ନିର୍ବାଚନରେ ବିରୋଧୀ ଚିତପଟାଙ୍ଗ ମାରିବେ: ମୋଦି

କୁଶିନଗର, ୟୁପି: ଚଳିତ ସାଧାରଣ ନିର୍ବାଚନରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଚାଲିଛି। ଉତ୍ତର ପ୍ରଦେଶ କୁଶିନଗର ଲୋକସଭା ଆସନର ଏକ ରାଲିରେ ଯୋଗ ଦେଇ ନିର୍ବାଚନ ଫଳାଫଳ ଉପରେ ନିଜର ମତ ରଖିଛନ୍ତି। ଫଳାଫଳ ଆସିଲେ ବିରୋଧୀ ଚିତପଟାଙ୍ଗ ମାରିବେ ବୋଲି ସେ କହିଛନ୍ତି। ସାରା ଦେଶ ଏକ ମଜଭୂତ ସରକାର ଗଢ଼ିବା ପାଇଁ ଭୋଟ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଗୁଜରାଟରେ ସେ ଯେତେ ବର୍ଷ ମୁଖ୍ୟମନ୍ତ୍ରୀ ରହିଛନ୍ତି, ଅଖିଲେଶ […]

Fearing-defeat-opposition-blaming-EVMs-Narendra-Modi (1)

Subhransu Sekhar
  • Published: Sunday, 12 May 2019
  • Updated: 12 May 2019, 02:31 PM IST

Sports

Latest News

କୁଶିନଗର, ୟୁପି: ଚଳିତ ସାଧାରଣ ନିର୍ବାଚନରେ ସପ୍ତମ ତଥା ଅନ୍ତିମ ପର୍ଯ୍ୟାୟ ମତଦାନ ପାଇଁ ପ୍ରଚାର ଚାଲିଛି। ଉତ୍ତର ପ୍ରଦେଶ କୁଶିନଗର ଲୋକସଭା ଆସନର ଏକ ରାଲିରେ ଯୋଗ ଦେଇ ନିର୍ବାଚନ ଫଳାଫଳ ଉପରେ ନିଜର ମତ ରଖିଛନ୍ତି। ଫଳାଫଳ ଆସିଲେ ବିରୋଧୀ ଚିତପଟାଙ୍ଗ ମାରିବେ ବୋଲି ସେ କହିଛନ୍ତି। ସାରା ଦେଶ ଏକ ମଜଭୂତ ସରକାର ଗଢ଼ିବା ପାଇଁ ଭୋଟ ଦେଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଗୁଜରାଟରେ ସେ ଯେତେ ବର୍ଷ ମୁଖ୍ୟମନ୍ତ୍ରୀ ରହିଛନ୍ତି, ଅଖିଲେଶ ଓ ମାୟାବତୀ ଉଭୟ ମିଶିଲେ ବି ଉତ୍ତରପ୍ରଦେଶରେ ସେତିକି ସମୟ ମୁଖ୍ୟମନ୍ତ୍ରୀ ରହି ନାହାନ୍ତି ବୋଲି ମୋଦି କହିଛନ୍ତି। ସେ ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ସରକାର ବିରୋଧରେ ଦୁର୍ନୀତି ଅଭିଯୋଗ ଆସିନାହିଁ। କେବଳ ମିଛ ପ୍ରଚାର କରି ବିରୋଧୀ ବିଜେପି ସରକାରକୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ବୋଲି ମୋଦି କହିଛନ୍ତି।

ଉତ୍ତର ପ୍ରଦେଶରେ ଏସପି-ବିଏସପି ମେଣ୍ଟ ଯେଉଁଭଳି କଂଗ୍ରେସ ବିରୋଧରେ ବର୍ଷୁଛି, ତାହା ଉପର ଦେଖାଣିଆ। ରାଜସ୍ଥାନରେ ଜଣେ ଦଳିତ ଝିଅ ଦୁଷ୍କର୍ମର ଶୀକାର ହୋଇଛି। ହେଲେ ଏଯାଏ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନାହିଁ। ଏଭଳି ସ୍ଥିତିରେ ସେଠାରେ ଥିବା କଂଗ୍ରେସକୁ କାହିଁକି ବିଏସପି ସମର୍ଥନ ଏଯାଏ ଦେଇଛି ବୋଲି ପ୍ରଶ୍ନ କରିଛନ୍ତି ମୋଦି। ଏମିତିକି ରାଜସ୍ଥାନର ଏହି ଦୁଷ୍କର୍ମ ମାମଲା କଂଗ୍ରେସ ଚପାଇ ଦେବାକୁ ଉଦ୍ୟମ କରୁଛି ବୋଲି ମୋଦି କହିଛନ୍ତି।

ଏଥିସହ ଆଜି ଜମ୍ମୁର ଶୋପିଆନ ଜିଲ୍ଲାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ନେଇ ମୋଦି କହିଛନ୍ତି, ଆତଙ୍କବାଦୀଙ୍କୁ ଯବାନ ଗୁଳି ମାରିବା ସ୍ୱାଭାବିକ। ହେଲେ ଏଥିପାଇଁ କଣ ନିର୍ବାଚନ କମିଶନଙ୍କ ଅନୁମତି ଦରକାର କି ବୋଲି ମୋଦି ଉପସ୍ଥିତ ଜନତାଙ୍କୁ ପ୍ରଶ୍ନ କରିଛନ୍ତି। ସେନା ଯେଉଁ ଗୁଳି ଫୁଟାଉଛି ତାହା ମୋଦି କରାଉଛି ବୋଲି କହି ବିରୋଧୀ ରାଜନୀତିକ ଡ୍ରାମା ଆରମ୍ଭ କରିଥିବା ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story