କରୋନା ପାଇଁ ମର୍ଣ୍ଣିଂ ୱାକ୍‌ ମନା, ନ ମାନିଲେ କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛି ଦିଲ୍ଲୀ ପ୍ରଶାସନ। ଲକଡାଉନ ବେଳେ ଏଣିକି ଦିଲ୍ଲୀରେ କେହି ବି ମର୍ଣ୍ଣିଂ ୱାକ୍‌ କରିପାରିବେ ନାହିଁ। ଯଦି କେହି ମର୍ଣ୍ଣିଂ ୱାକ କରିବେ, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଦିଲ୍ଲୀ ପୁଲିସ୍‌ର କର୍ମଚାରୀ ଏଣିକି ବିଭିନ୍ନ ପାର୍କରେ ମୁତୟନ ହେବେ। ୱେଷ୍ଟର୍ଣ୍ଣ ରେଞ୍ଜର ଯୁଗ୍ମ କମିଶନର ଶାଲିନ ସିହଂ କହିଛନ୍ତି, […]

u

u

Hemant Lenka
  • Published: Monday, 30 March 2020
  • Updated: 30 March 2020, 05:13 PM IST

Sports

Latest News

ନୂଆଦିଲ୍ଲୀ: କରୋନା ମୁକାବିଲା ପାଇଁ ଆଉ ଏକ ବଡ଼ ପଦକ୍ଷେପ ନେଇଛି ଦିଲ୍ଲୀ ପ୍ରଶାସନ। ଲକଡାଉନ ବେଳେ ଏଣିକି ଦିଲ୍ଲୀରେ କେହି ବି ମର୍ଣ୍ଣିଂ ୱାକ୍‌ କରିପାରିବେ ନାହିଁ। ଯଦି କେହି ମର୍ଣ୍ଣିଂ ୱାକ କରିବେ, ତା’ହେଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏହି ନିୟମକୁ କଡ଼ାକଡ଼ି ଭାବେ ପାଳନ କରିବା ପାଇଁ ଦିଲ୍ଲୀ ପୁଲିସ୍‌ର କର୍ମଚାରୀ ଏଣିକି ବିଭିନ୍ନ ପାର୍କରେ ମୁତୟନ ହେବେ।

ୱେଷ୍ଟର୍ଣ୍ଣ ରେଞ୍ଜର ଯୁଗ୍ମ କମିଶନର ଶାଲିନ ସିହଂ କହିଛନ୍ତି, “ଦେଶର ରାଜଧାନୀ ଦିଲ୍ଲୀରେ କରୋନା ଭାଇରସ ପାଇଁ ୧୪୪ ଧାରା ଜାରି କରାଯାଇଛି। ଏହି ସମୟରେ ଆପଣମାନେ ସମସ୍ତେ କେବଳ ଜରୁରୀ ସାମଗ୍ରୀ ପାଇଁ ବାହରକୁ ଆସି ପାରିବେ। ଆପଣ ନିଜ ଇଚ୍ଛାରେ ଏଣେତେଣେ ବୁଲି ପାରିବେ ନାହିଁ।

ଆପିସିର ଧାରା ୧୮୮ ଅନୁଯାୟୀ, ନିୟମ ଉଲ୍ଲଙ୍ଘନକାରୀଙ୍କୁ ୬ ମାସ ଜେଲ ଓ ୧ ହଜାର ଟଙ୍କା ଜୋରିମାନା ଲାଗୁ କରାଯିବ। ମାର୍ଚ୍ଚ ୨୨ରୁ ଇତି ମଧ୍ୟରେ ପୁଲିସ୍‌ କର୍ଫ୍ୟୁ ନିୟମକୁ ଉଲ୍ଲଙ୍ଘନ କରିଥିବା ୧୫୩ ଜଣଙ୍କ ନାଁରେ ମାମଲା ରୁଜୁ କରି ସାରିଛି।

ବର୍ତ୍ତମାନ ପୂରା ଦେଶ ଲକଡାଉନ ହୋଇଛି। ଗତ ସପ୍ତାହରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ଘୋଷଣା କରିବା ବେଳେ ଲୋକଙ୍କୁ ଘରେ ରହିବାକୁ ନିବେଦନ କରିଥିଲେ। ଏଥିସହ ଘର ମଧ୍ୟରେ କିଛି ଦିନ ପାଇଁ ବ୍ୟାୟାମ କରିବାକୁ ମଧ୍ୟ ପରାମର୍ଶ ଦେଇଥିଲେ। ତଥାପି କିଛି ଲୋକ ମର୍ଣ୍ଣିଂ ୱାକ କରିବାକୁ ଗ୍ରୁପ୍‌ ହୋଇ ପାର୍କକୁ ଆସୁଛନ୍ତି। ହେଲେ ଏଣିକି ଏହାକୁ ବନ୍ଦ କରିବାକୁ ନିଷ୍ପତ୍ତି ନିଆଯାଇଛି।”

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story