ସୀମାରେ ସଫା ହେବେ ସନ୍ତ୍ରାସବାଦୀ: ପହଞ୍ଚିଲେ ଏନ୍‌ଏସ୍‌ଜି କମାଣ୍ଡୋ, ଏମାନେ କେତେ ପରାକ୍ରମୀ, ପଢନ୍ତୁ  

ନୂଆଦିଲ୍ଲୀ: ନିପାତ ହେବେ ଆତଙ୍କବାଦୀ। ନରସଂହାରକାରୀ ଉଗ୍ରପନ୍ଥୀଙ୍କୁ ନାଶ କରିବାକୁ ପହଞ୍ଚିଗଲେଣି ସବୁଠୁ ଶକ୍ତିଶାଳି ଫୋର୍ସ ଏନ୍‌ଏସ୍‌ଜି କମାଣ୍ଡୋ। କାଶ୍ମୀର ସୀମାରେ ଆଉ ଚଳିବନି ଆତଙ୍କବାଦୀଙ୍କ ଆତଙ୍କରାଜ। ଏମାନଙ୍କୁ ଜବାବ ଦେବାକୁ ଭାରତ ପଠାଇଛି ଏନ୍‌ଏସ୍‌ଜି କମାଣ୍ଡୋ। ଅସ୍ତ୍ରଶସ୍ତ୍ର ସହ ଏହି ଫୋର୍ସ କାଶ୍ମୀର ସୀମାରେ ପହଞ୍ଚି ଯାଇଛନ୍ତି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ରାଡ଼ାର ସହ ଶ୍ରୀନଗରରେ ପହଞ୍ଚିଛନ୍ତି। ସେନା, ପୁଲିସ ଏବଂ ସିଆର୍‌ପିଏଫ୍‌ ସହ ସମନ୍ୱୟ ରଖି ଏହି କମାଣ୍ଡୋମାନେ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିବେ। […]

nsg-1

nsg-1

Rakesh Mallick
  • Published: Friday, 22 June 2018
  • Updated: 22 June 2018, 06:24 AM IST

Sports

Latest News

ନୂଆଦିଲ୍ଲୀ: ନିପାତ ହେବେ ଆତଙ୍କବାଦୀ। ନରସଂହାରକାରୀ ଉଗ୍ରପନ୍ଥୀଙ୍କୁ ନାଶ କରିବାକୁ ପହଞ୍ଚିଗଲେଣି ସବୁଠୁ ଶକ୍ତିଶାଳି ଫୋର୍ସ ଏନ୍‌ଏସ୍‌ଜି କମାଣ୍ଡୋ। କାଶ୍ମୀର ସୀମାରେ ଆଉ ଚଳିବନି ଆତଙ୍କବାଦୀଙ୍କ ଆତଙ୍କରାଜ। ଏମାନଙ୍କୁ ଜବାବ ଦେବାକୁ ଭାରତ ପଠାଇଛି ଏନ୍‌ଏସ୍‌ଜି କମାଣ୍ଡୋ। ଅସ୍ତ୍ରଶସ୍ତ୍ର ସହ ଏହି ଫୋର୍ସ କାଶ୍ମୀର ସୀମାରେ ପହଞ୍ଚି ଯାଇଛନ୍ତି। ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ଓ ରାଡ଼ାର ସହ ଶ୍ରୀନଗରରେ ପହଞ୍ଚିଛନ୍ତି। ସେନା, ପୁଲିସ ଏବଂ ସିଆର୍‌ପିଏଫ୍‌ ସହ ସମନ୍ୱୟ ରଖି ଏହି କମାଣ୍ଡୋମାନେ ସ୍ୱତନ୍ତ୍ର ଅପରେସନ ଆରମ୍ଭ କରିବେ। ଭାରତ ସରକାର ଏନେଇ ଏକ ବଳିଷ୍ଠ ପଦକ୍ଷେପ ନେଇଛନ୍ତି। ତେବେ ଏହି ଫୋର୍ସ କେତେ ଶକ୍ତିଶାଳି ଜାଣନ୍ତୁ।

୧-୧୯୮୪ରେ ତତ୍କାଳିନ ପ୍ରଧାନମନ୍ତ୍ରୀ ଇନ୍ଦିରାଗାନ୍ଧିଙ୍କ ଶାସନକାଳରେ ଏହି କମାଣ୍ଡୋ ଗଠନ କରାଯାଇଥିଲା। ଅପରେଶନ ବ୍ଲୁ-ଷ୍ଟାର ବେଳେ ଏହି ଫୋର୍ସ ଗଠନର ପରିକଳ୍ପନା କରାଯାଇଥିଲା।

୨-କେନ୍ଦ୍ରସରକାରଙ୍କ ଗୃହମନ୍ତ୍ରଣାଳୟ ଅଧୀନ ଏହି କମାଣ୍ଡୋ ହେଉଛନ୍ତି ସ୍ୱତନ୍ତ୍ର ମାନ୍ୟତାପ୍ରାପ୍ତ ଫୋର୍ସ।

୩-ଆତଙ୍କବାଦୀ ଏବଂ ଉଗ୍ରପନ୍ଥୀଙ୍କୁ ଦମନ ପାଇଁ ଏମାନେ ବେଶ ସିଦ୍ଧହସ୍ତ। ଏମାନଙ୍କୁ ସବୁଠୁ କଠିନ ତାଲିମ ଦେଇ ପ୍ରସ୍ତୁତ କରାଯାଇଥାଏ। ଅନ୍ୟ ଫୋର୍ସଠାରୁ ଏମାନେ ଯଥେଷ୍ଟ ପରାକ୍ରମୀ।

୪-ଶକ୍ତିଶାଳି ସେନାକୁ ନେଇ ବିଶ୍ୱର ଟପ୍‌ ଲିଷ୍ଟରେ ଭାରତର  ଏନ୍‌ଏସଜି କମାଣ୍ଡୋ ୫ ନମ୍ବର ତାଲିକାରେ ରହିଛି।

୫- ଏନ୍‌ଏସଜି କମାଣ୍ଡୋ ଦୁଇଭାଗରେ ବିଭକ୍ତ। ଗୋଟିଏ ହେଲା ସ୍ପେସିଆଲ ଆକ୍ସନ ଗ୍ରୁପ୍‌ (ଏସ୍‌ଏଜି) ଏବଂ ଅନ୍ୟଟି ସ୍ପେସିଆଲ ରେଞ୍ଜର୍ସ ଗ୍ରୁପ୍‌(ଏସ୍‌ଆରଜି)।

୬- ଏସ୍‌ଏଜି ଫୋର୍ସରେ ୫୪ ପ୍ରତିଶତ ସୈନ୍ୟ ଭାରତୀୟ ସେନାରୁ ଆଣି ସାମିଲ କରାଯାଇଥାଏ ଏବଂ ଏସ୍‌ଆରଜିରେ କେନ୍ଦ୍ରୀୟ ପୋଲିସ ସଂସ୍ଥା ତଥା ସିଆରପିଏଫ୍‌, ବିଏସ୍‌ଏଫ, ଇଣ୍ଡୋ-ତିବତ୍ତିଆନ୍‌ ବୋର୍ଡ଼ର ଫୋର୍ସ ଏବଂ ରାପିଡ୍‌ ଆକ୍ସନ ଫୋର୍ସରୁ ପାରଙ୍ଗମ ଲୋକବଳ ଅଣାଯାଇଥାଏ।

୭-ଏମାନଙ୍କୁ ବ୍ଲାକ୍‌ କ୍ୟାଟ୍‌ ମଧ୍ୟ କୁହାଯାଇଥାଏ। କାରଣ ଏମାନେ ବ୍ଲାକ କଲର ଡ୍ରିଲ କଟନର ସମ୍ପୂର୍ଣ୍ଣ ଶରୀରକୁ ଘୋଡ଼ାଇ ରଖୁଥିବା ୟୁନିଫର୍ମ ଧାରଣ କରିଥାନ୍ତି।

୮-ଏମାନଙ୍କୁ ଫିଲିପାଇନ୍ସର ପାରକୋର୍‌ ଏବଂ ପେକ୍‌ଟି-ତିର୍‌ସିଆ  କାଲି ଅଞ୍ଚଳରେ ସ୍ୱତନ୍ତ୍ର ଭାବେ ତାଲିମ ଦିଆଯାଇଥାଏ।

୯-ଏମାନେ ଜଣେ ଜଣଙ୍କ ଡାହାଣ ପଟେ ଜଣେ ଛିଡ଼ା ହୋଇ ଅତି କୌଶଳକ୍ରମେ ଶ୍ରତ୍ରୁପକ୍ଷଙ୍କୁ ଟାର୍ଗେଟ କରନ୍ତି।  ଏମାନଙ୍କ ମିଶନ କେବେ ଫେଲ ମାରେନି।

୧୦-ସବୁଠୁ ଅଧିକ ସ୍ୱାଧୀନତାପ୍ରାପ୍ତ ତଥା ବଳଶାଳି ସେନା ହେଉଛି ଏହି କମାଣ୍ଡୋ। ଏମାନେ ଅଧିକ ରାଉଣ୍ଡର ଗୁଳି ବର୍ଷଣ କରନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story