ମା’ ଗଲେ, ପୁଅ ଆସିଲେ: ରାହୁଲ ଏବେ ସର୍ବେସର୍ବା

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ଭାବ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ରାହୁଲ ଗାନ୍ଧୀ। ଏହି ପଦବୀ ଲାଗି ନାମାଙ୍କନ ପ୍ରତ୍ୟାହାର କରିବାର ସୋମବାର ଥିଲା ଶେଷ ତିଥି। ଦିନ ୩ଟା ସୁଦ୍ଧା ଅନ୍ୟକେହି ପ୍ରାର୍ଥିପତ୍ର ଦାଖଲ କରି ନ ଥିବାରୁ ରାହୁଲ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବୋଲି ଘୋଷଣା କରାଯାଇଛି। ବିଧିବଦ୍ଧ ଭାବେ ୧୬ ତାରିଖରେ ରାହୁଲ କଂଗ୍ରେସ ହାଇକମାଣ୍ଡ ଭାବେ ଦାୟିତ୍ୱ ଗ୍ରହଣ କରିବା ବାକି ରହିଛି। ୧୯ ବର୍ଷ ତଳେ ପୂର୍ବତମ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ […]

Rahul Gandhi

Rahul Gandhi

Rakesh Mallick
  • Published: Monday, 11 December 2017
  • Updated: 11 December 2017, 04:33 PM IST

ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ଭାବ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ରାହୁଲ ଗାନ୍ଧୀ। ଏହି ପଦବୀ ଲାଗି ନାମାଙ୍କନ ପ୍ରତ୍ୟାହାର କରିବାର ସୋମବାର ଥିଲା ଶେଷ ତିଥି। ଦିନ ୩ଟା ସୁଦ୍ଧା ଅନ୍ୟକେହି ପ୍ରାର୍ଥିପତ୍ର ଦାଖଲ କରି ନ ଥିବାରୁ ରାହୁଲ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହେଲେ ବୋଲି ଘୋଷଣା କରାଯାଇଛି। ବିଧିବଦ୍ଧ ଭାବେ ୧୬ ତାରିଖରେ ରାହୁଲ କଂଗ୍ରେସ ହାଇକମାଣ୍ଡ ଭାବେ ଦାୟିତ୍ୱ ଗ୍ରହଣ କରିବା ବାକି ରହିଛି। ୧୯ ବର୍ଷ ତଳେ ପୂର୍ବତମ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧିଙ୍କ ପତ୍ନୀ ସୋନିଆ ଗାନ୍ଧି ଏହି ପଦବୀରେ ଆସିନ ହୋଇଥିଲେ। ଏବେ ମା’ଙ୍କ ହାତରୁ ପୁଅଙ୍କ ହାତକୁ ହସ୍ତାନ୍ତର ହୋଇଛି କଂଗ୍ରେସର ମଙ୍ଗ।

ଗାନ୍ଧୀ ପରିବାରରୁ କେହି କଂଗ୍ରେସ ଅଧ୍ୟକ୍ଷ ଭାବ ନିର୍ବାଚିତ ହେବା ନୂଆକଥା ନୁହେଁ। କିନ୍ତୁ ରାହୁଲ ହେଉଛନ୍ତି ଏହି ପରିବାରର ଏମିତି ଜଣେ ସଦସ୍ୟ ଯାହାଙ୍କୁ ନେଇ ଚର୍ଚ୍ଚା ଢେରଦିନ ହେବ ଲାଗି ରହିଥିଲା। ସେ ନିଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି ଏ କଥା ସତ, କିନ୍ତୁ ଦଳକୁ କିଭଳି  ଆଗକୁ ନିଆଯିବ ସେ ନେଇ ତାଙ୍କ ସମ୍ମୁଖରେ ସବୁଠାରୁ ଅଧିକ ଚାଲେଞ୍ଜ ରହିଛି।

ଗାନ୍ଧି ପରିବାରରୁ ପୂର୍ବରୁ ଏମାନେ ହୋଇଥିଲେ ମଙ୍ଗୁଆଳ

ମୋତିଲାଲ ନେହେରୁ: ଗାନ୍ଧୀ ପରିବାରର ପ୍ରଥମ କଂଗ୍ରସ ଅଧ୍ୟକ୍ଷ ହୋଇଥିଲେ ମୋତିଲାଲ ନେହେରୁ। ୧୯୧୯ରେ ୫୮ ବର୍ଷ ବୟସରେ ତାଙ୍କୁ ଏହି ଗାଦିରେ ବସିବାର ସୁଯୋଗ ମିଳିଥିଲା।

ଜବାହାରଲାଲ ନେହେରୁ: ୧୯୨୯ରେ ଜବାହାର କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ। କଂଗ୍ରେସ ଇତିହାସରେ ୮ଥର ସେ ଏହି ଆସନର ହକ୍‌ଦାର ହୋଇଛନ୍ତି।

ଇନ୍ଦୀରା ଗାନ୍ଧି: ଜବାହାରଙ୍କ ପରେ ତାଙ୍କ ଝିଅ ଇନ୍ଦିରା ୧୯୫୯ରେ ୪୨ ବର୍ଷ ବୟସରେ କଂଗ୍ରେସ ଅଧ୍ୟକ୍ଷ ହୋଇଥିଲେ। ସେ ୫ଥର ଏହି ଆସନରେ କଂଗ୍ରେସର ମଙ୍ଗ ସମ୍ଭାଳିଛନ୍ତି।

ରାଜିବ ଗାନ୍ଧି: ଇନ୍ଦିରାଙ୍କ ପରେ ତାଙ୍କ ପୁଅ ରାଜିବ ୧୯୮୫ରେ କଂଗ୍ରସ ଅଧ୍ୟକ୍ଷ ହୋଇଥିଲେ। ସେତେବେଳେ ତାଙ୍କ ବୟସ ଥିଲା ୪୧ ବର୍ଷ। ୧୯୯୧ ପର୍ଯ୍ୟନ୍ତ ସେ ଏହି ପଦବୀରେ ରହିଥିଲେ।

ସୋନିଆ ଗାନ୍ଧି: ୧୯୯୮ରେ ରାଜୀବଙ୍କ ପତ୍ନୀ ସୋନିଆ କଂଗ୍ରେସ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ। ଦୀର୍ଘ ୧୯ କାଳ ତାଙ୍କ ହାତରେ ରହିଥିଲା କଂଗ୍ରେସ। ଏବେ ପୁଅ ରାହୁଲଙ୍କୁ ଦାୟିତ୍ୱ ହସ୍ତାନ୍ତର ପରେ କଂଗ୍ରେସ ରାଜନୀତିରେ ଗାନ୍ଧି ପରିବାରର ଦବ୍‌ଦବା ପୁଣି ସାମ୍ନାକୁ ଆସିଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story