ଜନ୍ମଦିନରେ ବର୍ଷିଲେ ମାୟାବତୀ

ଲକ୍ଷ୍ନୌ: ବିଏସ୍‌ପି ସୁପ୍ରିମୋ ମାୟାବତୀ ଉତ୍ତରପ୍ରଦେଶରେ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟି ସହିତ ମେଣ୍ଟ ଘୋଷଣା କରିବାର କିଛି ଦିନ ପରେ ଆଜି ତାଙ୍କ ଜନ୍ମଦିନରେ ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସକୁ ସମାଲୋଚନା କରିଛନ୍ତି। ସେ ଆଜି ଉଭୟ ଏସ୍‌ପି ଏବଂ ବିଏସ୍‌ପି ଦଳର କର୍ମୀମାନଙ୍କୁ ଆହ୍ୱାନ କରି କହିଛନ୍ତି, ଭେଦଭାବ ଭୁଲି ସମସ୍ତେ ଏକାଠି କାମ କରନ୍ତୁ ମେଣ୍ଟର ବିଜୟ ହିଁ ତାଙ୍କ ପାଇଁ ଜନ୍ମଦିନର ଉପହାର ହେବ। ତାଙ୍କ ଜନ୍ମ ଦିବସକୁ […]

mayabati

mayabati

Subrat Kumar Nayak
  • Published: Tuesday, 15 January 2019
  • Updated: 15 January 2019, 12:18 PM IST

ଲକ୍ଷ୍ନୌ: ବିଏସ୍‌ପି ସୁପ୍ରିମୋ ମାୟାବତୀ ଉତ୍ତରପ୍ରଦେଶରେ ଚିରାଚରିତ ପ୍ରତିଦ୍ୱନ୍ଦ୍ୱୀ ସମାଜବାଦୀ ପାର୍ଟି ସହିତ ମେଣ୍ଟ ଘୋଷଣା କରିବାର କିଛି ଦିନ ପରେ ଆଜି ତାଙ୍କ ଜନ୍ମଦିନରେ ଦୁଇ ପ୍ରମୁଖ ଦଳ ବିଜେପି ଏବଂ କଂଗ୍ରେସକୁ ସମାଲୋଚନା କରିଛନ୍ତି। ସେ ଆଜି ଉଭୟ ଏସ୍‌ପି ଏବଂ ବିଏସ୍‌ପି ଦଳର କର୍ମୀମାନଙ୍କୁ ଆହ୍ୱାନ କରି କହିଛନ୍ତି, ଭେଦଭାବ ଭୁଲି ସମସ୍ତେ ଏକାଠି କାମ କରନ୍ତୁ ମେଣ୍ଟର ବିଜୟ ହିଁ ତାଙ୍କ ପାଇଁ ଜନ୍ମଦିନର ଉପହାର ହେବ।

ତାଙ୍କ ଜନ୍ମ ଦିବସକୁ ଜନକଲ୍ୟାଣକାରୀ ଦିବସ ଭାବରେ ପାଳନ କରି ନିଷ୍ପେସିତଙ୍କୁ ସାହାଯ୍ୟ କରିବାକୁ ସେ ଦଳର କର୍ମୀମାନଙ୍କୁ ଆହ୍ୱାନ ଦେଇଛନ୍ତି।

ସେ କଂଗ୍ରେସ ଓ ବିଜେପିକୁ ସମାଲୋଚନା କରିବା ଅବସରରେ କହିଛନ୍ତି, ସଦ୍ୟ ୫ଟି ରାଜ୍ୟରେ ସରିଥିବା ବିଧାନସଭା ନିର୍ବାଚନରେ ବିଜେପିକୁ ଲୋକେ ଉଚିତ ଶିକ୍ଷା ଦେଇଛନ୍ତି। ସେହିପରି ୩ଟି ରାଜ୍ୟରେ କଂଗ୍ରେସମଧ୍ୟ ପ୍ରତିଶ୍ରୁତି ପୂରଣ ନକରିବାକୁ ମଧ୍ୟ ସେ ସମାଲୋଚନା କରିଛନ୍ତି।

କଂଗ୍ରେସ ଋଣ ଛାଡ଼ କରିବା ସେ ଭୁଲ ଦର୍ଶାଇ କହିଛନ୍ତି, ଋଣ ନେଇଥିବା ଚାଷୀଙ୍କୁ ଏପରି ଋଣ ଛାଡ଼ ଯଥେଷ୍ଟ ନୁହେଁ। ଅଧିକାଂଶ ଚାଷୀ ମହାଜନଙ୍କଠାରୁ ସୁଧ ନେଇଥାନ୍ତି, କେନ୍ଦ୍ର ଓ ରାଜ୍ୟ ସରକାର ଏଥିପାଇଁ ଏକ ନୀତି ଆଣିବା ଦରକାର ବୋଲି ସେ କହିଛନ୍ତି।

ସେ ଆହୁରି ମଧ୍ୟ କହିଛନ୍ତି, ବିଏସ୍‌ପି ସ୍ୱାମୀନାଥନ୍‌ କମିଶନ୍‌ର ସୁପାରିଶକୁ ଲାଗୁ କରିବାକୁ ସମର୍ଥନ କରେ। ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀ ମଧ୍ୟ ଋଣ ନେଇଥିଲେ ହେଁ ସେମାନଙ୍କ ପାଇଁ କାହାର ଚିନ୍ତା ନାହିଁ। ବିଜେପିର ଗୋଷ୍ଠୀବାଦ ନୀତି ଲୋକଙ୍କ ମଧ୍ୟରେ ଅସନ୍ତୋଷ ସୃଷ୍ଟି କରୁଛି। ବିଜେପି ନିଜ ପ୍ରତିଶ୍ରୁତି ଭୁଲିଯାଇଛି ଏବଂ ଚାଷୀ, ଯୁବବର୍ଗ ଓ ବ୍ୟବସାୟୀମାନେ ଠକେଇର ଶିକାର ହେଉଛନ୍ତି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story