ଟିଏମ୍‌ସିକୁ ବିଜେପିର ଫିଲ୍ମି ଜବାବ, ଦଳରେ ସାମିଲ ହେଲେ ଡଜନେ ତାରକା

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର ‘ତାରକା ରାଜନୀତି’କୁ ଆଜି ଫିଲ୍ମି ଜବାବ ଦେଇଛି ପଶ୍ଚିମବଙ୍ଗ ବିଜେପି। ପଶ୍ଚିମବଙ୍ଗର ୧୩ ଜଣ ତାରକା କୋଲକତାରୁ ଦିଲ୍ଲୀ ଯାଇ ସେଠାକାର ବିଜେପି ମୁଖ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି। ଗଣମାଧ୍ୟମକୁ ଏହି ଯୋଗଦାନ ପର୍ବ ବାବଦରେ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ କହିଛନ୍ତି, ଏବେ ବିଜେପି କର୍ମୀମାନଙ୍କୁ ପଶ୍ଚିମବଙ୍ଗରେ ନାହିଁ ନଥିବା ହଇରାଣ ହରକତ କରାଯାଉଛି। ଶ୍ରୀ ଘୋଷ ଏହି ଅବସରରେ ଦଳରେ ଯୋଗଦେଇଥିବା ଫିଲ୍ମ […]

bjp

bjp

Subrat Kumar Nayak
  • Published: Thursday, 18 July 2019
  • Updated: 18 July 2019, 07:38 PM IST

Sports

Latest News

କୋଲକାତା: ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ତୃଣମୂଳ କଂଗ୍ରେସର 'ତାରକା ରାଜନୀତି'କୁ ଆଜି ଫିଲ୍ମି ଜବାବ ଦେଇଛି ପଶ୍ଚିମବଙ୍ଗ ବିଜେପି। ପଶ୍ଚିମବଙ୍ଗର ୧୩ ଜଣ ତାରକା କୋଲକତାରୁ ଦିଲ୍ଲୀ ଯାଇ ସେଠାକାର ବିଜେପି ମୁଖ୍ୟାଳୟରେ ଦଳରେ ସାମିଲ ହୋଇଛନ୍ତି। ଗଣମାଧ୍ୟମକୁ ଏହି ଯୋଗଦାନ ପର୍ବ ବାବଦରେ ପଶ୍ଚିମବଙ୍ଗ ବିଜେପି ମୁଖ୍ୟ ଦିଲ୍ଲୀପ ଘୋଷ କହିଛନ୍ତି, ଏବେ ବିଜେପି କର୍ମୀମାନଙ୍କୁ ପଶ୍ଚିମବଙ୍ଗରେ ନାହିଁ ନଥିବା ହଇରାଣ ହରକତ କରାଯାଉଛି। ଶ୍ରୀ ଘୋଷ ଏହି ଅବସରରେ ଦଳରେ ଯୋଗଦେଇଥିବା ଫିଲ୍ମ ଓ ଟିଭି ଜଗତର ଲୋକପ୍ରିୟ ତାରକାଙ୍କ ସାହସକୁ ମଧ୍ୟ ସମ୍ମାନ ଜଣାଇଛନ୍ତି।

ବିଜେପିରେ ଆଜି ଯୋଗଦେଇଥିବା ଫିଲ୍ମ ଏବଂ ଧାରାବାହିକ ତାରକାମାନେ ହେଲେ, ରିଷି କୌଶିକ, ପର୍ଣ୍ଣୋ ମିତ୍ର, କାଞ୍ଚନ ମଇତ୍ରୋ, ରୂପାଜ୍ଞନା ମିତ୍ର, ବିଶ୍ୱଜିତ ଗାଙ୍ଗୁଲି, ଦେବରଞ୍ଜନ ନାଗ, ଅରିନ୍ଦମ୍‌ ହାଲଦାର, ମୌମିତା ଗୁପ୍ତା, ଅନିନ୍ଦ୍ୟ ବାନାର୍ଜୀ, ସୌରଭ ଚକ୍ରବର୍ତ୍ତୀ, ରୂପା ଭଟ୍ଟାଚାର୍ଯ୍ୟ, ଅଞ୍ଜନା ବାସୁ ଏବଂ କୌଶିକ ଚକ୍ରବର୍ତ୍ତୀ।

ଅଭିନେତ୍ରୀରୁ ନୂଆ କରି ସାଂସଦ ହୋଇଥିବା ଟିଏମ୍‌ସି ନେତ୍ରୀ ନୁସରତ୍‌ ଜହାନ୍‌ ଏବଂ ମିମି ଚକ୍ରବର୍ତ୍ତୀ ଆରମ୍ଭରୁ ଚର୍ଚ୍ଚାରେ ଅଛନ୍ତି। ସେମାନଙ୍କୁ ଚେକ୍‌ ଦେବାକୁ ବିଜେପି ଏଭଳି ଭାବେ ଅଭିନେତା ଅଭିନେତ୍ରୀଙ୍କୁ ଦଳରେ ସାମିଲ କରାଇଥିବା କୁହାଯାଉଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story