ଝୁଣ୍ଟୁଛି ‘ପଦ୍ମାବତୀ’ ପାଦ

ମୁମ୍ବାଇ: ପଦ୍ମାବତୀକୁ ନେଇ ଫିଲ୍ମ ନିର୍ମାତାଙ୍କୁ ମିଳୁନି ଆଶ୍ୱସ୍ତି।  ପ୍ରମାଣପତ୍ର ପାଇଁ ଶୀଘ୍ର ପ୍ରକ୍ରିୟା  ଆରମ୍ଭ କରିବାକୁ ଫିଲ୍ମ ନିର୍ମାତା କରିଥିବା ଆବେଦନକୁ ସେନ୍ସର ବୋର୍ଡ ଖାରଜ କରି  ଦେଇଛନ୍ତି । ସିବିଏଫସି କହିଛି, ଗାଇଡଲାଇନ୍ ଅନୁସାରେ ଏହା ରିଭ୍ୟୁ କରିବ।  ତା’ପରେ  ପ୍ରମାଣପତ୍ର ଦେବ।  ତେଣୁ ନିର୍ମାତାଙ୍କ ହିସାବରେ ପ୍ରକ୍ରିୟା ଆରମ୍ଭ ହେବନି ବୋଲି  ରୋକଠୋକ୍ ଶୁଣାଇ ଦେଇଛି ସେନ୍ସର ବୋର୍ଡ।  ବୋର୍ଡ ସଭାପତି ପ୍ରସୂନ ଯୋଶୀ କହିଛନ୍ତି  ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ […]

padmavati

padmavati

Rakesh Mallick
  • Published: Monday, 20 November 2017
  • Updated: 20 November 2017, 09:46 PM IST

Sports

Latest News

ମୁମ୍ବାଇ: ପଦ୍ମାବତୀକୁ ନେଇ ଫିଲ୍ମ ନିର୍ମାତାଙ୍କୁ ମିଳୁନି ଆଶ୍ୱସ୍ତି।  ପ୍ରମାଣପତ୍ର ପାଇଁ ଶୀଘ୍ର ପ୍ରକ୍ରିୟା  ଆରମ୍ଭ କରିବାକୁ ଫିଲ୍ମ ନିର୍ମାତା କରିଥିବା ଆବେଦନକୁ ସେନ୍ସର ବୋର୍ଡ ଖାରଜ କରି  ଦେଇଛନ୍ତି । ସିବିଏଫସି କହିଛି, ଗାଇଡଲାଇନ୍ ଅନୁସାରେ ଏହା ରିଭ୍ୟୁ କରିବ।  ତା’ପରେ  ପ୍ରମାଣପତ୍ର ଦେବ।  ତେଣୁ ନିର୍ମାତାଙ୍କ ହିସାବରେ ପ୍ରକ୍ରିୟା ଆରମ୍ଭ ହେବନି ବୋଲି  ରୋକଠୋକ୍ ଶୁଣାଇ ଦେଇଛି ସେନ୍ସର ବୋର୍ଡ।  ବୋର୍ଡ ସଭାପତି ପ୍ରସୂନ ଯୋଶୀ କହିଛନ୍ତି  ଆଲୋଚନା ମାଧ୍ୟମରେ ସମସ୍ୟାର ସମାଧାନ ପାଇଁ ଉଦ୍ୟମ କରାଯିବ । ସେପଟେ  ପୁଣିଥରେ ଫିଲ୍ମରେ ହସ୍ତକ୍ଷେପ କରିବା ପାଇଁ ହୋଇଥିବା ଆବେଦନକୁ ସୁପ୍ରିମକୋର୍ଟ  ଖାରଜ କରି ଦେଇଛନ୍ତି।  ଏଥିପାଇଁ ସିବିଏଫସି ହିଁ ଶେଷ ନିଷ୍ପତ୍ତି ନେବ ବୋଲି କୋର୍ଟ  କହିଛନ୍ତି।  ଏଥିସହ ଫିଲ୍ମକୁ ନେଇ ରାଜନୀତି ତୀବ୍ର ହେବାରେ ଲାଗିଛି । ମଧ୍ୟପ୍ରଦେଶରେ  ଫିଲ୍ମକୁ ରିଲିଜ କରିବାକୁ ଅନୁମତି ଦିଆଯିବନି ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ  ଶିବରାଜ ଚୌହାନ।

ଶିବରାଜ କହିଛନ୍ତି, ରାଣୀ ପଦ୍ମାବତୀଙ୍କୁ ଯେଉଁଭଳି ଚିତ୍ରଣ  କରାଯାଇଛି ତାହା ଇତିହାସକୁ କଦର୍ଥ କରିବା ଭଳି । ତେଣୁ ଏଭଳି ଫିଲ୍ମକୁ ତାଙ୍କ ସରକାର  କଦାପି ସବୁଜ ସଙ୍କେତ ଦେବେନି।  ପଞ୍ଜାବ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ବି କରଣୀ  ସେନାର ବିକ୍ଷୋଭକୁ ଯଥାର୍ଥ ଦର୍ଶାଇଛନ୍ତି । ଇତିହାସକୁ କଦର୍ଥ କଲେ କଦାପି ବରଦାସ୍ତ  କରାଯିବନି ବୋଲି କହିଛନ୍ତି।  କିନ୍ତୁ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିକ୍ଷୋଭକୁ  ସମାଲୋଚନା କରିଛନ୍ତି କହିଛନ୍ତି ବାକ୍ ସ୍ୱାଧୀନତାକୁ କଣ୍ଠରୋଧ ପାଇଁ ଉଦ୍ୟମ ଚାଲିଛି ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story