ଏନଏସଏ ସ୍ତରୀୟ ବୈଠକରୁ ଓହରିଲା ପାକିସ୍ତାନ

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ହେବାକୁ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ବା ଏନ୍ଏସ୍ଏ ସ୍ତରୀୟ ଆଲୋଚନା ବାତିଲ୍ ହୋଇଛି। ଭାରତ ରଖିଥିବା ସର୍ତ୍ତ ଗ୍ରହଣୀୟ ନୁହେଁ ବୋଲି ଜଣାଇ ଏହି କଥାବାର୍ତ୍ତାରୁ ଓହରି ଯିବାକୁ ଘୋଷଣା କରିଛି ପାକିସ୍ତାନ। ସେପଟେ ଭାରତ ପାକିସ୍ତାନର ଏଭଳି ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଗତକାଲି କହିଥିଲେ ଯେ କେବଳ କାଶ୍ମୀର ପ୍ରସଙ୍ଗରେ ହିଁ କଥାବାର୍ତ୍ତା ସୀମିତ ରହିବ। ଏଥିରେ କାଶ୍ମୀର ପ୍ରସଙ୍ଗ […]

nsa

nsa

Rakesh Mallick
  • Published: Sunday, 23 August 2015
  • Updated: 23 August 2015, 02:19 AM IST

Sports

Latest News

ନୂଆଦିଲ୍ଲୀ: ଭାରତ ପାକିସ୍ତାନ ମଧ୍ୟରେ ଆସନ୍ତାକାଲି ହେବାକୁ ଥିବା ଜାତୀୟ ସୁରକ୍ଷା ପରାମର୍ଶଦାତା ବା ଏନ୍ଏସ୍ଏ ସ୍ତରୀୟ ଆଲୋଚନା ବାତିଲ୍ ହୋଇଛି। ଭାରତ ରଖିଥିବା ସର୍ତ୍ତ ଗ୍ରହଣୀୟ ନୁହେଁ ବୋଲି ଜଣାଇ ଏହି କଥାବାର୍ତ୍ତାରୁ ଓହରି ଯିବାକୁ ଘୋଷଣା କରିଛି ପାକିସ୍ତାନ। ସେପଟେ ଭାରତ ପାକିସ୍ତାନର ଏଭଳି ନିଷ୍ପତ୍ତିକୁ ଦୁର୍ଭାଗ୍ୟଜନକ ବୋଲି କହିଛି। ବୈଦେଶିକ ବ୍ୟାପାର ମନ୍ତ୍ରୀ ସୁଷମା ସ୍ୱରାଜ ଗତକାଲି କହିଥିଲେ ଯେ କେବଳ କାଶ୍ମୀର ପ୍ରସଙ୍ଗରେ ହିଁ କଥାବାର୍ତ୍ତା ସୀମିତ ରହିବ। ଏଥିରେ କାଶ୍ମୀର ପ୍ରସଙ୍ଗ ସ୍ଥାନ ପାଇବ ନାହିଁ କି ତୃତୀୟ ପକ୍ଷର ମଧ୍ୟସ୍ଥତା ଗ୍ରହଣ କରାଯିବନାହିଁ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏବଂ  ପାକିସ୍ତାନ ପ୍ରତିପକ୍ଷ ନୱାଜ ସରିଫ ଋଷିଆର ଉଫାଠାରେ ଯେଉଁ ନିଷ୍ପତ୍ତି ନେଇଥିଲେ ସେହି ଆଧାରରେ ହିଁ ଭାରତ ଆଲୋଚନା ପାଇଁ ପ୍ରସ୍ତୁତ ବୋଲି ସୁଷମା କହିଥିଲେ। ଅନ୍ୟପକ୍ଷରେ ପାକିସ୍ତାନ ଭାରତର ସର୍ତ୍ତ ଗ୍ରହଣୀୟ ନୁହେଁ ବୋଲି ଦର୍ଶାଇ ଆଲୋଚନାକୁ ରଦ୍ଦ କରାଯାଇଥିବା ଘୋଷଣା କରିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story