ଅକ୍ସଫୋର୍ଡ- ଆଷ୍ଟ୍ରା ଜେନେକା ଟିକାକୁ ଅନୁମତି ମିଳିନି

ନୂଆଦିଲ୍ଲୀ: ଅକ୍ସଫୋର୍ଡ- ଆଷ୍ଟ୍ରା ଜେନେକା ଏବଂ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ବାୟୋଟେକ୍ ଟିକା ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ମିଳିନାହିଁ। ସେଣ୍ଟ୍ରାଲ୍ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅରଗାନାଇଜେସନ ଏହି ଟିକା ବାବଦରେ ଅଧିକ ତଥ୍ୟ ମାଗିଥିବା ସୂଚନା ରହିଛି। ଭାରତ ବାୟୋଟେକ ସହଯୋଗରେ ଭାରତରେ ଅନୁମତି ପାଇବାକୁ ଅପେକ୍ଷା କରିଥିବା ଟିକାର ନାମ ‘କୋଭିଶିଲ୍ଡ’ ରହିଛି। ବ୍ରିଟେନ ସରକାର ଏହି ଟିକାର ବ୍ୟବହାର ପାଇଁ ଅନୁମତି ଦେଇସାରିଥିବା ସୂଚନା ରହିଛି। ବ୍ରିଟିଶ ଡ୍ରଗ୍ସ ଗ୍ରୁପ […]

astra-zenca

astra-zenca

Subhransu Sekhar
  • Published: Wednesday, 30 December 2020
  • Updated: 30 December 2020, 11:05 PM IST

Sports

Latest News

ନୂଆଦିଲ୍ଲୀ: ଅକ୍ସଫୋର୍ଡ- ଆଷ୍ଟ୍ରା ଜେନେକା ଏବଂ ଭାରତ ବାୟୋଟେକ ଦ୍ୱାରା ପ୍ରସ୍ତୁତ ବାୟୋଟେକ୍ ଟିକା ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଅନୁମତି ମିଳିନାହିଁ। ସେଣ୍ଟ୍ରାଲ୍ ଡ୍ରଗ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅରଗାନାଇଜେସନ ଏହି ଟିକା ବାବଦରେ ଅଧିକ ତଥ୍ୟ ମାଗିଥିବା ସୂଚନା ରହିଛି। ଭାରତ ବାୟୋଟେକ ସହଯୋଗରେ ଭାରତରେ ଅନୁମତି ପାଇବାକୁ ଅପେକ୍ଷା କରିଥିବା ଟିକାର ନାମ ‘କୋଭିଶିଲ୍ଡ’ ରହିଛି। ବ୍ରିଟେନ ସରକାର ଏହି ଟିକାର ବ୍ୟବହାର ପାଇଁ ଅନୁମତି ଦେଇସାରିଥିବା ସୂଚନା ରହିଛି।

ବ୍ରିଟିଶ ଡ୍ରଗ୍ସ ଗ୍ରୁପ ‘ଆଷ୍ଟ୍ରା ଜେନେକା’ (AstraZeneca)/ଅକ୍ସଫୋର୍ଡ ବିଶ୍ୱ ବିଦ୍ୟାଳୟ ଦ୍ୱାରା ପ୍ରସ୍ତୁତ କରୋନା ଟିକା କରୋନାକୁ ଶତ ପ୍ରତିଶତ ମାତ୍ ଦେଇପାରିବ ବୋଲି ଜଣାପଡ଼ିଛି। ଏମିତିକି ବ୍ରିଟେନରେ ମାତିଥିବା କରୋନାର ନୂଆ ଷ୍ଟ୍ରେନକୁ ମଧ୍ୟ ମାତ୍ ଦେଇପାରିବ।

ଆଷ୍ଟ୍ରା ଜେନେକା ସିଇଓ ପାସ୍କାଲ୍ ସୋରିୟଟ୍ କହିଛନ୍ତି ଯେ ଫାଇଜର ଏବଂ ମୋଡର୍ନା ଭଳି ପ୍ରଭାବଶାଳୀ ଟିକା ବ୍ୟବହାର ପାଇଁ ଅନୁମତି ପାଇ ସାରିଛନ୍ତି। ଏହି ଟିକାର ସଫଳତା ହାର ୯୫% ରହିଥିବା ବେଳେ ଆଷ୍ଟ୍ରା ଜେନେକାର ସଫଳତା ହାର ଶତ ପ୍ରତିଶତ ରହିଛି।

ଅକ୍ସଫୋର୍ଡ ଏଯାବତ ତିନୋଟି କରୋନା ଟିକା ପ୍ରସ୍ତୁତ କରିଛି। ‘କୋଭିଶିଲ୍ଡ’ ହେଉଛି ତିନି ଟିକା ମଧ୍ୟରୁ ଅନ୍ୟତମ। ଯାହାକୁ ଜରୁରୀକାଳୀନ ଭାବରେ ବ୍ୟବହାର ପାଇଁ ଭାରତ ସରକାର ଅନୁମତି ଦେଇ ସାରିଛନ୍ତି। ଅନ୍ୟ ଦୁଇଟି ଟିକା ମଧ୍ୟରୁ ଗୋଟିଏ ହେଉଛି ଫାଇଜର, ଯାହାକୁ ପୂର୍ବରୁ ବ୍ରିଟେନ, ଆମେରିକା ଏବଂ ଅନ୍ୟାନ୍ୟ ଦେଶରେ ବ୍ୟବହୃତ ହେଉଛି। ଅନ୍ୟଟି ହେଉଛି ଭାରତ ବାୟୋଟେକର କୋଭାକ୍ସିନ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story