ଉରୀ ସେକ୍ଟରରେ ଅନୁପ୍ରବେଶ ଉଦ୍ୟମ ବିଫଳ, ଜଣେ ଆତଙ୍କବାଦୀ ମୃତ

କାଶ୍ମୀର: ଜମ୍ମୁ-କାଶ୍ମୀରର ଉରୀ ସେକ୍ଟରେ ଆଜି ଏକ ଅନୁପ୍ରବେଶ ଉଦ୍ୟମଙ୍କୁ ସେନା ବିଫଳ କରିଦେଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ଆତଙ୍କବାଦୀର ମୃତ୍ୟୁ ପରେ ସେନା ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ ଅପରେସନ କରୁଛି। ଗତ କିଛିଦିନ ହେବ ଉରୀ ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ବାରମ୍ବାର ଅପଚେଷ୍ଟା କରୁଛନ୍ତି। ରବିବାର ସୁରକ୍ଷା କର୍ମୀ ୩ ଜଣ ଆତଙ୍କବାଦୀଙ୍କୁ ମାରିଥିବା ବେଳେ ଗତକାଲି ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା।

Rakesh Mallick
  • Published: Tuesday, 26 September 2017
  • Updated: 26 September 2017, 04:03 AM IST

Sports

Latest News

କାଶ୍ମୀର: ଜମ୍ମୁ-କାଶ୍ମୀରର ଉରୀ ସେକ୍ଟରେ ଆଜି ଏକ ଅନୁପ୍ରବେଶ ଉଦ୍ୟମଙ୍କୁ ସେନା ବିଫଳ କରିଦେଇଛି। ସୁରକ୍ଷାକର୍ମୀଙ୍କ ଗୁଳିରେ ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଛି। ଆତଙ୍କବାଦୀର ମୃତ୍ୟୁ ପରେ ସେନା ଅଞ୍ଚଳକୁ ସିଲ୍‌ କରି ସର୍ଚ୍ଚ ଅପରେସନ କରୁଛି।

ଗତ କିଛିଦିନ ହେବ ଉରୀ ସେକ୍ଟରରେ ଆତଙ୍କବାଦୀ ଅନୁପ୍ରବେଶ କରିବାକୁ ବାରମ୍ବାର ଅପଚେଷ୍ଟା କରୁଛନ୍ତି। ରବିବାର ସୁରକ୍ଷା କର୍ମୀ ୩ ଜଣ ଆତଙ୍କବାଦୀଙ୍କୁ ମାରିଥିବା ବେଳେ ଗତକାଲି ଜଣେ ଆତଙ୍କବାଦୀର ମୃତ୍ୟୁ ଘଟିଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos