ୱାଶିଂଟନ୍: ଆମେ ସମସ୍ତେ ବସବାସ କରୁଥିବା ପୃଥିବୀ ଗ୍ରହରେ ଗୋଟିଏ ଦିନ କେତେଘଣ୍ଟା ପଚାରିଲେ ସମସ୍ତେ ଆରାମରେ କହିପାରିବା ୨୪ ଘଣ୍ଟା। କିନ୍ତୁ ଶନି ଗ୍ରହରେ ଦିନକ କେତେ ଘଣ୍ଟା ଆପଣ ଜାଣିଛନ୍ତି କି? ଏହା ବୈଜ୍ଞାନିକମାନଙ୍କୁ ମଧ୍ୟ ଏଯାଏ ଜଣାନଥିଲା। କିନ୍ତୁ ବର୍ତ୍ତମାନ 'ନାସା'ର କାସିନି ମହାକାଶ ଯାନ ଏହି ପ୍ରଶ୍ନର ଉତ୍ତର ଆଣିଛି।
ବହୁଦିନ ଧରି ରହସ୍ୟ ହୋଇ ରହିଥିବା ଏହି ପ୍ରଶ୍ନର ଉତ୍ତର ରଖି ନାସା ଜଣାଇଛି ଶନିଗ୍ରହରେ ପ୍ରାୟ ୧୦ ଘଣ୍ଟା ୩୦ ମିନିଟ୍ରେ ଗୋଟିଏ ଦିନ ବିତିଥାଏ। କାସିନି ମିଶନ୍ ଦ୍ୱାରା ସଂଗୃହୀତ ତଥ୍ୟରୁ ଏହା ଜଣାପଡ଼ିଛି। ଆଉ ଆମ ପୃଥିବୀର ଗୋଟିଏ ବର୍ଷ ଶନି ଗ୍ରହରେ ୨୯ ବର୍ଷ ସହିତ ସମାନ ବୋଲି ଜଣାଯାଇଛି।
ଏକ ବିଶାଳ ବଳୟ ମଧ୍ୟରେ ଶନି ଗ୍ରହ ଲୁଚି ଯାଉଥିବାରୁ ବର୍ତ୍ତମାନ ଯାଏ ସେଠାରେ ଦିନକ କେତେ ଘଣ୍ଟା, ସେ ନେଇ ଗବେଷଣା ହୋଇପାରିନଥିଲା। କାସିନି ମିଶନ ଅନ୍ତର୍ଗତ ଗବେଷଣା କାଳରେ ମାଧ୍ୟାକର୍ଷଣ ଶକ୍ତିର ପ୍ରଭାବରେ ଶନି ଗ୍ରହରେ ହେଉଥିବା କମ୍ପନରୁ ଏହି ହିସାବ କରାଯାଇଥିବା ନାସା ପକ୍ଷରୁ କୁହାଯାଇଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
National
ଭାଙ୍ଗିଗଲା ନିର୍ବନ୍ଧ; ଘରେ ପଶି ଯୁବତୀଙ୍କୁ ଉଠାଇନେଲେ ଯୁବକ
ସରିଥିଲା ନିର୍ବନ୍ଧ । ଆଉ କିଛି ଦିନ ପରେ ହୋଇଥିବା ବିବାହ। ମାତ୍ର ସବୁ ଓଲଟପାଲଟ ହୋଇଗଲା ଓ ଭାଙ୍ଗିଗଲା ବିବାହ। ମାତ୍ର ଏହାକୁ ସହି ନ ପରି ଯୁବକଜଣକ ଉତ୍ତ୍ୟକ୍ତ ହୋଇ ଉଠିଲେ। ଆଉ ଘର ଭିତରେ ପଶି ଯୁବତୀଙ୍କୁ ଉଠାଇ ଆଣିଲେ।
National
କାର୍ ଭିତରୁ ମିଳିଲା ପୁଳା ପୁଳା ସୁନା, ୨ ଗିରଫ
ଚେକିଂ ବେଳେ କାର୍ ଭିତରୁ ୧୫ କେଜି ସୁନା ଜବତ ହୋଇଛି। କପଡା ଭିତରେ ଲୁଚାଇ ଅଭିଯୁକ୍ତମାନେ ଏହି ସୁନାକୁ ନେଇ ଯାଉଥିଲେ।
National
୪୦୦ ଟଙ୍କା ଦେବାକୁ କହିଲେ କ୍ୟାବ୍ ଡ୍ରାଇଭର, ଛୁରୀ ଭୁଷି ଦେଲା ନାବାଳକ
୪୦୦ ଟଙ୍କା ଭଡାକୁ ନେଇ ରକ୍ତାକ୍ତ ସଂଘର୍ଷ ଘଟିଛି। ପରେ ଜଣେ ୨୬ ବର୍ଷୀୟ କ୍ୟାବ ଡ୍ରାଇଭରଙ୍କୁ ଯାତ୍ରୀ ଏବଂ ତାଙ୍କ ସାଙ୍ଗମାନେ ମିଶି ଛୁରୀ ଭୁଷି ହତ୍ୟା କରିଛନ୍ତି।
National
GST କାଉନସିଲ୍ ବୈଠକ, ଶସ୍ତା ହୋଇପାରେ ଅନ୍ଲାଇନ୍ ଖାଦ୍ୟ
ବରିଷ୍ଠ ନାଗରିକଙ୍କ ସ୍ୱାସ୍ଥ୍ୟ ବୀମା ପ୍ରିମିୟମ୍ ଟିକସ ଛାଡ ହୋଇପାରେ। ସେହିପରି ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସ୍ୱାସ୍ଥ୍ୟ ବୀମା ଉପରେ ପ୍ରିମିୟମ୍କୁ ଜିଏସ୍ଟି ମୁକ୍ତ କରାଯାଇପାରେ।
National
ଅପରାଧୀଙ୍କୁ ନ ଧରିବା ମହଙ୍ଗା ପଡ଼ିଲା;୧୩୪ ପୁଲିସ୍ ଅଧିକାରୀଙ୍କ ବିରୋଧରେ ମାମଲା ରୁଜୁ
ମାମଲାଗୁଡ଼ିକ ୫ ବର୍ଷ, ୧୦ ବର୍ଷ ପଡ଼ି ରହିଥିବା ବେଳେ ନ୍ୟାୟ ପାଇଁ ଦୌଡ଼ୁଥିଲେ ସାଧାରଣ ଲୋକେ। ଏପରି ସାଂଘାତିକ ଘଟଣାର ଖୁଲାସା ହେବା ପରେ ୧୩୪ ପୁଲିସ୍ ଅଧିକାରୀଙ୍କ ବିରୋଧରେ ରୁଜୁ ହୋଇଛି ମାମଲା ।