ଭୂକମ୍ପରେ ଦୋହଲିଗଲା ଅଧା ଭାରତ

ନୂଆଦିଲ୍ଲୀ: ଆଜି ରାଜଧାନୀ ନୂଆଦିଲ୍ଲୀ ଓ ଏହାର ନିକଟବର୍ତ୍ତୀ ଇଲାକା ସମେତ ଉତ୍ତର ଭାରତର ବେଶ୍‌ କିଛି ଅଞ୍ଚଳ ଏବଂ ମହାରାଷ୍ଟ୍ରର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ରେକର୍ଡ କରାଯାଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ମଧ୍ୟ ଆଫଗାନିସ୍ତାନ-ଉତ୍ତର ପାକିସ୍ତାନ ସୀମାରେ ଥିବା ହିନ୍ଦୁକୁଶ ପର୍ବତ ବୋଲି ଜଣାପଡ଼ିଛି। ସେହିଭଳି ଇଣ୍ଡୋନେସିଆର ସୁମାତ୍ରାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା […]

bhukamp

bhukamp

Subrat Kumar Nayak
  • Published: Saturday, 02 February 2019
  • Updated: 02 February 2019, 07:42 PM IST

Sports

Latest News

ନୂଆଦିଲ୍ଲୀ: ଆଜି ରାଜଧାନୀ ନୂଆଦିଲ୍ଲୀ ଓ ଏହାର ନିକଟବର୍ତ୍ତୀ ଇଲାକା ସମେତ ଉତ୍ତର ଭାରତର ବେଶ୍‌ କିଛି ଅଞ୍ଚଳ ଏବଂ ମହାରାଷ୍ଟ୍ରର କିଛି ସ୍ଥାନରେ ଭୂମିକମ୍ପ ଅନୁଭୂତ ହୋଇଛି। ଭୂକମ୍ପର ତୀବ୍ରତା ରିକ୍ଟର ସ୍କେଲରେ ୬.୪ ରେକର୍ଡ କରାଯାଇଥିବା ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଏହି ଭୂକମ୍ପର କେନ୍ଦ୍ରସ୍ଥଳୀ ମଧ୍ୟ ଆଫଗାନିସ୍ତାନ-ଉତ୍ତର ପାକିସ୍ତାନ ସୀମାରେ ଥିବା ହିନ୍ଦୁକୁଶ ପର୍ବତ ବୋଲି ଜଣାପଡ଼ିଛି। ସେହିଭଳି ଇଣ୍ଡୋନେସିଆର ସୁମାତ୍ରାରେ ମଧ୍ୟ ଭୂକମ୍ପ ଅନୁଭୂତ ହୋଇଥିଲା। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୬.୧ ଥିଲା ବୋଲି ଏକ ଆମେରିକୀୟ ସଂସ୍ଥା ପକ୍ଷରୁ କୁହାଯାଇଛି। କିନ୍ତୁ ଏହା ସୁନାମିର କାରଣ ପାଲଟିବା ଭଳି ଏତେ ଶକ୍ତିଶାଳୀ ନଥିଲା।

ଉତ୍ତର ଭାରତରେ ଏହି ଭୂକମ୍ପ ଅଧିକ ମାତ୍ରାରେ ଅନୁଭୂତ ହୋଇଥିଲା। ବିଶେଷ କରି ଦିଲ୍ଲୀ-ଏନ୍‌ସିଆର ଏବଂ ଜମ୍ମୁକଶ୍ମୀରର ପୁଞ୍ଚ ଜିଲ୍ଲାରେ ଏହାର ପ୍ରଭାବ ବେଶି ଥିଲା।

ଏହାର ପ୍ରଭାବରେ ଆଫଗାନିସ୍ତାନ ବ୍ୟତୀତ ପାକିସ୍ତାନ ଏବଂ ଭାରତରେ କିଛି ସ୍ଥାନରେ ଭୂକମ୍ପ ଅନୁଭୂତ ହୋଇଛି। କିଛି ଆମେରିକୀୟ ସଂସ୍ଥାଙ୍କ କହିବା ଅନୁଯାୟୀ ଭୂକମ୍ପର ତୀବ୍ରତା ୫.୮ ଥିଲା। ଘର ଦୋହଲିବା ଓ ବାସନକୁସନ ଥରିବାରୁ ଆତଙ୍କିତ ଓ ଭୟଭୀତ ଅବସ୍ଥାରେ ଲୋକେ ଘର ବାହାରକୁ ବା ଖାଲିସ୍ଥାନକୁ ଚାଲିଯିବାକୁ ପ୍ରୟାସ କରିଥିଲେ।

ତେବେ ଶେଷ ଖବର ସୁଦ୍ଧା, ବିଭିନ୍ନ ସ୍ଥାନରେ ଏଭଳି ଘଟଣାରେ ପ୍ରତ୍ୟକ୍ଷ ଭାବରେ କୌଣସି ଜୀବନ ଯାଇନଥିବା ଜଣାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story