କେବଳ ବାମଦଳ ହିଁ ବିଜେପିର ବିକଳ୍ପ ହୋଇପାରିବେ: କାରାତ

ଅଗରତାଲା: କେନ୍ଦ୍ରୀୟ ରାଜନୀତି ଏବଂ ବିଭିନ୍ନ ରାଜ୍ୟ ରାଜନୀତିରେ ବିଜେପିର ଦବ୍‌ଦବା ବଢ଼ିବାରେ ଲାଗିଥିବାବେଳେ ବିଜେପିର ବିକଳ୍ପକୁ ନେଇ ମୁହଁ ଖୋଲିଛନ୍ତି ସିପିଏମ୍‌ ପଲିଟିବ୍ୟୁରୋ ସଦସ୍ୟ ପ୍ରକାଶ କାରାତ। ସେ କହିଛନ୍ତି କେବଳ ବାମପନ୍ଥୀମାନେ ହିଁ ବିଜେପିର ବିକଳ୍ପ ହୋଇପାରିବେ। ସିପିଏମ୍‌ର ପ୍ରତିଷ୍ଠାକୁ ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ସମ୍ମିଳନୀରେ ସେ ଏଭଳି କହିଛନ୍ତି। କାରାତ ଆହୁରି ମଧ୍ୟ କହିଛନ୍ତି, ସ୍ୱାଧୀନତା ସଂଗ୍ରାମ ସମୟରେ କଂଗ୍ରେସର ଯେଉଁ ଭିତ୍ତି ଥିଲା ତାହା ଏବେ ଆଉ […]

prakash-karat

prakash-karat

Subrat Kumar Nayak
  • Published: Friday, 18 October 2019
  • Updated: 18 October 2019, 05:01 PM IST

Sports

Latest News

ଅଗରତାଲା: କେନ୍ଦ୍ରୀୟ ରାଜନୀତି ଏବଂ ବିଭିନ୍ନ ରାଜ୍ୟ ରାଜନୀତିରେ ବିଜେପିର ଦବ୍‌ଦବା ବଢ଼ିବାରେ ଲାଗିଥିବାବେଳେ ବିଜେପିର ବିକଳ୍ପକୁ ନେଇ ମୁହଁ ଖୋଲିଛନ୍ତି ସିପିଏମ୍‌ ପଲିଟିବ୍ୟୁରୋ ସଦସ୍ୟ ପ୍ରକାଶ କାରାତ। ସେ କହିଛନ୍ତି କେବଳ ବାମପନ୍ଥୀମାନେ ହିଁ ବିଜେପିର ବିକଳ୍ପ ହୋଇପାରିବେ।

ସିପିଏମ୍‌ର ପ୍ରତିଷ୍ଠାକୁ ୧୦୦ ବର୍ଷ ପୂର୍ତ୍ତି ଅବସରରେ ଆୟୋଜିତ ଏକ ସମ୍ମିଳନୀରେ ସେ ଏଭଳି କହିଛନ୍ତି। କାରାତ ଆହୁରି ମଧ୍ୟ କହିଛନ୍ତି, ସ୍ୱାଧୀନତା ସଂଗ୍ରାମ ସମୟରେ କଂଗ୍ରେସର ଯେଉଁ ଭିତ୍ତି ଥିଲା ତାହା ଏବେ ଆଉ ନାହିଁ।

ସେ କହିଥିଲେ, ଏଭଳି ସ୍ଥିତିରେ କେବଳ ବାମପନ୍ଥୀମାନେ ହିଁ ମୋଦି-ଶାହ ଶାସନର ବିକଳ୍ପ ଦେଇପାରିବେ। ସେ ଆହୁରି ମଧ୍ୟ କହିଥିଲେ, ବିଜେପି ଶାସନ ବିରୋଧରେ ବାମପନ୍ଥୀମାନେ ଅଭିଭାବକ, ଶ୍ରମିକ ଶ୍ରେଣୀର ଲୋକ, ଛାତ୍ର ଏବଂ ଯୁବକମାନେ ଆନ୍ଦୋଳନ କରିବେ। ଏହାପରେ ସେ ବୋଲସେଭିକ୍ସଙ୍କ ଉଦାହରଣ ମଧ୍ୟ ଦେଇଥିଲେ। ସେ କହିଥିଲେ, ଆମ ଆନ୍ଦୋଳନକୁ ନା ସେବେ କାହି ଚପାଇପାରଥିଲେ ନା ଏବେ ଚପାଇପାରିବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story