ଲଞ୍ଚ ହେଲା OnePlus 6: ଦାମ୍ ଯେମିତି, ଫିଚର ସେମିତି
ନୂଆଦିଲ୍ଲୀ: ଲଞ୍ଚ ହୋଇଛି OnePlus 6 ସ୍ମାର୍ଟଫୋନ୍। କମ୍ପାନୀ ଏହାର ମୁକାବଲା iPhone X ଏବଂ Samsung Galaxy S9 Plus ସ୍ମାର୍ଟଫୋନ୍ ସହ କରିବାକୁ ଯାଉଛି। ଆମାଜନରେ ଫୋନ୍ର ବକ୍ରି ମେ ୨୧ରୁ ଆରମ୍ଭ ହେବ। OnePlus 6, 6GB/64GBର ମୂଲ୍ୟ ୩୫,୮୦୦ ରହିଛି। ତେବେ OnePlus 6, 8GB/ 128GBର ଦାମ୍ ୩୯,୨୦୦ ଟଙ୍କା ଏବଂ OnePlus 6, 8GB/256GBର ଦାମ୍ ୪୨,୬୦୦ଟଙ୍କା ରହିଛି। ଫୋନ୍ରେ ୬.୨୮ ଇଞ୍ଚର HD ଡିସପ୍ଲେ ରହିଛି। ଏଥିରେ […]
ନୂଆଦିଲ୍ଲୀ: ଲଞ୍ଚ ହୋଇଛି OnePlus 6 ସ୍ମାର୍ଟଫୋନ୍। କମ୍ପାନୀ ଏହାର ମୁକାବଲା iPhone X ଏବଂ Samsung Galaxy S9 Plus ସ୍ମାର୍ଟଫୋନ୍ ସହ କରିବାକୁ ଯାଉଛି। ଆମାଜନରେ ଫୋନ୍ର ବକ୍ରି ମେ ୨୧ରୁ ଆରମ୍ଭ ହେବ। OnePlus 6, 6GB/64GBର ମୂଲ୍ୟ ୩୫,୮୦୦ ରହିଛି। ତେବେ OnePlus 6, 8GB/ 128GBର ଦାମ୍ ୩୯,୨୦୦ ଟଙ୍କା ଏବଂ OnePlus 6, 8GB/256GBର ଦାମ୍ ୪୨,୬୦୦ଟଙ୍କା ରହିଛି।
ଫୋନ୍ରେ ୬.୨୮ ଇଞ୍ଚର HD ଡିସପ୍ଲେ ରହିଛି। ଏଥିରେ 6GB/64GBରାମ୍ ରହିଛି। ଏଥିସହ 8GB/ 128GB ଏବଂ 8GB/256GB ରାମ୍ର ବିକଳ୍ପ ମଧ୍ୟ ରହିଛି। ବ୍ୟାକ୍ କ୍ୟାମେରା ୨୦ ମେଗାପିକ୍ସେଲ୍ ଏବଂ ଫ୍ରଣ୍ଟ କ୍ୟାମେରା ୧୬ ମେଗାପିକ୍ସେଲ ରହିଛି। ଡୁଆଲ୍ LED ଫ୍ଲାସ ଓ 4G VoLTE, wi-fiର ସୁବିଧା ରହିଛି।