ପାକ୍‌ ବିରୋଧରେ ଆମେରିକାକୁ ପ୍ରମାଣ ଦେଲେ ଡୋଭାଲ୍‌

ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ତାଙ୍କ ଆମେରିକା ପ୍ରତିପକ୍ଷ ଜନ୍‌ ବୋଲ୍ଟନ୍‌ଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ପୁଲୱାମା ଆକ୍ରମଣ ଓ ଭାରତର ଏୟାର ଷ୍ଟ୍ରାଇକ୍‌ ସମ୍ପର୍କରେ ଉଭୟ ଆଲୋଚନା କରିଛନ୍ତି। ସେହିପରି ପାକିସ୍ତାନ କିଭଳି ଆମେରିକା ସହ କରିଥିବା ଚୁକ୍ତିକୁ ଉଲ୍ଲଙ୍ଘନ କରି ଭାରତ ଉପରେ ଏଫ୍‌-୧୬ ଯୁଦ୍ଧ ବିମାନ ଦ୍ୱାରା ହମ୍‌ଲା କରିଥିଲା, ତା’ର ପ୍ରମାଣ ମଧ୍ୟ ଶ୍ରୀ ଡୋଭାଲ୍‌ ବୋଲ୍ଟନ୍‌ଙ୍କୁ ଜଣାଇଛନ୍ତି। ପାକିସ୍ତାନ ବାୟୁସେନା ପକ୍ଷରୁ […]

tg

tg

Hemant Lenka
  • Published: Tuesday, 05 March 2019
  • Updated: 05 March 2019, 08:56 PM IST

Sports

Latest News

ନୂଆଦିଲ୍ଲୀ: ଭାରତର ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଆଜି ତାଙ୍କ ଆମେରିକା ପ୍ରତିପକ୍ଷ ଜନ୍‌ ବୋଲ୍ଟନ୍‌ଙ୍କ ସହ କଥା ହୋଇଛନ୍ତି। ଏହି ସମୟରେ ପୁଲୱାମା ଆକ୍ରମଣ ଓ ଭାରତର ଏୟାର ଷ୍ଟ୍ରାଇକ୍‌ ସମ୍ପର୍କରେ ଉଭୟ ଆଲୋଚନା କରିଛନ୍ତି।

ସେହିପରି ପାକିସ୍ତାନ କିଭଳି ଆମେରିକା ସହ କରିଥିବା ଚୁକ୍ତିକୁ ଉଲ୍ଲଙ୍ଘନ କରି ଭାରତ ଉପରେ ଏଫ୍‌-୧୬ ଯୁଦ୍ଧ ବିମାନ ଦ୍ୱାରା ହମ୍‌ଲା କରିଥିଲା, ତା’ର ପ୍ରମାଣ ମଧ୍ୟ ଶ୍ରୀ ଡୋଭାଲ୍‌ ବୋଲ୍ଟନ୍‌ଙ୍କୁ ଜଣାଇଛନ୍ତି।

ପାକିସ୍ତାନ ବାୟୁସେନା ପକ୍ଷରୁ ବାଲାକୋଟ୍‌ ଏୟାର ଷ୍ଟ୍ରାଇକ୍‌ର ବଦ୍‌ଲା ନେବାକୁ ଉଦ୍ୟମ ହୋଇଥିଲା। ଏଥିପାଇଁ ପାକିସ୍ତାନ ପକ୍ଷରୁ ଏଫ୍‌-୧୬ ଯୁଦ୍ଧ ବିମାନ ଜରିଆରେ ଭାରତର ସାମରିକ ପ୍ରତିଷ୍ଠାନ ଉପରେ ହମ୍‌ଲା କରିବାକୁ ଉଦ୍ୟମ ହୋଇଥିବା ମଧ୍ୟ ଡୋଭାଲ ଆଜି ବୋଲ୍ଟନଙ୍କୁ ଜଣାଇଛନ୍ତି। ପାକିସ୍ତାନ ବାୟୁସେନା ପକ୍ଷରୁ ଏଆଇଏମ୍‌-୧୨୦ ମିସାଇଲ୍‌ ଦ୍ୱାରା ଆକ୍ରମଣ କରାଯାଇଥିବା ମଧ୍ୟ ଆଜି ଡୋଭାଲ ଆମେରିକାକୁ ଜଣାଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story