ୱାନ୍ ରାଙ୍କ ୱାନ୍ ପେନସନ୍ ଦାବି: ଅନଶନ ଚଳାଇଥିବା ମେଜର ସିଂହଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବନତି

ନୂଆଦିଲ୍ଲୀ: ୱାନ ରାଙ୍କ ୱାନ ପେନସନକୁ ଦାବି କରି ଗତ ୮ ଦିନ ହେବ ଆମରଣ ଅନଶନ କରୁଥିବା ହାବିଲଦାର ମେଜର ସିଂହଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବିନତି ଘଟିଛି। ତାଙ୍କୁ ଡି ହାଇଡ୍ରସେନ୍ ହୋଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଛି। ସୂଚନାଯୋଗ୍ୟ, ଆନ୍ଦୋଳନରତ କରନେଲ୍ ପୁଷ୍ପେନ୍ଦ୍ର ସିଂହ ସୋମବାରଠାରୁ  ସେନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ହାବିଲଦାର ସୋହେବ ସିଂହ ଅନଶନ ଆରମ୍ଭ କରିଛନ୍ତି। ଏପଟେ ହାବିଲଦାର ମେଜର ସିଂହଙ୍କ ସହ ଅଶୋକ ଚୌହାନ୍ […]

havaldar-major-singh_

havaldar-major-singh_

Rakesh Mallick
  • Published: Tuesday, 25 August 2015
  • Updated: 25 August 2015, 10:26 AM IST

ନୂଆଦିଲ୍ଲୀ: ୱାନ ରାଙ୍କ ୱାନ ପେନସନକୁ ଦାବି କରି ଗତ ୮ ଦିନ ହେବ ଆମରଣ ଅନଶନ କରୁଥିବା ହାବିଲଦାର ମେଜର ସିଂହଙ୍କ ସ୍ୱାସ୍ଥ୍ୟବସ୍ଥାରେ ଅବିନତି ଘଟିଛି। ତାଙ୍କୁ ଡି ହାଇଡ୍ରସେନ୍ ହୋଇଛି। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରେ ଲାଗିଛି।

ସୂଚନାଯୋଗ୍ୟ, ଆନ୍ଦୋଳନରତ କରନେଲ୍ ପୁଷ୍ପେନ୍ଦ୍ର ସିଂହ ସୋମବାରଠାରୁ  ସେନା ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ତାଙ୍କ ସ୍ଥାନରେ ଅବସରପ୍ରାପ୍ତ ହାବିଲଦାର ସୋହେବ ସିଂହ ଅନଶନ ଆରମ୍ଭ କରିଛନ୍ତି। ଏପଟେ ହାବିଲଦାର ମେଜର ସିଂହଙ୍କ ସହ ଅଶୋକ ଚୌହାନ୍ ମଧ୍ୟ ଆମରଣ ଅନଶନରେ  ବସିଛନ୍ତି।

ଅନ୍ୟପକ୍ଷରେ ପୂର୍ବତନ ସେନା ଅଧିକାରୀ ଭିକେ ସିଂହଙ୍କ ଝିଅ ଅ‍‍‍ବସରପ୍ରାପ୍ତ ସେନା କର୍ମଚାରୀ ଚଳାଇଥିବା ଆନ୍ଦୋଳନକୁ ସମର୍ଥନ କରିଛନ୍ତି। ୱାନ ରାଙ୍କ ୱାନ ପେନସନ ଯୋଜନାକୁ ଖୁବଶୀଘ୍ର ଲାଗୁ କରିବାକୁ ସେ ଦାବି କରିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story