ବଜେଟ୍‌ ପୂର୍ବରୁ ବଡ଼ ଘୋଷଣା, ଧାନ ଏମ୍‌ଏସ୍‌ପିରେ ୩.୭% ବୃଦ୍ଧି

ନୂଆଦିଲ୍ଲୀ: ସଂସଦରେ ସାଧାରଣ ବଜେଟ୍‌ ଆଗତ ହେବାର ଗୋଟିଏ ଦିନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପ୍ରମୁଖ ଖରିଫ ଫସଲ ଧାନ ସମେତ ଅନ୍ୟ କିଛି ଶସ୍ୟର ଏମ୍‌ଏସ୍‌ପି ବା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ସାଧାରଣ ବର୍ଗର ଧାନର ଏମ୍‌ଏସ୍‌ପିରେ କ୍ୱିଣ୍ଟାଲ ପ୍ରତି ୩.୭% ବା ୬୫ ଟଙ୍କା ବୃଦ୍ଧି କରାଯାଇ ୧୮୧୫ […]

msp

msp

Subrat Kumar Nayak
  • Published: Wednesday, 03 July 2019
  • Updated: 03 July 2019, 07:06 PM IST

Sports

Latest News

ନୂଆଦିଲ୍ଲୀ: ସଂସଦରେ ସାଧାରଣ ବଜେଟ୍‌ ଆଗତ ହେବାର ଗୋଟିଏ ଦିନ ପୂର୍ବରୁ ବଡ଼ ଘୋଷଣା କରିଛନ୍ତି କେନ୍ଦ୍ର ସରକାର। ପ୍ରମୁଖ ଖରିଫ ଫସଲ ଧାନ ସମେତ ଅନ୍ୟ କିଛି ଶସ୍ୟର ଏମ୍‌ଏସ୍‌ପି ବା ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି କରିବାକୁ କେନ୍ଦ୍ର କ୍ୟାବିନେଟ୍‌ରେ ନିଷ୍ପତ୍ତି ନିଆଯାଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକର ନିଷ୍ପତ୍ତି ଅନୁଯାୟୀ ସାଧାରଣ ବର୍ଗର ଧାନର ଏମ୍‌ଏସ୍‌ପିରେ କ୍ୱିଣ୍ଟାଲ ପ୍ରତି ୩.୭% ବା ୬୫ ଟଙ୍କା ବୃଦ୍ଧି କରାଯାଇ ୧୮୧୫ ଟଙ୍କା କରାଯାଇଛି। ସେହିଭଳି ଗ୍ରେଡ୍‌ ଏ ଧାନର ଏମ୍‌ଏସ୍‌ପି କ୍ୱିଣ୍ଟାଲ ପ୍ରତି ୮୫ ଟଙ୍କା ବଢ଼ାଇ ୧୮୩୫ ଟଙ୍କାକୁ ବୃଦ୍ଧି କରାଯାଇଛି। ୨୦୧୯-୨୦ ଆର୍ଥିକ ବର୍ଷ ପାଇଁ ଏହି ଦର ଲାଗୁ ହେବ ବୋଲି କୃଷି କଲ୍ୟାଣ ମନ୍ତ୍ରୀ ନରେନ୍ଦ୍ର ସିଂହ ତୋମାର କହିଛନ୍ତି।

ଅନ୍ୟପକ୍ଷରେ ମାଣ୍ଡିଆର ଏମ୍‌ଏସ୍‌ପିରେ କ୍ୱିଣ୍ଟାଲ ପ୍ରତି ୨୫୩ ଟଙ୍କା ବୃଦ୍ଧି କରାଯାଇଥିବା ବେଳେ ଯଅ (ଜୋୱାର) କ୍ଷେତ୍ରରେ ଏମ୍‌ଏସ୍‌ପି କ୍ୱିଣ୍ଟାଲ ପ୍ରତି ୧୨୦ ଟଙ୍କା ବୃଦ୍ଧି କରାଯାଇଛି।

ମନ୍ତ୍ରୀ ତୋମାର ଦେଇଥିବା ସୂଚନା ଅନୁଯାୟୀ, କେନ୍ଦ୍ର ସରକାର ସୋୟାବିନ୍‌ରେ ଏମ୍‌ଏସ୍‌ପି ୩୧୧ ଟଙ୍କା ବୃଦ୍ଧି କରି ୩୩୯୯ ଟଙ୍କା କରିଛନ୍ତି, ଯାହାକି ପୂର୍ବରୁ ୩୭୧୦ ଟଙ୍କା ଥିଲା। ସେହିଭଳି ହରଡ଼ ଡାଲି, ମୁଗ ଡାଲି ଏବଂ ବିରିଡାଲିର ଏମ୍‌ଏସ୍‌ପି ଯଥାକ୍ରମେ ୨୧୫ ଟଙ୍କା, ୭୫ ଟଙ୍କା ଏବଂ ୧୦୦ ଟଙ୍କା ବୃଦ୍ଧି କରାଯାଇଛି। ବାଦାମର ଏମ୍‌ଏସ୍‌ପି କ୍ଷେତ୍ରରେ ୨୦୦ ଟଙ୍କା ବୃଦ୍ଧି କରାଯାଇଛି।

ମଧ୍ୟମ ଧରଣର କପା କ୍ଷେତ୍ରରେ ୧୦୫ ଟଙ୍କା ଏମ୍‌ଏସ୍‌ପି ବୃଦ୍ଧି କରାଯାଇଥିବାବେଳେ ଲମ୍ବା କପା କ୍ଷେତ୍ରରେ ୧୦୦ ଟଙ୍କା ବୃଦ୍ଧି କରାଯାଇଛି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story