ଅଲିଭର ଓ ହଲ୍ମଷ୍ଟର୍ମ ପାଇବେ ଅର୍ଥନୀତି ପାଇଁ ନୋବେଲ୍‌

ଷ୍ଟକ୍‌ହୋମ୍: ଅର୍ଥନୀତି ପାଇଁ ଚଳିତ ବର୍ଷ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ବ୍ରିଟେନ୍‌ରେ ଜନ୍ମଗ୍ରହଣ କରିଥିବା ଅଲିଭର ହାର୍ଟ ଓ ଫିନ୍‌ଲାଣ୍ଡର ବେଙ୍ଗଟ ହଲ୍ମଷ୍ଟର୍ମ। “କଣ୍ଟ୍ରାକ୍ଟ ଥିଓରୀ” ପାଇଁ ଏହି ଦୁଇ ଜଣଙ୍କୁ ନୋବେଲ୍ ପୁରସ୍କାର ଦିଆଯିବା ପାଇଁ ମନୋନୀତ କରାଯାଇଛି। ଏହା ପୂର୍ବରୁ ଗତ ସପ୍ତାହରେ ମେଡିସିନ୍‌, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଶାନ୍ତି ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଥିଲା। ମେଡ଼ିସିନ୍ ପାଇଁ ଜାପାନର ୟୋସିନୋରି ଓସୁମି ନୋବେଲ୍ ପୁରସ୍କାର ପାଇବାକୁ […]

oliver-hart

oliver-hart

Rakesh Mallick
  • Published: Monday, 10 October 2016
  • Updated: 04 May 2017, 03:44 PM IST

Sports

Latest News

oliver-hartଷ୍ଟକ୍‌ହୋମ୍: ଅର୍ଥନୀତି ପାଇଁ ଚଳିତ ବର୍ଷ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ବ୍ରିଟେନ୍‌ରେ ଜନ୍ମଗ୍ରହଣ କରିଥିବା ଅଲିଭର ହାର୍ଟ ଓ ଫିନ୍‌ଲାଣ୍ଡର ବେଙ୍ଗଟ ହଲ୍ମଷ୍ଟର୍ମ। “କଣ୍ଟ୍ରାକ୍ଟ ଥିଓରୀ” ପାଇଁ ଏହି ଦୁଇ ଜଣଙ୍କୁ ନୋବେଲ୍ ପୁରସ୍କାର ଦିଆଯିବା ପାଇଁ ମନୋନୀତ କରାଯାଇଛି।

ଏହା ପୂର୍ବରୁ ଗତ ସପ୍ତାହରେ ମେଡିସିନ୍‌, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଶାନ୍ତି ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଥିଲା। ମେଡ଼ିସିନ୍ ପାଇଁ ଜାପାନର ୟୋସିନୋରି ଓସୁମି ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବେଳେ ଡାଭିଡ୍ ଥାଉଲେସ୍‌, ଡୁନ୍‌କାନ୍‌ ହାଲଡେନ୍‌ ଓ ମାଇକେଲ୍ କୋଷ୍ଟେରଲିଜ୍‌ ପଦାର୍ଥ ବିଜ୍ଞାନ ପାଇଁ ଏବଂ ଜିନ୍‌ ପେରେ ସାଭେଜ୍‌, ଜେ. ଫ୍ରେଜର ଷ୍ଟୋଡାର୍ଟ ଓ ବାର୍ନାଡ ଏଲ୍‌. ଫେରିଙ୍ଗା ରସାୟନ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେହିପରି ଶାନ୍ତି ପାଇଁ ଚଳିତ ବର୍ଷ  କଲମ୍ବିଆ ରାଷ୍ଟ୍ରପତି ଜୁଆନ୍ ମାନୁଏଲ୍ ସାଣ୍ଟୋସ ମନୋନୀତ ହୋଇଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story