ରାଜ୍ୟସଭାରେ ପଶିଲା କରୋନା, ଅଫିସର ଓ ତାଙ୍କ ପରିବାର ସଦସ୍ୟଙ୍କ ରିପୋର୍ଟ ପଜିଟିଭ

ନୂଆଦିଲ୍ଲୀ: ଦେଶର ଉଚ୍ଚ ସଦନ ବା ରାଜ୍ୟସଭା ଭିତରେ କରୋନା ପ୍ରବେଶ କରିଛି। ରାଜ୍ୟସଭା ସଚିବାଳୟର ଜଣେ ଅଫିସର ଏହି ମହାମାରୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଅଫିସରଙ୍କ ସହ ତାଙ୍କ ପତ୍ନୀ ଓ ପିଲାଙ୍କୁ ମଧ୍ୟ କରୋନା ସଂକ୍ରମିତ କରିଛି। ପାର୍ଲାମେଣ୍ଟ ହାଉସ ଆନେକ୍ସ ବଲଡିଂର ପ୍ରଥମ ମହଳାରେ ଏହି ଅଫିସର ଜଣଙ୍କ କାର୍ଯ୍ୟ କରୁଥିଲେ। ଗତକାଲି ବି ସେ ଅଫିସ ଆସିଥିଲେ। ତେବେ ଆଜି ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି। ଏହାପରେ ସଂସଦର ଦୁଇ […]

e

e

Hemant Lenka
  • Published: Friday, 29 May 2020
  • Updated: 29 May 2020, 12:12 PM IST

Sports

Latest News

ନୂଆଦିଲ୍ଲୀ: ଦେଶର ଉଚ୍ଚ ସଦନ ବା ରାଜ୍ୟସଭା ଭିତରେ କରୋନା ପ୍ରବେଶ କରିଛି। ରାଜ୍ୟସଭା ସଚିବାଳୟର ଜଣେ ଅଫିସର ଏହି ମହାମାରୀ ଭାଇରସରେ ଆକ୍ରାନ୍ତ ହୋଇଛନ୍ତି। ଅଫିସରଙ୍କ ସହ ତାଙ୍କ ପତ୍ନୀ ଓ ପିଲାଙ୍କୁ ମଧ୍ୟ କରୋନା ସଂକ୍ରମିତ କରିଛି।

ପାର୍ଲାମେଣ୍ଟ ହାଉସ ଆନେକ୍ସ ବଲଡିଂର ପ୍ରଥମ ମହଳାରେ ଏହି ଅଫିସର ଜଣଙ୍କ କାର୍ଯ୍ୟ କରୁଥିଲେ। ଗତକାଲି ବି ସେ ଅଫିସ ଆସିଥିଲେ। ତେବେ ଆଜି ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଛି।

ଏହାପରେ ସଂସଦର ଦୁଇ ଫ୍ଲୋରକୁ ସିଲ କରାଯିବା ସହ ସାନି ଟାଇଜ କରାଯାଇଛି। ସେହିପରି ଅଫିସର ଓ ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ପ୍ରଶାସନ ପକ୍ଷରୁ ତାଙ୍କର କଣ୍ଟାକ୍ଟ ଟ୍ରେସିଂ ଆରମ୍ଭ ହୋଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story