‘ତାଜମହଲ ହୋଇ ନ ଥିଲେ ପେଟ୍ରୋଲ ଆଜି ୪୦ ଟଙ୍କାରେ ମିଳିଥାନ୍ତା’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଏଆଇଏମ୍‌ଆଇଏମ୍‌ (AIMIM) ମୁଖ୍ୟ ଅସଦୁଦ୍ଦିନ ଓୱେସି  । ମୁଦ୍ରାସ୍ଫୀତି ଏବଂ ବେକାରୀ ଭଳି ପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କୁ ଘେରିବା ସହ କଡ଼ା ସମାଲୋଚନା କରିଛନ୍ତି ।  ମୋଦି ସରକାର ଦେଶର ସବୁ ସମସ୍ୟା ପାଇଁ ମୁସଲିମ୍‌ଙ୍କୁ ଦାୟୀ କରୁଥିବା କହି ଏହାର କଡ଼ା ଜବାବ ରଖିଛନ୍ତି ଓୱେସି । ଦେଶରେ ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା ପାଇଁ  ପ୍ରଧାନମନ୍ତ୍ରୀ ମୋଦୀ ନୁହନ୍ତି, ମୋଗଲମାନେ ଦାୟୀ ବୋଲି ତାତ୍ସଲ୍ୟ କରି ସେ […]

modi

modi

Niharika Rout
  • Published: Tuesday, 05 July 2022
  • Updated: 05 July 2022, 09:27 AM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଟାର୍ଗେଟ କରିଛନ୍ତି ଏଆଇଏମ୍‌ଆଇଏମ୍‌ (AIMIM) ମୁଖ୍ୟ ଅସଦୁଦ୍ଦିନ ଓୱେସି  । ମୁଦ୍ରାସ୍ଫୀତି ଏବଂ ବେକାରୀ ଭଳି ପ୍ରସଙ୍ଗରେ ସେ କେନ୍ଦ୍ର ସରକାରଙ୍କୁ ଘେରିବା ସହ କଡ଼ା ସମାଲୋଚନା କରିଛନ୍ତି ।  ମୋଦି ସରକାର ଦେଶର ସବୁ ସମସ୍ୟା ପାଇଁ ମୁସଲିମ୍‌ଙ୍କୁ ଦାୟୀ କରୁଥିବା କହି ଏହାର କଡ଼ା ଜବାବ ରଖିଛନ୍ତି ଓୱେସି । ଦେଶରେ ମୁଦ୍ରାସ୍ଫୀତି, ବେକାରୀ ସମସ୍ୟା ପାଇଁ  ପ୍ରଧାନମନ୍ତ୍ରୀ ମୋଦୀ ନୁହନ୍ତି, ମୋଗଲମାନେ ଦାୟୀ ବୋଲି ତାତ୍ସଲ୍ୟ କରି ସେ କହିଛନ୍ତି । AIMIMର ଟ୍ୱିଟର ହ୍ୟାଣ୍ଡେଲରୁ ଓୱେସିଙ୍କ ଏକ ଭିଡିଓ ଶେଆର କରାଯାଇଛି ।

ଏହି ଭିଡିଓରେ ଓୱେସି କହିଛନ୍ତି,  ଭାରତର ଯୁବକମାନେ ଏବେ ବେକାର ଅଛନ୍ତି, ମୁଦ୍ରାସ୍ଫୀତି ଆକାଶକୁ ଛୁଇଁଛି, ଡିଜେଲ ଲିଟର ଶହେ ଟଙ୍କାରୁ ଅଧିକ ହୋଇଛି । ହେଲେ ଏଥିପାଇଁ ପ୍ରଧାନମନ୍ତ୍ରୀ ମୋଦି  ନୁହନ୍ତି, ମୋଗଲ ସମ୍ରାଟ ଆଉରଙ୍ଗଜେବ ହିଁ ଦାୟୀ। ଯୁବକଙ୍କ ପାଇଁ କୌଣସି କାମ ନାହିଁ,  ଏଥିପାଇଁ ସମ୍ରାଟ ଆକବର ଦାୟୀ । ପେଟ୍ରୋଲ ଲିଟର ୧୧୫ ଟଙ୍କା ହୋଇଛି, ଏଥିପାଇଁ ତାଜମହଲର ନିର୍ମାଣକାରୀ ଦାୟୀ । ଯଦି ତାଜମହଲ ନିର୍ମାଣ ହୋଇନଥାନ୍ତା, ତେବେ ଆଜି ୪୦ ଟଙ୍କାରେ ପେଟ୍ରୋଲ ମିଳିଥାନ୍ତା।  ସେ ତାଜମହଲ ଏବଂ ଲାଲ କିଲ୍ଲା ନିର୍ମାଣ କରି ବହୁତ ବଡ଼ ଭୁଲ କରିଥିଲେ। ଏହା କରାଯିବା ଉଚିତ ନ ଥିଲା । ସେହି ଅର୍ଥ ସଞ୍ଚୟ କରି  ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଦେବା ଉଚିତ ଥିଲା ବୋଲି କହି କେନ୍ଦ୍ର ସରକାରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି  ଓୱେସି  ।

ସେ କହିଛନ୍ତି, ଭାରତରେ କ’ଣ କେବଳ ମୋଗଲମାନେ ଶାସନ କରୁଥିଲେ। ତାଙ୍କ ପୂର୍ବରୁ  ଅଶୋକ, ଚନ୍ଦ୍ରଗୁପ୍ତ ବି ଏହି ଦେଶକୁ ଶାସନ କରୁଥିଲେ। କିନ୍ତୁ ଭାଜପାକୁ ଗୋଟିଏ ଆଖିରେ ମୋଗଲ ଓ  ଅନ୍ୟ ଆଖିରେ ପାକିସ୍ତାନ ଦେଖାଯାଉଛି।

ଏନେଇ ଓୱେସି କହିଛନ୍ତି, ଆମକୁ କିନ୍ତୁ ମୋଗଲଠୁ କିଛି ନେବାର ନାହିଁ କି ପାକିସ୍ତାନ ସହ କିଛି ସମ୍ପର୍କ ନାହିଁ। ଆମର ଜିନ୍ନା ସହ ବି କିଛି ସମ୍ପର୍କ ନାହିଁ । ଭାରତ ଆମ ଜନ୍ମଭୂମି। ବଞ୍ଚିବୁ ଏଠି, ମରିବୁ ବି ଏଠି । ଭାରତକୁ ଛାଡ଼ି କୁଆଡ଼େ ଯିବାର ପ୍ରଶ୍ନ ଉଠୁନି ।

ମହମ୍ମଦଙ୍କୁ ନେଇ  ନୂପୁର ଶର୍ମାଙ୍କ ବିବାଦୀୟ ମନ୍ତବ୍ୟ ଉପରେ ପ୍ରଧାନମନ୍ତ୍ରୀ ଚୁପ୍‌ ରହିବାକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଓୱେସି  । ଏନେଇ ସେ କହିଛନ୍ତି,  ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କାହିଁକି ଏ ବାବଦରେ ଚୁପ୍ ଅଛନ୍ତି? ସେ  କେବଳ ନୁପୁର ଶର୍ମାଙ୍କର ପ୍ରଧାନମନ୍ତ୍ରୀ ନୁହଁନ୍ତି, ସେ ଦେଶର ୧୩୩ କୋଟି ଲୋକଙ୍କର ପ୍ରଧାନମନ୍ତ୍ରୀ। ଯେଉଁଥିରେ ପ୍ରାୟ ୨୦ କୋଟି ମୁସଲମାନ ମଧ୍ୟ ଆସନ୍ତି । ଆମେ ପ୍ରଧାନମନ୍ତ୍ରୀଙ୍କୁ ପଚାରିବାକୁ ଚାହୁଁଛୁ କେତେ ଦିନ ପର୍ଯ୍ୟନ୍ତ ଆପଣ  ନୂପୁର ଶର୍ମାଙ୍କୁ ବଞ୍ଚାଇପାରିବେ, ତାଙ୍କୁ ଏ ପର୍ଯ୍ୟନ୍ତ ଗିରଫ କାର୍ହିକି କରାଯାଇନି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story