ଆତଙ୍କବାଦୀଙ୍କୁ ଘେରିଲେ ସୁରକ୍ଷାକର୍ମୀ: ଗୁଳିବିନିମୟରେ ଜଣେ ମୃତ

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକେରନାଗରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଘଟଣାସ୍ଥଳରେ ଆହୁରି ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଛି। ସେଠାରେ ଗୁଳିବିନିମୟ ଜାରି ରହିଥିବା ଜଣାପଡ଼ିଛି। କୋକେରନାଗରେ ତିନି ଜଣ ଆତଙ୍କବାଦୀ ଥିବା ନେଇ ଗତକାଲି ବିଳମ୍ବିତ ରାତିରେ ସୂଚନା ମିଳିଥିଲା। ଏହା ପରେ ସେନା, ପୁଲିସ୍ ଓ ସିଆର୍‌ପିଏଫ୍ ପକ୍ଷରୁ ସେଠାରେ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ସମୟରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ଘେରିବାରେ […]

indianarmy

indianarmy

Jitendra Garnayak
  • Published: Friday, 24 August 2018
  • Updated: 24 August 2018, 04:18 AM IST

Sports

Latest News

ଶ୍ରୀନଗର: ଜମ୍ମୁ ଓ କାଶ୍ମୀରର ଅନନ୍ତନାଗ ଜିଲ୍ଲାର କୋକେରନାଗରେ ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀ ନିହତ ହୋଇଛି। ଘଟଣାସ୍ଥଳରେ ଆହୁରି ଦୁଇ ଜଣ ଆତଙ୍କବାଦୀ ଲୁଚି ରହିଥିବା ଜଣାପଡ଼ିଛି। ସେଠାରେ ଗୁଳିବିନିମୟ ଜାରି ରହିଥିବା ଜଣାପଡ଼ିଛି।

କୋକେରନାଗରେ ତିନି ଜଣ ଆତଙ୍କବାଦୀ ଥିବା ନେଇ ଗତକାଲି ବିଳମ୍ବିତ ରାତିରେ ସୂଚନା ମିଳିଥିଲା। ଏହା ପରେ ସେନା, ପୁଲିସ୍ ଓ ସିଆର୍‌ପିଏଫ୍ ପକ୍ଷରୁ ସେଠାରେ ମିଳିତ ସର୍ଚ୍ଚ ଅପରେସନ୍ ଆରମ୍ଭ କରାଯାଇଥିଲା। ଏହି ସମୟରେ ସୁରକ୍ଷାକର୍ମୀମାନେ ଆତଙ୍କବାଦୀଙ୍କୁ ଘେରିବାରେ ସଫଳ ହୋଇଥିଲେ। ଏହା ପରେ ଉଭୟ ପକ୍ଷ ମଧ୍ୟରେ ଗୁଳି ବିନିମୟ ଆରମ୍ଭ ହୋଇଥିଲା।

ଗତକାଲି ବିଳମ୍ବତି ରାତିରେ ଲଶ୍କର-ଇ-ତୋଏବାର ଆତଙ୍କବାଦୀମାନେ ବାରାମୁଲାରେ ଜଣେ ବନ ବିଭାଗ କର୍ମଚାରୀଙ୍କୁ ହତ୍ୟା କରିଥିଲେ। ଏଥିରେ ଲସ୍କର ଆତାଙ୍କବାଦୀ ୟୁସୁଫ୍‌ ଡାର୍‌ ସାମିଲ୍‌ ଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story