ବିଶ୍ୱର ଯେକୌଣସି ସ୍ଥାନରେ ପଡ଼ି ପାରିବ ଏହି କ୍ଷେପଣାସ୍ତ୍ର

ୱାଶିଂଟନ୍‌: ପୁଣି ଥରେ ଉତ୍ତର କୋରିଆ ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଉତ୍ତର କୋରିଆ ସର୍ବାଧିକ ସକ୍ତିଶାଳୀ ଏବଂ ସବୁଠୁ ଦୂରଗାମୀ ଅନ୍ତର୍ଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଥିବା ନେଇ ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି କ୍ଷେପଣାସ୍ତ୍ର ଜାପାନ ଉପକୂଳରେ ଅବତରଣ କରିବା ପୂର୍ବରୁ ମାତ୍ର ୫୪ ମିନଟରେ ଭୂପୃଷ୍ଠଠାରୁ ୨ ହଜାର ୮୦୦ ମାଇଲ ଉଚ୍ଚକୁ ଯାଇ ୬୨୦ ମାଇଲ ଅତିକ୍ରମ କରିଥିଲା। ଉତ୍ତର କୋରିଆ ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର […]

kim

kim

Rakesh Mallick
  • Published: Wednesday, 29 November 2017
  • Updated: 29 November 2017, 01:33 PM IST

Sports

Latest News

ୱାଶିଂଟନ୍‌: ପୁଣି ଥରେ ଉତ୍ତର କୋରିଆ ଏକ ଶକ୍ତିଶାଳୀ କ୍ଷେପଣାସ୍ତ୍ର ପରୀକ୍ଷା କରିଛି। ଉତ୍ତର କୋରିଆ ସର୍ବାଧିକ ସକ୍ତିଶାଳୀ ଏବଂ ସବୁଠୁ ଦୂରଗାମୀ ଅନ୍ତର୍ଦେଶୀୟ ବାଲିଷ୍ଟିକ୍ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଥିବା ନେଇ ଆମେରିକା ପ୍ରତିରକ୍ଷା ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଏହି କ୍ଷେପଣାସ୍ତ୍ର ଜାପାନ ଉପକୂଳରେ ଅବତରଣ କରିବା ପୂର୍ବରୁ ମାତ୍ର ୫୪ ମିନଟରେ ଭୂପୃଷ୍ଠଠାରୁ ୨ ହଜାର ୮୦୦ ମାଇଲ ଉଚ୍ଚକୁ ଯାଇ ୬୨୦ ମାଇଲ ଅତିକ୍ରମ କରିଥିଲା।

ଉତ୍ତର କୋରିଆ ଏହି ବାଲିଷ୍ଟିକ୍ କ୍ଷେପଣାସ୍ତ୍ର ସମୁଦ୍ର ପତ୍ତନଠାରୁ ୪ ହଜାର ୫୦୦ କିଲୋମିଟର ଉଚ୍ଚକୁ ଯିବାର କ୍ଷମତା ରଖିଛି। ଯାହାକି ନାସାର ଅନ୍ତର୍ଜାତୀୟ ମହାକାଶ କେନ୍ଦ୍ର କକ୍ଷପଥଠାରୁ ପ୍ରାୟ ୧୦ ଗୁଣ ଅଧିକ।

ଏହି ବାଲିଷ୍ଟିକ୍ ମିସାଇଲ ଆମେରିକା ରାଜଧାନୀ ସମେତ ବିଶ୍ୱର ଯେ କୌଣସି ସ୍ଥାନକୁ ମଧ୍ୟ ଟାର୍ଗେଟ୍ କରିପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି। ଏହାକୁ ମିଶାଇ ଉତ୍ତର କୋରିଆ ଚଳିତ ବର୍ଷ ୨୦ ତମ ବାଲିଷ୍ଟିକ୍ ମିଜାଇଲ ପରୀକ୍ଷା କରିଛି। ଉତ୍ତର କୋରିଆର ଏହି ପଦକ୍ଷେପ ଉପରେ ନଜର ରଖାଯାଇଥିବା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story