍ୟାଳୟ (ଜେଏନୟୁ)କୁ ନେଇ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପି ନେତା ସୁବ୍ରମଣ୍ୟମ୍ ସ୍ୱାମୀ ଦେଇଛନ୍ତି ଏକ ବିବାଦୀୟ ବୟାନ। ସୁବ୍ରମଣ୍ୟମ୍ କହିଛନ୍ତି ଯେ ସେ ଜେଏନୟୁ ବିଶ୍ୱବିଦ୍ୟାଳୟର ନାମ ପରିବର୍ତ୍ତନ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଜେଏନୟୁର ନାମ ବଦଳା ଯାଇ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ନାମରେ ଏହାକୁ ନାମିତ କରିବାକୁ ସେ ପ୍ରସ୍ତାବ ଦେଇଛନ୍ତି। କାରଣ ନେତାଜୀ ପାଠପଢୁଆ ବ୍ୟକ୍ତି ଥିଲେ। ନେହେରୁ ତ ‘ଥାର୍ଡ କ୍ଲାସ’ରେ ପାସ୍ କରିଥିଲେ।

ସୁବ୍ରମଣ୍ୟମ୍ କେବଳ ଜବାହାରଲାଲ୍ ନେହେରୁଙ୍କୁ ଟାର୍ଗେଟ୍ କରି ନଥିଲେ। ତାଙ୍କ ସହିତ ବିଶ୍ୱବିଦ୍ୟାଳୟର ଛାତ୍ରଛାତ୍ରୀ ଓ ପ୍ରଫେସରମାନଙ୍କୁ ମଧ୍ୟ ସମାଲୋଚନା କରିଥିଲେ। ସେ କହିଥିଲେ ଯେ ଜେଏନୟୁରେ ନକ୍ସଲ, ଜେହାଦୀ ଓ ଏଲଟିଟିଇ ବାଲା ରହନ୍ତି। ଛାତ୍ରଛାତ୍ରୀ ଓ ପ୍ରଫେସର- ସମସ୍ତେ ହେଉଛନ୍ତି ନକ୍ସଲ।

ସେ କହିଥିଲେ, ଜେଏନୟୁ ପରିସରରେ ଆଣ୍ଟି ନାରକୋଟିକ୍ସ ବ୍ୟୁରୋ ତଥା ବିଏସଏଫ ଯବାନଙ୍କୁ ମୁତୟନ କରାଯିବା ଆବଶ୍ୟକ। ଆମେରିକାର ଅନେକ ବିଶ୍ୱବିଦ୍ୟାଳୟରେ ସୁରକ୍ଷାକର୍ମୀଙ୍କୁ ମୁତୟନ କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story