ଅଲିଭର ଓ ହଲ୍ମଷ୍ଟର୍ମ ପାଇବେ ଅର୍ଥନୀତି ପାଇଁ ନୋବେଲ୍‌

oliver-hartଷ୍ଟକ୍‌ହୋମ୍: ଅର୍ଥନୀତି ପାଇଁ ଚଳିତ ବର୍ଷ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି ବ୍ରିଟେନ୍‌ରେ ଜନ୍ମଗ୍ରହଣ କରିଥିବା ଅଲିଭର ହାର୍ଟ ଓ ଫିନ୍‌ଲାଣ୍ଡର ବେଙ୍ଗଟ ହଲ୍ମଷ୍ଟର୍ମ। “କଣ୍ଟ୍ରାକ୍ଟ ଥିଓରୀ” ପାଇଁ ଏହି ଦୁଇ ଜଣଙ୍କୁ ନୋବେଲ୍ ପୁରସ୍କାର ଦିଆଯିବା ପାଇଁ ମନୋନୀତ କରାଯାଇଛି।

ଏହା ପୂର୍ବରୁ ଗତ ସପ୍ତାହରେ ମେଡିସିନ୍‌, ପଦାର୍ଥ ବିଜ୍ଞାନ, ରସାୟନ ବିଜ୍ଞାନ ଓ ଶାନ୍ତି ପାଇଁ ନୋବେଲ୍ ପୁରସ୍କାର ଘୋଷଣା କରାଯାଇଥିଲା। ମେଡ଼ିସିନ୍ ପାଇଁ ଜାପାନର ୟୋସିନୋରି ଓସୁମି ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଥିବା ବେଳେ ଡାଭିଡ୍ ଥାଉଲେସ୍‌, ଡୁନ୍‌କାନ୍‌ ହାଲଡେନ୍‌ ଓ ମାଇକେଲ୍ କୋଷ୍ଟେରଲିଜ୍‌ ପଦାର୍ଥ ବିଜ୍ଞାନ ପାଇଁ ଏବଂ ଜିନ୍‌ ପେରେ ସାଭେଜ୍‌, ଜେ. ଫ୍ରେଜର ଷ୍ଟୋଡାର୍ଟ ଓ ବାର୍ନାଡ ଏଲ୍‌. ଫେରିଙ୍ଗା ରସାୟନ ବିଜ୍ଞାନ ପାଇଁ ନୋବେଲ୍ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେହିପରି ଶାନ୍ତି ପାଇଁ ଚଳିତ ବର୍ଷ  କଲମ୍ବିଆ ରାଷ୍ଟ୍ରପତି ଜୁଆନ୍ ମାନୁଏଲ୍ ସାଣ୍ଟୋସ ମନୋନୀତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ

ଭୂସ୍ଖଳନ ଘଟଣାରେ ମୃତ୍ୟୁ ସଂଖ୍ୟା ଛୁଇଁଲା ୪୨

ପିଛା ଛାଡ଼ୁନି ଇଡି, ଖୁବଶୀଘ୍ର ବାପ-ଝିଅଙ୍କୁ ହେବ ମୁହାଁମୁହିଁ ଜେରା

ଭଗବାନ ରାମଙ୍କ ପରେ ବୁଦ୍ଧଙ୍କୁ ନେଇ ନୂଆ ବିବାଦ କଲା ନେପାଳ

ଗୋଟିଏ ପରିବାରର ୧୧ ଜଣଙ୍କ ମୃତ ଦେହ ଉଦ୍ଧାର

‘ବିହାର ନୁହେଁ, ମୁମ୍ବାଇ ସୁଶାନ୍ତଙ୍କୁ ଲୋକପ୍ରିୟ କରିଛି’

ଶ୍ୱାସରୁଦ୍ଧ ହୋଇ ପାଇଖାନା ଟାଙ୍କିରେ ଜୀବନ ହାରିଲେ ୬ ଜଣ

ଏଲଏସି ସୀମାରେ ଚୀନର ହରକତ ଜାରି, ଚିନୁକ୍ ଉଡ଼ାଇ ଜବାବ ଦେଲା ଭାରତ

ନୋଟବନ୍ଦୀ, ଜିଏସଟି ଏବଂ ଲକଡାଉନ୍ ମୋଦି ସରକାରର ଭୁଲ୍ ପଦକ୍ଷେପ: ରାହୁଲ୍

ସୁଶାନ୍ତ ସିଂହ ଓ ତାଙ୍କ ବାପାଙ୍କ ସହ ସମ୍ପର୍କ ଠିକ୍ ନଥିଲା: ଶିବସେନା

ଶାହଙ୍କ କରୋନା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ, ସ୍ପଷ୍ଟୀ କରଣ ରଖିଲା ଗୃହ ମନ୍ତ୍ରାଳୟ

୮.୫ କୋଟିରୁ ଊର୍ଦ୍ଧ୍ୱ ଚାଷୀଙ୍କୁ ପ୍ରଧାନମନ୍ତ୍ରୀଙ୍କ ୧୭ ହଜାର କୋଟିର ଉପହାର

ରିୟାଙ୍କୁ ପୁଣି ଡାକିଲା ଇଡି