ଚଳନ୍ତା ବସରେ ମହିଳାଙ୍କୁ ଦୁଷ୍କର୍ମ, ଥିଲେ ୪୦ ଜଣ ଯାତ୍ରୀ

ମଥୁରା: ଦିଲ୍ଲୀ ନର୍ଭୟା ଗଣଦୁଷ୍କର୍ମ ଘଟଣାର ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲା ଯାଇ ସାରିଛି। ତେବେ ଏବେ ପୁଣି ସେଭଳି ଘଟଣା ଉତ୍ତର ପ୍ରଦେଶର ମଥୁରାରୁ ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ଚଳନ୍ତା ବସ୍‌ରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ଘଟଣାଟି ମଥୁରାର ମାଣ୍ଟ ଟୋଲ ପ୍ଲାଜା ନିକଟରେ ଘଟିଛି। ବସଟି ଲକ୍ଷ୍ନୌରୁ ବାହାରି ଦିଲ୍ଲୀ ଅଭିମୁଖେ ଯାଉଥିଲା। ଏହି ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ ମଧ୍ୟ ଦୁଷ୍କର୍ମ ବେଳେ କେହି ବି ଏକଥା ନ […]

dff

dff

Hemant Lenka
  • Published: Saturday, 29 August 2020
  • Updated: 29 August 2020, 06:13 PM IST

Sports

Latest News

ମଥୁରା: ଦିଲ୍ଲୀ ନର୍ଭୟା ଗଣଦୁଷ୍କର୍ମ ଘଟଣାର ଦୋଷୀଙ୍କୁ ଫାଶୀ ଖୁଣ୍ଟରେ ଝୁଲା ଯାଇ ସାରିଛି। ତେବେ ଏବେ ପୁଣି ସେଭଳି ଘଟଣା ଉତ୍ତର ପ୍ରଦେଶର ମଥୁରାରୁ ସାମ୍ନାକୁ ଆସିଛି। ଏଠାରେ ଗୋଟିଏ ଚଳନ୍ତା ବସ୍‌ରେ ଜଣେ ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି। ଘଟଣାଟି ମଥୁରାର ମାଣ୍ଟ ଟୋଲ ପ୍ଲାଜା ନିକଟରେ ଘଟିଛି। ବସଟି ଲକ୍ଷ୍ନୌରୁ ବାହାରି ଦିଲ୍ଲୀ ଅଭିମୁଖେ ଯାଉଥିଲା। ଏହି ବସ୍‌ରେ ୪୦ ଜଣ ଯାତ୍ରୀ ଥିଲେ ମଧ୍ୟ ଦୁଷ୍କର୍ମ ବେଳେ କେହି ବି ଏକଥା ନ ଜାଣି ପାରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ ଚକିତ କରିଛି।

ଏହି ବସରେ ଯାଉଥିବା ଜଣେ ମହିଳାଙ୍କୁ ବସର ହେଲ୍ପର ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି। ମହିଳା ଜଣକ ଫୋନରେ ପୁଲିସକୁ ଘଟଣା ସଂପର୍କରେ ଅବଗତ କରାଇଥିଲେ। ଏହାପରେ ପରେ ପୁଲିସ ବସକୁ ଅଟକାଇ ହେଲ୍ପରକୁ ଗିରଫ କରି କୋର୍ଟ ଚାଲାଣ କରିଛି।

ପୁଲିସର ସୂଚନା ଅନୁଯାୟୀ, ମହିଳା ଜଣକ ଦିଲ୍ଲୀର ଅଧିବାସୀ। ସେ ଲକ୍ଷ୍ନୌରୁ ଦିଲ୍ଲୀ ଅଭିମୁଖେ ଏକ ଡବଲ ଡେକର ବସରେ ଆସୁଥିଲେ। ଅଭିଯୁକ୍ତ ସକାଳ ୫ଟା ସମୟରେ ମାଣ୍ଟ ଟୋଲ ପ୍ଲାଜା ନିକଟରେ ତାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି।

ହେଲେ ଆଶ୍ଚର୍ଯ୍ୟର କଥା ହେଉଛି ଯେ ସେହି ବସରେ ୪୦ ଜଣ ଯାତ୍ରୀ ଯାତ୍ରା କରୁଥିବା ବେଳେ ଘଟଣା ସମ୍ପର୍କରେ କାହାକୁ ମଧ୍ୟ ଜଣା ନଥିଲା। ଟୋଲ ପ୍ଲାଜା ପାଖରେ ବସ ଅଟକିଲା ପରେ ମହିଳା ଜଣକ ହେଲ୍ପର ସହ ମାଡ଼ପିଟ କରିଥିଲେ। ଏହା ପରେ ଘଟଣା ସମ୍ପର୍କରେ ଯାତ୍ରୀମାନେ ଜାଣିବାକୁ ପାଇଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story