ସବୁ ପ୍ରଶ୍ନର ଉତ୍ତର ଦେଇଛି: ଚିଦାମ୍ବରମ୍‌

ନୂଆଦିଲ୍ଲୀ: ଆଜି ସିବିଆଇର ସ୍ୱତନ୍ତ୍ର କୋର୍ଟ ଶୁଣାଣିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ କହିଛନ୍ତି ସିବିଆଇ ତାଙ୍କୁ ପଚରାଯାଇଥିବା ସବୁ ପ୍ରଶ୍ନର ଉତ୍ତର ସେ ଦେଇଛନ୍ତି। ବୁଧବାର ଗିରଫ ହେବାପରେ ୩ ଘଣ୍ଟା ସିବିଆଇ ଜେରାର ସାମ୍ନା କରିଥିବା ଚିଦାମ୍ବରମ୍‌ଙ୍କୁ ଆଜି ନୂଆଦିଲ୍ଲୀର ଏକ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଆଜି ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଏବଂ କପିଲ ଶିବଲ ଚିଦାମ୍ବରମ୍‌ଙ୍କ ପକ୍ଷରୁ ଯୁକ୍ତି ରଖୁଥିଲେ। ଚିଦାମ୍ବରମ୍‌ ସିବିଆଇ […]

chidambaram

chidambaram

Subrat Kumar Nayak
  • Published: Thursday, 22 August 2019
  • Updated: 22 August 2019, 06:09 PM IST

Sports

Latest News

ନୂଆଦିଲ୍ଲୀ: ଆଜି ସିବିଆଇର ସ୍ୱତନ୍ତ୍ର କୋର୍ଟ ଶୁଣାଣିରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ପି ଚିଦାମ୍ବରମ୍‌ କହିଛନ୍ତି ସିବିଆଇ ତାଙ୍କୁ ପଚରାଯାଇଥିବା ସବୁ ପ୍ରଶ୍ନର ଉତ୍ତର ସେ ଦେଇଛନ୍ତି। ବୁଧବାର ଗିରଫ ହେବାପରେ ୩ ଘଣ୍ଟା ସିବିଆଇ ଜେରାର ସାମ୍ନା କରିଥିବା ଚିଦାମ୍ବରମ୍‌ଙ୍କୁ ଆଜି ନୂଆଦିଲ୍ଲୀର ଏକ ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ଆଜି ବରିଷ୍ଠ ଓକିଲ ଅଭିଷେକ ମନୁ ସିଂଘଭୀ ଏବଂ କପିଲ ଶିବଲ ଚିଦାମ୍ବରମ୍‌ଙ୍କ ପକ୍ଷରୁ ଯୁକ୍ତି ରଖୁଥିଲେ।

ଚିଦାମ୍ବରମ୍‌ ସିବିଆଇ ଜେରା ବାବଦରେ କହିଥିଲେ, ପ୍ରଶ୍ନ ଏବଂ ଉତ୍ତରକୁ ଦେଖନ୍ତୁ, ସେଥିରେ ଏମିତି କିଛି ପ୍ରଶ୍ନ ନାହିଁ ଯାହାର ଉତ୍ତର ମୁଁ ରଖିନାହିଁ। ସେମାନେ ପଚାରିଥିଲେ, ମୋର ବିଦେଶରେ ବ୍ୟାଙ୍କ ଆକାଉଣ୍ଟ ଅଛି କି ନା। ମୁଁ ମନା କରିଥିଲି। ଏହାପରେ ସେମାନେ ପଚାରିଥିଲେ, ମୋ ପୁଅର ବିଦେଶରେ ବ୍ୟାଙ୍କ ଆକାଉଣ୍ଟ ଅଛି କି ନା। ମୁଁ ହଁ ଭରିଥିଲି।

ଏହା ପୂର୍ବରୁ ସଲିସିଟର ଜେନେରାଲ ତୁଷାର ମେହେଟା ସିବିଆଇର ପକ୍ଷ ରଖି କହିଥିଲେ, ଚିଦାମ୍ବରମ୍‌ ଅତି ବୁଦ୍ଧିଆ ଲୋକ ହୋଇଥିବାରୁ ସେ ଅସହଯୋଗ କରିବାର ଯଥେଷ୍ଟ ଦକ୍ଷତା ରଖିଛନ୍ତି। ସେ ଯେହେତୁ ଉତ୍ତର ଦେବାରେ ଛଳନା ଦେଖାଇଛନ୍ତି, ତାଙ୍କୁ ହେପାଜତକୁ ନେବା ପଛରେ ଯଥାର୍ଥତା ରହିଛି। ଆମେ ବଳପୂର୍ବକ ଭାବେ ତାଙ୍କୁ ସ୍ୱୀକାର କରିବାକୁ କହୁନାହୁଁ, କିନ୍ତୁ ମାମଲାର ମୂଳରେ ପହଞ୍ଚିବା ପାଇଁ ଆମର ଅଧିକାର ରହିଛି। ସେ ଆହୁରି ମଧ୍ୟ କହିଥିଲେ, କୋଡ୍‌ ଅଫ୍‌ କ୍ରିମିନାଲ ପ୍ରସିଜିଓର ଅନୁଯାୟୀ ତାଙ୍କୁ ପଚରାଉଚରା କରିବା ମୋ କର୍ତ୍ତବ୍ୟ ଏବଂ ଦେଶର କର୍ତ୍ତବ୍ୟ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story