ଆଉ ସବୁ ମାସରେ ବଢ଼ିବନି ଗ୍ୟାସ୍ ଦର?

ନୂଆଦିଲ୍ଲୀ: ଆଉ ପ୍ରତି ମାସରେ ବଢ଼ି ନପାରେ ରୋଷେଇ ଗ୍ୟାସ୍ ଦର। ଏହି ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ସରକାର ଚିନ୍ତା କରୁଛନ୍ତି। ଗୁରୁବାର କିଛି ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି। ଗତ ୧୭ ମାସରେ ୧୯ ଥରରେ ରୋଷେଇ ଗ୍ୟାସ୍‌ (ଏଲ୍‌ପିଜି) ଦର ୭୬.୫ ଟଙ୍କା ବଢ଼ିଛି। ରାଷ୍ଟ୍ରାୟତ୍ତ ତୈଳ କଂପାନୀ ଇଣ୍ଡିଆନ୍ ଓଏଲ କର୍ପୋରେସନ୍‌ (ଆଇଓସି), ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଏଲ୍‌ଟିଡି (ବିପିସିଏଲ୍‌) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଏଲ୍‌ଟିଡି (ଏଚ୍‌ପିସିଏଲ୍‌) ଗତ ବର୍ଷ ଜୁଲାଇ […]

lpgimge

lpgimge

Rakesh Mallick
  • Published: Thursday, 28 December 2017
  • Updated: 28 December 2017, 05:27 PM IST

Sports

Latest News

ନୂଆଦିଲ୍ଲୀ: ଆଉ ପ୍ରତି ମାସରେ ବଢ଼ି ନପାରେ ରୋଷେଇ ଗ୍ୟାସ୍ ଦର। ଏହି ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ସରକାର ଚିନ୍ତା କରୁଛନ୍ତି। ଗୁରୁବାର କିଛି ଗଣମାଧ୍ୟମରେ ଏନେଇ ରିପୋର୍ଟ ପ୍ରକାଶ ପାଇଛି।

ଗତ ୧୭ ମାସରେ ୧୯ ଥରରେ ରୋଷେଇ ଗ୍ୟାସ୍‌ (ଏଲ୍‌ପିଜି) ଦର ୭୬.୫ ଟଙ୍କା ବଢ଼ିଛି। ରାଷ୍ଟ୍ରାୟତ୍ତ ତୈଳ କଂପାନୀ ଇଣ୍ଡିଆନ୍ ଓଏଲ କର୍ପୋରେସନ୍‌ (ଆଇଓସି), ଭାରତ ପେଟ୍ରୋଲିୟମ କର୍ପୋରେସନ୍ ଏଲ୍‌ଟିଡି (ବିପିସିଏଲ୍‌) ଓ ହିନ୍ଦୁସ୍ତାନ ପେଟ୍ରୋଲିୟମ କର୍ପୋରେସନ୍ ଏଲ୍‌ଟିଡି (ଏଚ୍‌ପିସିଏଲ୍‌) ଗତ ବର୍ଷ ଜୁଲାଇ ମାସରୁ ପ୍ରତି ମାସ ପହିଲାରେ ରୋଷେଇ ଗ୍ୟାସ୍‌ ଦର ବଢ଼ାଇ ଆସୁଛନ୍ତି। ୨୦୧୮ ମାର୍ଚ୍ଚ ମାସ ସୁଦ୍ଧା ଇନ୍ଧନରେ ସରକାରୀ ସବ୍‌ସିଡିକୁ ଶେଷ କରିବା ଲକ୍ଷ୍ୟ ନେଇ ତୈଳ କଂପାନୀଗୁଡ଼ିକ ଏହି ପଦକ୍ଷେପ ନେଇଛନ୍ତି। ଏଥିପାଇଁ ସରକାର ଗତ ବର୍ଷ ଏହି ସବୁ ତୈଳ କଂପାନୀଗୁଡ଼ିକୁ ନିର୍ଦ୍ଦେଶ ଦେଇଥିଲେ।

ସରକାରଙ୍କଠାରୁ ନିର୍ଦ୍ଦେଶ ପାଇବା ପରେ ଗତ ବର୍ଷ ଜୁଲାଇରୁ ସରକାରଙ୍କ ଦ୍ୱାରା ପରିଚାଳିତ ତୈଳ କଂପାନୀଗୁଡ଼ିକ ଏହାକୁ କାର୍ଯ୍ୟକାରୀ କରିଥିଲେ। ବର୍ତ୍ତମାନ ସୁଦ୍ଧା ସିଲିଣ୍ଡର ପିଛା ରୋଷେଇ ଗ୍ୟାସ୍ ଦର ୭୬.୫ ଟଙ୍କା ବଢ଼ି ସାରିଲାଣି। ୨୦୧୬ ଜୁନ୍‌ ମାସରେ ୧୪.୨ କେଜିର ଏଲ୍‌ପିଜି ସିଲିଣ୍ଡରର ଦର ୪୧୯.୧୮ ଟଙ୍କା ଥିଲା। ପ୍ରଥମେ ଏଲ୍‌ପିଜି ସିଲିଣ୍ଡର ପିଛା ଦର ମାସକୁ ୨ ଟଙ୍କା ବଢ଼ା ଯାଇଥିଲା। ପରେ ଚଳିତ ବର୍ଷ ମେ’ ମାସରୁ ଏହାକୁ ୩ ଟଙ୍କାକୁ ବୃଦ୍ଧି କରାଯାଇଥିଲା। ତେବେ ମେ’ ୩୦ ତାରିଖରେ ସରକାର ଏହି ଦରକୁ ୪ ଟଙ୍କାକୁ ବଢ଼ାଇ ଦେଇଥିଲେ। ଅର୍ଥାତ୍ ପ୍ରତି ମାସରେ ସିଲିଣ୍ଡର ପିଛା ୪ ଟଙ୍କା ବଢ଼ାଇବାକୁ ସରକାର କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story