ଏନ୍ଏସଜି ସଦସ୍ୟତା ପାଇଁ ସମର୍ଥନ ଜୁଟାଇବାକୁ ସିଓଲରେ ବୈଦେଶିକ ସଚିବ ଜୟଶଙ୍କର

ସିଓଲ: ଗୁରବାରଠାରୁ ଆରମ୍ୱ ହେଉଥିବା ଏନ୍‌ଏସ୍‌ଜିର ପୂର୍ଣ୍ଣଙ୍ଗ ବୈଠକ ଆଗରୁ ଭାରତର ସଦସ୍ୟତା ପ୍ରୟାସକୁ ଦୃଢ କରିବା ପାଇଁ ବୈଦେଶିକ ସଚିବ ଏସ୍. ଜୟଶଙ୍କର ସିଓଲ ଯାଇଛନ୍ତି। ଭାରତ ସଦସ୍ୟତା ପାଇବା ପାଇଁ ଆଶା କରିଥିଲା ବେଳେ ଚୀନ ଓ ଅନ୍ୟ କିଛି ଦେଶ ଏହାକୁ ତୀବ୍ର ବିରେ।ଧ କରୁଛନ୍ତି। ଅବଶ୍ୟ ଇତି ମଧ୍ୟରେ ଚୀନ ତା’ର ଆବଭାବରେ ପରିବର୍ତ୍ତନ କରିଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, “ଭାରତର ଏନ୍ଏସଜି ସଦସ୍ୟତା ପ୍ରସଙ୍ଗରେ ଚର୍ଚ୍ଚା ବେଳେ […]

jaishankar

Rakesh Mallick
  • Published: Wednesday, 22 June 2016
  • , Updated: 22 June 2016, 11:21 PM IST

ସିଓଲ: ଗୁରବାରଠାରୁ ଆରମ୍ୱ ହେଉଥିବା ଏନ୍‌ଏସ୍‌ଜିର ପୂର୍ଣ୍ଣଙ୍ଗ ବୈଠକ ଆଗରୁ ଭାରତର ସଦସ୍ୟତା ପ୍ରୟାସକୁ ଦୃଢ କରିବା ପାଇଁ ବୈଦେଶିକ ସଚିବ ଏସ୍. ଜୟଶଙ୍କର ସିଓଲ ଯାଇଛନ୍ତି। ଭାରତ ସଦସ୍ୟତା ପାଇବା ପାଇଁ ଆଶା କରିଥିଲା ବେଳେ ଚୀନ ଓ ଅନ୍ୟ କିଛି ଦେଶ ଏହାକୁ ତୀବ୍ର ବିରେ।ଧ କରୁଛନ୍ତି। ଅବଶ୍ୟ ଇତି ମଧ୍ୟରେ ଚୀନ ତା’ର ଆବଭାବରେ ପରିବର୍ତ୍ତନ କରିଛି। ଚୀନ୍‌ ବିଦେଶ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି, “ଭାରତର ଏନ୍ଏସଜି ସଦସ୍ୟତା ପ୍ରସଙ୍ଗରେ ଚର୍ଚ୍ଚା ବେଳେ ଆମେ ସକାରାତ୍ମକ ଭୂମିକା ନେବୁ।”

ଚୀନ ବିଦେଶୀ ମନ୍ତ୍ରାଳୟର ପ୍ରବକ୍ତା ହୁଆ ଚୁନୟେଙ୍ଗ୍ କହିଛନ୍ତିଯେ, “ଏନ୍ଏସଜି ସଦସ୍ୟ ଦେଶମାନେ ସାମୂହିକ ଭାବେ ଭାରତ ଓ ପାକିସ୍ତନଙ୍କ ସଦସ୍ୟତା ଉପରେ ତିନି ଥର ଅନୌପଚାରକ ଆଲେ।ଚନା କରିଛନ୍ତି। ଏନ୍ଏସଜିରେ ଭାରତର ପ୍ରସଙ୍ଗରେ ଚର୍ଚ୍ଚା ବେଳେ ଚୀନ୍‌ ସକାରାତ୍ମକ ଭୂମିକା ନେବ।”

ଜୟଶଙ୍କର ଦକ୍ଷିଣ କେ।ରିଆର ରାଜଧାନୀରେ ଭାରତର ସଦସ୍ୟତା ପାଇବା ସମ୍ଭାବନାକୁ ମଜଭୂତ କରିବା ପାଇଁ ସଦସ୍ୟ ରାଷ୍ଟ୍ରମାନଙ୍କ ସମର୍ଥନ ଜୁଟାଇବାକୁ ପ୍ରୟାସ କରିବେ। ସେ।ମବାରରୁ ଆରମ୍ଭ ହେ।ଇଥିବା ୪୮ ରାଷ୍ଟ୍ର ସମୂହର ଔପଚାରିକ ଆଲେ।ଚନାର ଘଟଣାକ୍ରମ ଉପରେ ସେ ନଜର ରଖିଛନ୍ତି।

Related story