ଉଗ୍ର ହେଉଛି ଉତ୍ତରକୋରିଆ: କହିଲା ଆମେରିକାକୁ ଯିଏ ସହଯୋଗ କରିବ ତାକୁ ଉଡ଼ାଇ ଦେବୁ

ନୂଆଦିଲ୍ଲୀ: ଉତ୍ତରକୋରିଆର ପୁଣି ଧମକ। ତାଙ୍କ ବିରୋଧରେ ଆମେରିକାକୁ ଯେଉଁ ଦେଶ ସହଯୋଗ କରିବ ସେହି ରାଷ୍ଟ୍ର ଉପରେ ପଡିବ ପରମାଣୁ ବୋମା । ସେପଟେ ଆମେରିକାକୁ ସହଯୋଗ କରୁଥିବାରୁ ନର୍ଥ କୋରିଆର ଟାର୍ଗେଟରେ ରହିଛି ଅଷ୍ଟ୍ରେଲିଆ। ଏନେଇ ଅଷ୍ଟ୍ରେଲିଆ ମଧ୍ୟ ପ୍ରତିକ୍ରିୟା ରଖିଛି। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ଜୁଲିଆ ବିଶାଁପ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଉତ୍ତରକୋରିଆର ପ୍ରଥମ ଟାର୍ଗେଟ ନୁହେଁ। ଉତ୍ତରକୋରିଆର କହିବା ଅନୁଯାୟୀ ଯିଏ ଏକ୍ଷେତ୍ରରେ ଆମେରିକାକୁ ସହଯୋଗ କରୁନାହିଁ ସେ ଦେଶକୁ ଭୟ […]

maxresdefault

maxresdefault

Rakesh Mallick
  • Published: Tuesday, 17 October 2017
  • Updated: 17 October 2017, 04:23 PM IST

Sports

Latest News

ନୂଆଦିଲ୍ଲୀ: ଉତ୍ତରକୋରିଆର ପୁଣି ଧମକ। ତାଙ୍କ ବିରୋଧରେ ଆମେରିକାକୁ ଯେଉଁ ଦେଶ ସହଯୋଗ କରିବ ସେହି ରାଷ୍ଟ୍ର ଉପରେ ପଡିବ ପରମାଣୁ ବୋମା । ସେପଟେ ଆମେରିକାକୁ ସହଯୋଗ କରୁଥିବାରୁ ନର୍ଥ କୋରିଆର ଟାର୍ଗେଟରେ ରହିଛି ଅଷ୍ଟ୍ରେଲିଆ। ଏନେଇ ଅଷ୍ଟ୍ରେଲିଆ ମଧ୍ୟ ପ୍ରତିକ୍ରିୟା ରଖିଛି। ଅଷ୍ଟ୍ରେଲିଆର ବୈଦେଶିକ ମନ୍ତ୍ରୀ ଜୁଲିଆ ବିଶାଁପ କହିଛନ୍ତି ଯେ, ଅଷ୍ଟ୍ରେଲିଆ ଉତ୍ତରକୋରିଆର ପ୍ରଥମ ଟାର୍ଗେଟ ନୁହେଁ। ଉତ୍ତରକୋରିଆର କହିବା ଅନୁଯାୟୀ ଯିଏ ଏକ୍ଷେତ୍ରରେ ଆମେରିକାକୁ ସହଯୋଗ କରୁନାହିଁ ସେ ଦେଶକୁ ଭୟ କରିବାର କୌଣସି କାରଣ ନାହିଁ।
ଉତ୍ତରକୋରିଆର ଡେପୁଟି ୟୁଏନ୍ ଆମ୍ବାସାଡାର କିମ୍ ଜୋଙ୍ଗ ଉନ୍ ଉପରୋକ୍ତ ତଥ୍ୟ ସମ୍ପର୍କରେ ଖୁଲାସା  କରିଛି । ମୁଖ୍ୟତଃ ଯେତେବେଳ ଯାଏ ଆମେରୀକୀୟ ମିଲିଟାରୀ ଆକ୍ସନରେ କୌଣସି ଦେଶ ସାମିଲ ନ ହୋଇଛି, ସେତେବେଳ ଯାଏଁ ତା ଉପରେ ପରମାଣୁ ଆକ୍ରମଣ ଆଶଙ୍କା ନାହିଁ।

ଆମେରିକା ଓ ଉତ୍ତରକୋରିଆ ମଧ୍ୟରେ ସୃଷ୍ଟି ହୋଇଥିବା ବିବାଦ ଘନୀଭୁତ ହେବାରେ ଲାଗିଛି। କୋରିଆ ବାରମ୍ବାର ଆମେରିକାକୁ ପରମାଣୁ ଧମକ ଦେଉଛି। ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା ଅକ୍ଟୋବର ୧୮ରେ କୋରିଆ ପୁଣି ଏକ ପରମାଣୁ ପରୀକ୍ଷା କରିପାରେ। ଫଳରେ ତୃତୀୟ ବିଶ୍ୱ ଯୁଦ୍ଧ ହେବା ନେଇ ଆଶଙ୍କା କରାଯାଉଛି। ଚଳିତ ବର୍ଷ ମେ’ ମାସରେ ଉତ୍ତରକୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ ଉନ୍ ଜାପାନକୁ ଧମକ ଦେଇଥିଲେ। କହିଥିଲେ ପରମାଣୁ ଆକ୍ରମଣ କରି
ଜାପାନକୁ ସମୁଦ୍ରରେ ଭସାଇ ଦେବ। ଗତ ଜୁଲାଇରେ ଏହି ଦେଶ ଏକ ବାଲାଷ୍ଟିକ ମିସାଇଲର ପରୀକ୍ଷଣ କରିଥିଲା। ଏହାର ରେଞ୍ଜ ଥିଲା 6,700 କିଲେମିଟର ପ୍ରତି ବେଗ।
ସେହିପରି ସେ ଷଷ୍ଠ

ପରମାଣୁ ପରୀକ୍ଷଣ କରି ହାଇଡ୍ରୋଜେନ ବମ ମଧ୍ୟ ପ୍ରସ୍ତୁତ କରିସାରିଛି। ଉତ୍ତରକୋରିଆ ୨୦୦୬ରୁ ପରମାଣୁ ପରୀକ୍ଷା କରିଆସୁଛି। ସେହିପରି ହିରୋସିମା ଉପରେ ପଡିଥିବା ପରମାଣୁ ବୋମାଠାରୁ ଆହୁରି ଅଧିକ ଶକ୍ତିଶାଳୀ ବୋମା ପରୀକ୍ଷା କରିସାରିଛି ଉତ୍ତରକୋରିଆ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story