ନୂଆବର୍ଷକୁ ସ୍ୱାଗତ କଲେ ନ୍ୟୁଜିଲାଣ୍ଡ ଓ ଅଷ୍ଟ୍ରେଲିଆବାସୀ

କିରିବାଟି: ବିଶ୍ୱର କିଛି ସ୍ଥାନରେ ପାଦ ଥାପି ସାରିଛି ନୂଆବର୍ଷ । ପ୍ରଥମ ରାଷ୍ଟ୍ର ଭାବରେ ଇଂରାଜୀ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ସମୋଆ ଓ କିରିବାଟି। ଏହାର ଏକ ଘଣ୍ଟା ପରେ ନ୍ୟୁଜିଲାଣ୍ଡରେ ଧୂମଧାମରେ ସ୍ୱାଗତ କରାଯାଇଛି ୨୦୧୬କୁ। ଅକଲାଣ୍ଡରେ ଥିବା ସ୍କାଏ ଟାୱାରରେ ଏଥିପାଇଁ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ହୋଇଥିଲା । ଏହା ଦେଖିବା ଲାଗି ସେଠାରେ ୨୫ ହଜାର ଲୋକ ଏକତ୍ରିତ ହୋଇଥିଲେ। ପରେ ପରେ ସିଡନୀଠାରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି। ସିଡନୀ ହାର୍ବରରେ […]

new_year1

new_year1

Rakesh Mallick
  • Published: Thursday, 31 December 2015
  • Updated: 04 May 2017, 03:44 PM IST

Sports

Latest News

କିରିବାଟି: ବିଶ୍ୱର କିଛି ସ୍ଥାନରେ ପାଦ ଥାପି ସାରିଛି ନୂଆବର୍ଷ । ପ୍ରଥମ ରାଷ୍ଟ୍ର ଭାବରେ ଇଂରାଜୀ ନୂଆବର୍ଷକୁ ସ୍ୱାଗତ କରିଛନ୍ତି ସମୋଆ ଓ କିରିବାଟି। ଏହାର ଏକ ଘଣ୍ଟା ପରେ ନ୍ୟୁଜିଲାଣ୍ଡରେ ଧୂମଧାମରେ ସ୍ୱାଗତ କରାଯାଇଛି ୨୦୧୬କୁ। ଅକଲାଣ୍ଡରେ ଥିବା ସ୍କାଏ ଟାୱାରରେ ଏଥିପାଇଁ ଆକର୍ଷଣୀୟ ଆତସବାଜି ପ୍ରଦର୍ଶନ ହୋଇଥିଲା । ଏହା ଦେଖିବା ଲାଗି ସେଠାରେ ୨୫ ହଜାର ଲୋକ ଏକତ୍ରିତ ହୋଇଥିଲେ। ପରେ ପରେ ସିଡନୀଠାରେ ନୂଆବର୍ଷକୁ ସ୍ୱାଗତ କରାଯାଇଛି। ସିଡନୀ ହାର୍ବରରେ ରଙ୍ଗାରଙ୍ଗ ଆତସବାଜି ଦେଖିବାକୁ ମିଳିଥିଲା।  ଆଉ କିଛି ସମୟର ଅପେକ୍ଷା ପରେ ଏସିଆ ପରି ଅନ୍ୟ ମହାଦେଶରୁ ୨୦୧୫ ବିଦାୟ ନେଇ ଆସିବ ୨୦୧୬।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story