ଓଆରଓପିରେ ସାମିଲ ହେବେ ଭିଆର୍‌ଏସ ନେଇଥିବା ଅବସରପ୍ରାପ୍ତ ସେନା କର୍ମଚାରୀ: ମୋଦି

ନୂଆଦିଲ୍ଲୀ: ୱାନ ରାଙ୍କ୍ ୱାନ୍ ପେନସନ ବା ଓଆରଓପିରେ ସାମିଲ ହେବେ ସେନାରୁ ସ୍ୱେଚ୍ଛାକୃତ ଅବସର (ଭିଆର୍‌ଏସ) ନେଇଥିବା କର୍ମଚାରୀମାନେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା ସ୍ପଷ୍ଟ କରିଛନ୍ତି। ଗତକାଲି କିନ୍ତୁ ଓଆରଓପି ଲାଗୁ କରାଯିବା ନେଇ ଘୋଷଣା କଲା ବେଳେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାକରିକର କହିଥିଲେ ଯେ ସେନାରୁ ଭିଆରଏସ୍ ନେଇଥିବା କର୍ମଚାରୀମାନଙ୍କୁଏଥିରେ ସାମିଲ କରାଯିବ ନାହିଁ। ତେଣୁ ଅବସରପ୍ରାପ୍ତ ସେନା କର୍ମଚାରୀମାନେ କହିଛନ୍ତି ଯେ ଭିଆରଏସ୍ ନେଇଥିବା ସେନା କର୍ମଚାରୀମାନଙ୍କୁ […]

pm

pm

Rakesh Mallick
  • Published: Sunday, 06 September 2015
  • Updated: 06 September 2015, 08:29 AM IST

ନୂଆଦିଲ୍ଲୀ: ୱାନ ରାଙ୍କ୍ ୱାନ୍ ପେନସନ ବା ଓଆରଓପିରେ ସାମିଲ ହେବେ ସେନାରୁ ସ୍ୱେଚ୍ଛାକୃତ ଅବସର (ଭିଆର୍‌ଏସ) ନେଇଥିବା କର୍ମଚାରୀମାନେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହି କଥା ସ୍ପଷ୍ଟ କରିଛନ୍ତି। ଗତକାଲି କିନ୍ତୁ ଓଆରଓପି ଲାଗୁ କରାଯିବା ନେଇ ଘୋଷଣା କଲା ବେଳେ ପ୍ରତିରକ୍ଷା ମନ୍ତ୍ରୀ ମନୋହର ପାକରିକର କହିଥିଲେ ଯେ ସେନାରୁ ଭିଆରଏସ୍ ନେଇଥିବା କର୍ମଚାରୀମାନଙ୍କୁଏଥିରେ ସାମିଲ କରାଯିବ ନାହିଁ। ତେଣୁ ଅବସରପ୍ରାପ୍ତ ସେନା କର୍ମଚାରୀମାନେ କହିଛନ୍ତି ଯେ ଭିଆରଏସ୍ ନେଇଥିବା ସେନା କର୍ମଚାରୀମାନଙ୍କୁ ଓଆରଓପିରେ ସାମିଲ କରାଯିବା ନେଇ ପ୍ରଧାନମନ୍ତ୍ରୀ ଖାଲି ଘୋଷଣା କରି ଦେଲେ ଚଳିବ ନାହିଁ। ଏନେଇ ଲିଖିତ ପ୍ରତିଶ୍ରୁତି ନମିଳିଲା ଯାଏଁ ଆନ୍ଦୋଳନ ଜାରି ରହିବ।

ସୂଚନାଯୋଗ୍ୟ, ଓଆରଓପି ଅନୁଯାୟୀ ସମାନ ରାଙ୍କ ତଥା ସମାନ ସମୟ ଧରି ସେନାରେ ଚାକିରି କରିଥିବା କର୍ମଚାରୀମାନଙ୍କୁ ଏଥର ସମାନ ପେନସନ୍ ମିଳିବ। ୨୦୧୪ ଜୁଲାଇ ୧ ତାରିଖ ଠାରୁ ଏହାକୁ ପିଛିଲା ଭାବେ ଲାଗୁ କରାଯିବ। ଏଥିରୁ ସେନା କର୍ମଚାରୀଙ୍କ ବିଧବା ପତ୍ନୀ ତଥା ଯୁଦ୍ଧରେ ସହିଦ ହୋଇଥିବା ଯବାନଙ୍କ ପତ୍ନୀମାନେ ମଧ୍ୟ ଉପକୃତ ହେବେ। ପୁଣି ପ୍ରତି ୫ ବର୍ଷରେ ଥରେ ଓଆରଓପିକୁ ରିଭାଇଜ୍ କରାଯିବ। ପ୍ରତି ବର୍ଷ ଏହାକୁ ରିଭାଇଜ୍ କରିବା ପାଇଁ ଅବସରପ୍ରାପ୍ତ ସେନା କର୍ମଚାରୀ ଦାବି କରି ଥିଲେ ମଧ୍ୟ ଏହାକୁ ସରକାର ଗ୍ରହଣ କରି ନଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story