‘ପଦ୍ମାବତ୍’ ଯେମିତି ହେଲେ ଚାଲିବ, ଆଇନ୍‌ଶୃଙ୍ଖଳା ରକ୍ଷା ସରକାରଙ୍କ କାମ

ନୂଆଦିଲ୍ଲୀ: ବିବାଦୀୟ ଫିଲ୍ମ ‘ପଦ୍ମାବତ୍’ ବିରୋଧରେ ଆଜି ଆଉଏକ ପିଟିସନ୍‌କୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ମନୋହର ଲାଲଶର୍ମା ନାମକ ଜଣେ ଆଇନଜୀବୀ ଅଭିଯୋଗ କରିଥିଲେ ଯେ, ପଦ୍ମାବତ୍ ଫିଲ୍ମକୁ ବେଆଇନ ଭାବେ ସେନ୍‌ସର ବୋର୍ଡ ଅନୁମତି ଦେଇଛନ୍ତି। ତେଣୁ ଏହି ଫିଲ୍ମକୁ ବ୍ୟାନ୍‌ କରିବା ଦାବିରେ ସେ ଆବେଦନ କରିଥିଲେ। ଏହାକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି- “କୋର୍ଟ ସମ୍ବିଧାନ ଅନୁସାରେ କାମ କରୁଛି। ସେନ୍‌ସର ବୋର୍ଡ ଅନୁମତି ଦେବା ପରେ କୋର୍ଟ କି ସରକାର ତାକୁ […]

padmabatt

padmabatt

Rakesh Mallick
  • Published: Friday, 19 January 2018
  • Updated: 19 January 2018, 01:25 PM IST

Sports

Latest News

ନୂଆଦିଲ୍ଲୀ: ବିବାଦୀୟ ଫିଲ୍ମ ‘ପଦ୍ମାବତ୍’ ବିରୋଧରେ ଆଜି ଆଉଏକ ପିଟିସନ୍‌କୁ ସୁପ୍ରିମକୋର୍ଟ ଖାରଜ କରିଛନ୍ତି। ମନୋହର ଲାଲଶର୍ମା ନାମକ ଜଣେ ଆଇନଜୀବୀ ଅଭିଯୋଗ କରିଥିଲେ ଯେ, ପଦ୍ମାବତ୍ ଫିଲ୍ମକୁ ବେଆଇନ ଭାବେ ସେନ୍‌ସର ବୋର୍ଡ ଅନୁମତି ଦେଇଛନ୍ତି। ତେଣୁ ଏହି ଫିଲ୍ମକୁ ବ୍ୟାନ୍‌ କରିବା ଦାବିରେ ସେ ଆବେଦନ କରିଥିଲେ। ଏହାକୁ ଖାରଜ କରି ସୁପ୍ରିମକୋର୍ଟ କହିଛନ୍ତି- “କୋର୍ଟ ସମ୍ବିଧାନ ଅନୁସାରେ କାମ କରୁଛି। ସେନ୍‌ସର ବୋର୍ଡ ଅନୁମତି ଦେବା ପରେ କୋର୍ଟ କି ସରକାର ତାକୁ ବନ୍ଦ କରିପାରିବେ ନାହିଁ।” ଗତକାଲି ମଧ୍ୟ ନିର୍ଦ୍ଦେଶ ଦିଆଯାଇଥିଲା ଯେ, ସରକାର କୌଣସି ଫିଲ୍ମର ପ୍ରଦର୍ଶନ ଉପରେ ବ୍ୟାନ ଲଗାଇ ପାରିବେ ନାହିଁ। ଏହା ସହିତ ସୁପ୍ରିମକୋର୍ଟ ସ୍ପଷ୍ଟ କରିଛନ୍ତି, ଆଇନ ଶୃଙ୍ଖଳା ବଜାୟ ରଖିବା ସରକାରଙ୍କ କାମ। କୋର୍ଟଙ୍କର ନୁହେଁ। ଏହାକୁ ଆଳ କରି ଫିଲ୍ମ ପ୍ରଦର୍ଶନକୁ ବନ୍ଦ କରାଯାଇ ପାରିବ ନାହିଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story