ନନ୍‌ ଦୁଷ୍କର୍ମ ମାମଲା, ବାଙ୍ଗଲାଦେଶୀ ଯୁବକ ଦୋଷୀ ସାବ୍ୟସ୍ତ

କୋଲକାତା: ୨୦୧୫ରେ ପଶ୍ଚିମବଙ୍ଗଳାର ରାନାଘାଟ ଅଞ୍ଚଳର ଜଣେ ନନ୍ ବଳାତ୍କାର ଘଟଣାରେ ଜଣେ ବାଙ୍ଗଲାଦେଶୀ ନାଗରିକଙ୍କୁ ଆଜି ଏକ ନିମ୍ନ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅତିରିକ୍ତ ସେସନ୍‌ ଜର୍ଜ କୁମକୁମ୍‌ ସିହ୍ନା ଏହାକୁ ରାଜ୍ୟ ପାଇଁ ଏକ ଲଯ୍ୟାଜନକ  ଘଟଣା ବୋଲି କହିଛନ୍ତି। ପଶ୍ଚିମ ବଙ୍ଗଳାର ଏହି ମାଟିରେ ଭଗିନୀ ନିବେଦିତା ଓ ମଦର ଟେରେସାଙ୍କ  ପାଇଁ ପବିତ୍ର ହୋଇଥିବା ଏହି ମାଟିରେ ଜଣେ ନନଙ୍କୁ ଏଭଳି ଦୁଷ୍କର୍ମ କରାଯିବା ଘଟଣା ଅତ୍ୟନ୍ତ ଲର୍ଯ୍ୟାଦାୟୀ […]

61546276

61546276

Rakesh Mallick
  • Published: Tuesday, 07 November 2017
  • Updated: 07 November 2017, 08:41 PM IST

Sports

Latest News

କୋଲକାତା: ୨୦୧୫ରେ ପଶ୍ଚିମବଙ୍ଗଳାର ରାନାଘାଟ ଅଞ୍ଚଳର ଜଣେ ନନ୍ ବଳାତ୍କାର ଘଟଣାରେ ଜଣେ ବାଙ୍ଗଲାଦେଶୀ ନାଗରିକଙ୍କୁ ଆଜି ଏକ ନିମ୍ନ ଅଦାଲତ ଦୋଷୀ ସାବ୍ୟସ୍ତ କରିଛନ୍ତି । ଅତିରିକ୍ତ ସେସନ୍‌ ଜର୍ଜ କୁମକୁମ୍‌ ସିହ୍ନା ଏହାକୁ ରାଜ୍ୟ ପାଇଁ ଏକ ଲଯ୍ୟାଜନକ  ଘଟଣା ବୋଲି କହିଛନ୍ତି। ପଶ୍ଚିମ ବଙ୍ଗଳାର ଏହି ମାଟିରେ ଭଗିନୀ ନିବେଦିତା ଓ ମଦର ଟେରେସାଙ୍କ  ପାଇଁ ପବିତ୍ର ହୋଇଥିବା ଏହି ମାଟିରେ ଜଣେ ନନଙ୍କୁ ଏଭଳି ଦୁଷ୍କର୍ମ କରାଯିବା ଘଟଣା ଅତ୍ୟନ୍ତ ଲର୍ଯ୍ୟାଦାୟୀ ବୋଲି କୋର୍ଟ ନିଷ୍ପତ୍ତିରେ ଶୁଣାଇଛନ୍ତି ।

ଏହି ଘଟଣାରେ ଗଣବଳାତ୍କାର ଦଫା ଲଗାଯାଇଥିଲେ ମଧ୍ୟ ଏହାକୁ କାର୍ଟରେ ସ୍ଥାପନ କରାଯାଇ ପାରିନାହିଁ । ଫଳତଃ କବଳ ଅଭିଯୁକ୍ତ ନଜରୁଲ ଇସ୍ଲାମ୍‌ଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଛି। ବୁଧବାର ଦଣ୍ଡଶୁଣାଣି କରାଯିବ ବୋଲି କୋର୍ଟ କହିଛନ୍ତି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story