ପଦ୍ମ ଭୂଷଣ ଫେରାଇବେ ବିଶିଷ୍ଟ ବୈଜ୍ଞାନିକ ପୁଷ୍ପମିତ୍ର ଭାର୍ଗବ

ହାଇଦ୍ରାବାଦ: ଦେଶରେ ଅସହିଷ୍ଣୁତା ଓ ସାଂପ୍ରଦାୟିକ ଘୃଣା ବଢୁଥିବା ଅଭିଯୋଗ କରି ପଦ୍ମ ଭୂଷଣ ପୁରସ୍କାର ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି ବିଶିଷ୍ଟ ବୈଜ୍ଞାନିକ ପୁଷ୍ପମିତ୍ର ଭାର୍ଗବ। ଗୁରୁବାର ଭାର୍ଗବ ନିଜେ ଏହି ସୂଚନା ଦେଇଛନ୍ତି। ସେ ଆସନ୍ତା ସପ୍ତାହରେ ପୁରସ୍କାର ଫେରାଇ ଦେବେ। ୮୭ ବର୍ଷୀୟ ଭାର୍ଗବ କହିଛନ୍ତି, ‘ ମୁଁ ପଦ୍ମ ଭୂଷଣ ପୁରସ୍କାର ଫେରାଇବା ପାଇଁ ନିଷ୍ପତ୍ତି ନେଇଛି। କାରଣ ବର୍ତ୍ତମାନର ସରକାର (କେନ୍ଦ୍ର ସରକାର) ଗଣତନ୍ତ୍ରରୁ ଦୂରେଇ ଯାଉଛନ୍ତି ଓ ଦେଶକୁ ହିନ୍ଦୁ […]

bhargav

bhargav

Rakesh Mallick
  • Published: Thursday, 29 October 2015
  • Updated: 29 October 2015, 11:56 AM IST

Sports

Latest News

ହାଇଦ୍ରାବାଦ: ଦେଶରେ ଅସହିଷ୍ଣୁତା ଓ ସାଂପ୍ରଦାୟିକ ଘୃଣା ବଢୁଥିବା ଅଭିଯୋଗ କରି ପଦ୍ମ ଭୂଷଣ ପୁରସ୍କାର ଫେରାଇବାକୁ ନିଷ୍ପତ୍ତି ନେଇଛନ୍ତି ବିଶିଷ୍ଟ ବୈଜ୍ଞାନିକ ପୁଷ୍ପମିତ୍ର ଭାର୍ଗବ। ଗୁରୁବାର ଭାର୍ଗବ ନିଜେ ଏହି ସୂଚନା ଦେଇଛନ୍ତି। ସେ ଆସନ୍ତା ସପ୍ତାହରେ ପୁରସ୍କାର ଫେରାଇ ଦେବେ।

୮୭ ବର୍ଷୀୟ ଭାର୍ଗବ କହିଛନ୍ତି, ‘ ମୁଁ ପଦ୍ମ ଭୂଷଣ ପୁରସ୍କାର ଫେରାଇବା ପାଇଁ ନିଷ୍ପତ୍ତି ନେଇଛି। କାରଣ ବର୍ତ୍ତମାନର ସରକାର (କେନ୍ଦ୍ର ସରକାର) ଗଣତନ୍ତ୍ରରୁ ଦୂରେଇ ଯାଉଛନ୍ତି ଓ ଦେଶକୁ ହିନ୍ଦୁ ଧର୍ମ ସ୍ୱେଚ୍ଛଚାରୀ କରିବା ଦିଗରେ ଚାଲୁଛନ୍ତି। ଏହା ଗ୍ରହଣୀୟ ନୁହେଁ। ଏବର ସରକାର ଭାରତକୁ ପାକିସ୍ତାନ ଭଳି କରିବାକୁ ଚାହୁଁଛନ୍ତି।’

ସେ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ ଆରଏସଏସ ସହିତ ଜଡ଼ିତ ଥିବା ବ୍ୟକ୍ତିମାନଙ୍କୁ ବିଭିନ୍ନ ପଦପଦବୀରେ ନିଯୁକ୍ତି ଦିଆଯାଉଛି। ବିଜେପି ହେଉଛି ଆରଏସଏର ରାଜନୈତିକ ଫ୍ରଣ୍ଟ। ବିଜେପିର ମାଷ୍ଟର ହେଉଛି ଆରଏସଏସ। ସିଏସଆଇଆର୍ ନିର୍ଦ୍ଦେଶକମାନଙ୍କର ଏକ ବୈଠକରେ ଆରଏସଏସ ସହିତ ଜଡ଼ିତ ବ୍ୟକ୍ତିମାନେ ଯୋଗ ଦେଇଥିଲେ। ସିଏସଆଇଆର୍ ଇତିହାସରେ ଏମିତି କେବେ ହୋଇ ନ ଥିଲା।

ଭାର୍ଗବ କହିଛନ୍ତି ଯେ ମୋଦି ସରକାର ତାଙ୍କ ପ୍ରତିଶ୍ରୁତି ରକ୍ଷା କରୁ ନାହାନ୍ତି। ଦେଶରେ ବର୍ତ୍ତମାନ ଯେଉଁ ପରିସ୍ଥିତି ଉପୁଜିଛି ତାହାକୁ ବିରୋଧ କରି ସେ କେବଳ ନିଜ ପୁରସ୍କାର ଫେରାଇ ପାରିବେ। ତା’ଛଡ଼ା ଆଉ କିଛି କରିପାରିବେ ନାହିଁ।

୧୯୮୬ରେ ଭାର୍ଗବଙ୍କୁ ପଦ୍ମ ଭୂଷଣ ପୁରସ୍କାର ପ୍ରଦାନ କରାଯାଇଥିଲା। ସେ ହାଇଦ୍ରାବାଦରେ ସେଣ୍ଟର ଫର୍ ସେଲୁଲାର ଆଣ୍ଡ୍ ମୋଲେକୁଲାର ବାୟୋଲୋଜି ପ୍ରତିଷ୍ଠା କରିଥିଲେ।

ସୂଚନାଯୋଗ୍ୟ, କନ୍ନଡ଼ ଲେଖକ ଏମଏମ କାଲବୁର୍ଗିଙ୍କ ହତ୍ୟା ସମେତ ଦେଶରେ ଅସହିଷ୍ଣୁତା ବୃଦ୍ଧି ପାଉଥିବା ଅଭିଯୋଗ କରି ଗତକାଲି ୧୩୫ ଜଣ ବୈଜ୍ଞାନିକ ଓ ଗବେଷକ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ। ଅସହିଷ୍ଣୁତା ପ୍ରସଙ୍ଗରେ ଦେଶର ଅନେକ ପ୍ରତିଷ୍ଠିତ ସାହିତ୍ୟିକ କେନ୍ଦ୍ର ସାହିତ୍ୟ ଏକାଡେମୀ ସମ୍ମାନ ଫେରାଇ ସାରିଥିବା ବେଳେ ଗତକାଲି ୧୦ ଜଣ ଜାତୀୟ ପୁରସ୍କାରପ୍ରାପ୍ତ ଚଳଚ୍ଚିତ୍ର ନିର୍ମାତା ମଧ୍ୟ ପୁରସ୍କାର ଫେରସ୍ତ କରିବା କଥା ଘୋଷଣା କରିଥିଲେ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story