ଜବରଦସ୍ତ ଓରାଲ ସେକ୍ସ କ’ଣ ବଳାତ୍କାର ? ନିଷ୍ପତ୍ତି ନେବେ ଗୁଜରାଟ ହାଇକୋର୍ଟ

ଅହମ୍ମଦାବାଦ: କ’ଣ ମୁଖ ମୈଥୁନ ବା ଓରାଲ ସେକ୍ସକୁ  ବଳାତ୍କାର ବୋଲି ବିଚାର କରାଯିବ । ସ୍ୱାମୀ ଦ୍ୱାରା ହେଉଥିବା ଜବରଦସ୍ତ ଓରାଲ ସେକ୍ସକୁ କ’ଣ  ଯୌନ ନିର୍ଯାତନା ବୋଲି ଧରାଯିବ। ଏ ସମ୍ପର୍କରେ ସ୍ୱାମୀଙ୍କ ବିରୋଧରେ ମାମଲା ହୋଇ ପାରିବ କି ନାହିଁ ? ଏନେଇ ଗୁଜରାଟ ହାଇକୋର୍ଟ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି । ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ଜଷ୍ଟିସ […]

court

court

Rakesh Mallick
  • Published: Thursday, 09 November 2017
  • Updated: 10 November 2017, 04:18 PM IST

Sports

Latest News

ଅହମ୍ମଦାବାଦ: କ’ଣ ମୁଖ ମୈଥୁନ ବା ଓରାଲ ସେକ୍ସକୁ  ବଳାତ୍କାର ବୋଲି ବିଚାର କରାଯିବ । ସ୍ୱାମୀ ଦ୍ୱାରା ହେଉଥିବା ଜବରଦସ୍ତ ଓରାଲ ସେକ୍ସକୁ କ’ଣ  ଯୌନ ନିର୍ଯାତନା ବୋଲି ଧରାଯିବ। ଏ ସମ୍ପର୍କରେ ସ୍ୱାମୀଙ୍କ ବିରୋଧରେ ମାମଲା ହୋଇ ପାରିବ କି ନାହିଁ ? ଏନେଇ ଗୁଜରାଟ ହାଇକୋର୍ଟ ନିଷ୍ପତ୍ତି ନେବେ ବୋଲି ଜଣାପଡ଼ିଛି । ଏ ସମ୍ପର୍କିତ ଏକ ମାମଲାର ଶୁଣାଣି କରି ଗୁଜରାଟ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ରିପୋର୍ଟ ତଲବ କରିଛନ୍ତି। ଜଷ୍ଟିସ ପରଦିୱାଲା ଏହି ମାମଲାର ଶୁଣାଣି କରି ରାଜ୍ୟସରକାରଙ୍କୁ ଗତ ସୋମବାର ନୋଟିସ କରିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗୁଜରାଟର ସାବରକାଂଠା ଅଞ୍ଚଳରେ ରହୁଥିବା ଜଣେ ମହିଳା ଏନେଇ ନିଜ ସ୍ୱାମୀଙ୍କ ବିରୋଧରେ ଏମିତି ଏକ ସଙ୍ଗିନ ଅଭିଯୋଗ ଆଣିଛନ୍ତି। ମହିଳା ଜଣକ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିବା ସହ ହାଇକୋର୍ଟରେ ଦ୍ୱାରସ୍ଥ ହୋଇଥିଲେ। ମହିଳାଙ୍କୁ ତାଙ୍କ ସ୍ୱାମୀ ଜୋର ଜବରଦସ୍ତ ମୁଖ ମୈଥୁନ କରିଥିବା ଅଭିଯୋଗପତ୍ରରେ ଦର୍ଶାଇଛନ୍ତି। ସ୍ୱାମୀଙ୍କ କହିବା ଅନୁଯାୟୀ ଉଭୟ ବିବାହିତ ତେଣୁ ଓରାଲ ସେକ୍ସକୁ ବଳାତ୍କାର ବୋଲି ଗ୍ରହଣ କରାଯିବ ନାହିଁ ବୋଲି ମହିଳା ଜଣକ ଅଭିଯୋଗ ଆଣିଛନ୍ତି।

ଆହୁରି ମଧ୍ୟ ପଢନ୍ତୁ: ଆକ୍ସିଡେଣ୍ଟର ଲାଇଭ ଚିତ୍ର : ଏକାଥରକେ ପିଟାପିଟି ହେଲେ ୧୦ ଗାଡ଼ି, ଦେଖନ୍ତୁ ଭିଡିଓ

ଏ ସମ୍ପର୍କରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଜବାବ ମାଗିଛନ୍ତି। ପଚାରିଛନ୍ତି ପତି-ପତ୍ନୀ ଦ୍ୱାରା ହେଉଥିବା ଅପ୍ରାକୃତିକ ଯୌନ ସମ୍ବନ୍ଧ ଆଇପିସି ଧାରା ୩୭୭ ଶ୍ରେଣୀର ଆସିବ କି ନାହିଁ ? କ’ଣ ମୁଖ ମୈଥୁନ ଆଇପିସି ଧାରା ୪୯୮ଏ ଭିତରେ ଆସିବ କି ନାହିଁ? ଏପରି କରିବା ଦ୍ୱାରା ଆଇପିସି ଧାରା ୩୭୬ ଅନୁଯାୟୀ ବଳାତ୍କାର ମାମଲା ହୋଇପାରିବକି ନାହିଁ ? ଏ ସମ୍ପର୍କରେ ହାଇକୋର୍ଟ ରାଜ୍ୟ ସରକାରଙ୍କୁ କୈଫତ ମାଗିଛନ୍ତି। ରାଜ୍ୟ ସରକାର ରିପୋର୍ଟ ଦେବା ପରେ କୋର୍ଟ ପରବର୍ତ୍ତୀ ପଦକ୍ଷେପ ନେବେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story