ଓଡ଼ିଶାର ମିଲ୍କ ମନ୍ତ୍ରାକୁ ୭୬ କୋଟି ଋଣ ଦେଲା ଆମେରିକାର ଡିଏଫସି

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ୟାକେଟ ଓ ପାଉଚ ଜରିଆରେ କ୍ଷୀର ବିକ୍ରୀ କରୁଥିବା ଓଡ଼ିଶାର କ୍ଷୀର କମ୍ପାନୀ ମିଲ୍କ ମନ୍ତ୍ରାକୁ ୭୬ କୋଟି,୧୬ ଲକ୍ଷ,୯୮ ହଜାର ଟଙ୍କା ଋଣ ମିଳିଛି। ଆମେରିକାର ୟୁଏସ ଇଣ୍ଟରନେସନାଲ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ (ଡିଏଫସି) ଏହି ଋଣ ପ୍ରଦାନ କରିଛି। ଏହି ଋଣ ପାଇବା ପାଇଁ ଦେଶର ଅନେକ କମ୍ପାନୀ ଆବେଦନ କରିଥିଲେ ହେଲେ ମିଲ୍କ ମନ୍ତ୍ରା କେବଳ ଏଥିରେ ସଫଳ ହୋଇଛି। ଟେକକ୍ରୁଞ୍ଚ ନାମକ ଏକ ଅନଲାଇନ୍ ମିଡିଆକୁ ସାକ୍ଷାତକାର […]

Srikumar-Misra

Srikumar-Misra

Subhransu Sekhar
  • Published: Friday, 19 June 2020
  • Updated: 19 June 2020, 11:28 PM IST

Sports

Latest News

ଭୁବନେଶ୍ୱର (ଓଡ଼ିଶା ରିପୋର୍ଟର): ପ୍ୟାକେଟ ଓ ପାଉଚ ଜରିଆରେ କ୍ଷୀର ବିକ୍ରୀ କରୁଥିବା ଓଡ଼ିଶାର କ୍ଷୀର କମ୍ପାନୀ ମିଲ୍କ ମନ୍ତ୍ରାକୁ ୭୬ କୋଟି,୧୬ ଲକ୍ଷ,୯୮ ହଜାର ଟଙ୍କା ଋଣ ମିଳିଛି। ଆମେରିକାର ୟୁଏସ ଇଣ୍ଟରନେସନାଲ ଡେଭଲପମେଣ୍ଟ ଫାଇନାନ୍ସ କର୍ପୋରେସନ (ଡିଏଫସି) ଏହି ଋଣ ପ୍ରଦାନ କରିଛି। ଏହି ଋଣ ପାଇବା ପାଇଁ ଦେଶର ଅନେକ କମ୍ପାନୀ ଆବେଦନ କରିଥିଲେ ହେଲେ ମିଲ୍କ ମନ୍ତ୍ରା କେବଳ ଏଥିରେ ସଫଳ ହୋଇଛି।

ଟେକକ୍ରୁଞ୍ଚ ନାମକ ଏକ ଅନଲାଇନ୍ ମିଡିଆକୁ ସାକ୍ଷାତକାର ଦେଇ ଏହି ସୂଚାନ ଦେଇଛନ୍ତି ମିଲ୍କ ମନ୍ତ୍ରାର ପ୍ରତିଷ୍ଠାତା ତଥା ସିଇଓ ଶ୍ରୀକୁମାର ମିଶ୍ର। ଓଡ଼ିଶାର ଗୋପାଳକଙ୍କ ପାଖରୁ ସିଧା ସଳଖ କ୍ଷୀର ସଂଗ୍ରହ କରି ଏହି କମ୍ପାନୀ କ୍ଷୀର ଏବଂ ଏଥିରୁ ଉତ୍ପାଦ ହେଉଥିବା ଅନ୍ୟାନ୍ୟ ସାମଗ୍ରୀ ତିଆରି କରୁଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos