ଏନଏସଏ ସ୍ତରୀୟ ବୈଠକରେ ଆତଙ୍କବାଦ ହେବ ମୁଖ୍ୟ ମୁଦ୍ଦା : ସୁଷମା

ନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରୀୟ ବୈଠକରେ ଆତଙ୍କବାଦୀ ସମସ୍ୟାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱାରଜ।ଏହା ପୂର୍ବରୁ ଆଜି ଇସଲାମାବାଦରେ ପାକିସ୍ତାନର ସୁରକ୍ଷା ପରାମର୍ଶଦାତା ସରତାଜ ଅଜିଜ ଏକ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ତେବେ ଭାରତ ପାକିସ୍ତାନର ପ୍ରସ୍ତାବିତ ହୁରିୟତ ସହ କଥାବାର୍ତ୍ତାକୁ ପ୍ରସଙ୍ଗ କରି ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକକୁ ରଦ୍ଦ […]

sushma-swaraj

sushma-swaraj

Rakesh Mallick
  • Published: Saturday, 22 August 2015
  • Updated: 22 August 2015, 11:57 AM IST

Sports

Latest News

sushma-swarajନୂଆଦିଲ୍ଲୀ: ଭାରତ ଓ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ସ୍ତରୀୟ ବୈଠକରେ ଆତଙ୍କବାଦୀ ସମସ୍ୟାକୁ ଅଧିକ ଗୁରୁତ୍ୱ ଦିଆଯିବ ବୋଲି କହିଛନ୍ତି ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱାରଜ।ଏହା ପୂର୍ବରୁ ଆଜି ଇସଲାମାବାଦରେ ପାକିସ୍ତାନର ସୁରକ୍ଷା ପରାମର୍ଶଦାତା ସରତାଜ ଅଜିଜ ଏକ ସାମ୍ୱାଦିକ ସମ୍ମିଳନୀ କରିଥିଲେ। ତେବେ ଭାରତ ପାକିସ୍ତାନର ପ୍ରସ୍ତାବିତ ହୁରିୟତ ସହ କଥାବାର୍ତ୍ତାକୁ ପ୍ରସଙ୍ଗ କରି ଦୁଇ ଦେଶ ମଧ୍ୟରେ ହେବାକୁ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ବୈଠକକୁ ରଦ୍ଦ କରିବାକୁ ଭାରତ ଚାହୁଁଛି ବୋଲି ସରତାଜ ଅଜିଜ ଅଭିଯୋଗ କରିଥିଲେ। ତେବେ ଭାରତ ପାକିସ୍ତାନ ମଧ୍ୟରେ ମୁଖ୍ୟ ପ୍ରସଙ୍ଗ ହେଉଛି କାଶ୍ମୀର ବୋଲି ସରତାଜ କହିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story