କଶ୍ମୀର ଆମ ହାତରୁ ଖସି ଯାଇଛି, ଇମ୍ରାନ୍ ଖାନଙ୍କ ପୋଲ୍ ଖୋଲିଲେ ବିରୋଧୀ

ଇସଲାମାବାଦ: ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପାର୍ଲାମେଣ୍ଟରେ କହିଥିଲେ ତାଙ୍କ ସରକାର ସମୟରେ ଦେଶର କୂଟନୀତି ସଫଳ ହୋଇଛି। କଶ୍ମୀର ପ୍ରସଙ୍ଗ ବିଶ୍ୱର ଅନେକ ମଞ୍ଚରେ ଉଠିଛି। ପୂର୍ବରୁ ଏମିତି କେବେ କଶ୍ମୀର ପ୍ରସଙ୍ଗ ଉଠିନଥିଲା। ତେବେ ବିରୋଧୀ ଏହାକୁ ଖାରଜ କରିଛନ୍ତି। ଇମ୍ରାନ ସରକାରଙ୍କ ବେଳେ କୂଟନୀତି ବିଫଳ। କଶ୍ନୀର ଓ ଆଫଗାନିସ୍ତାନ ପ୍ରସଙ୍ଗରେ ଦେଶର କୂଟନୀତି ସଲାସୁତରାରେ ହୋଇଛି। ପାକିସ୍ତାନ ପିପୁଲ ପାର୍ଟି (ପିପିପି)ର ଅଧ୍ୟକ୍ଷ ବିଲାଓ୍ୱଲ ଭୁଟୋ ଜରଦାରୀ କହିଛନ୍ତି, ବର୍ତ୍ତମାନର […]

imran khan

imran khan

Subhransu Sekhar
  • Published: Friday, 03 July 2020
  • Updated: 03 July 2020, 04:16 PM IST

Sports

Latest News

ଇସଲାମାବାଦ: ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍ ଖାନ୍ ପାର୍ଲାମେଣ୍ଟରେ କହିଥିଲେ ତାଙ୍କ ସରକାର ସମୟରେ ଦେଶର କୂଟନୀତି ସଫଳ ହୋଇଛି। କଶ୍ମୀର ପ୍ରସଙ୍ଗ ବିଶ୍ୱର ଅନେକ ମଞ୍ଚରେ ଉଠିଛି। ପୂର୍ବରୁ ଏମିତି କେବେ କଶ୍ମୀର ପ୍ରସଙ୍ଗ ଉଠିନଥିଲା। ତେବେ ବିରୋଧୀ ଏହାକୁ ଖାରଜ କରିଛନ୍ତି। ଇମ୍ରାନ ସରକାରଙ୍କ ବେଳେ କୂଟନୀତି ବିଫଳ। କଶ୍ନୀର ଓ ଆଫଗାନିସ୍ତାନ ପ୍ରସଙ୍ଗରେ ଦେଶର କୂଟନୀତି ସଲାସୁତରାରେ ହୋଇଛି।

ପାକିସ୍ତାନ ପିପୁଲ ପାର୍ଟି (ପିପିପି)ର ଅଧ୍ୟକ୍ଷ ବିଲାଓ୍ୱଲ ଭୁଟୋ ଜରଦାରୀ କହିଛନ୍ତି, ବର୍ତ୍ତମାନର ବୈଦେଶିକ ନୀତିକୁ ସଫଳ ହୋଇଛି ବୋଲି କହିବାକୁ ଚାହୁଁଛନ୍ତି। ଯାହାକି ସମ୍ପୂର୍ଣ୍ଣ ମିଛ। କଶ୍ମୀର ପ୍ରସଙ୍ଗରେ ସରକାର ନିରବ। 5 ଅଗଷ୍ଟ 2019 ପରେ କଶ୍ମୀର ପାକିସ୍ତାନ ହାତରୁ ଖସି ଆସିଛି। ଇମ୍ରାନ୍ ସରକାର ଏ ଦିଗରେ ସମ୍ପୂର୍ଣ୍ଣ ବିଫଳ ହୋଇଛନ୍ତି। ସୂଚନାଯୋଗ୍ୟ, ଅଗଷ୍ଟ 5ରେ କଶ୍ମୀରରୁ ଧାରା 370 ହଟାଇଥିଲେ କେନ୍ଦ୍ର ସରକାର।

ଜାତିସଂଘ ସୁରକ୍ଷା ପରିଷଦରେ ଅସ୍ଥାୟୀ ସଦସ୍ୟ ଭାବରେ ଭାରତ ସ୍ଥାନ ପାଇଛି। ଏଥିପାଇଁ ପାକିସ୍ତାନର ମଧ୍ୟ ସହଯୋଗ ରହିଛି। ଏହାକୁ ସରକାର କିଭଳି ବୈଦିଶିକ ନୀତି ସଫଳ ହୋଇଛି ବୋଲି କହୁଛନ୍ତି ତା’ର ଜବାବ ଦେବା ଦରକାର ବୋଲି ଭୁଟୋ କହିଛନ୍ତି।

ସେହିପରି ପାକିସ୍ତାନ ମୁସଲିମ୍ ଲିଗ ନଓ୍ୱାଜର ନେତା ଖ୍ୱାଜା ଆସିଫ୍ କହିଛନ୍ତି, କଶ୍ମୀର ପ୍ରସଙ୍ଗରେ ଅନ୍ତର୍ଜାତୀୟ କମ୍ୟୁନିଟିରୁ ପାକିସ୍ତାନ ସହଯୋଗ ପାଇବାରେ ବିଫଳ ହୋଇଛି। ପାକିସ୍ତାନର ଏହି ବିଫଳତା ଭାରତକୁ ସଫଳ ସୁହାଇଛି। କଶ୍ମୀର ଆମ ହାତରୁ ଚାଲିଯାଇଛି। ଏହା ଭାରତ ହାତରେ ରହିଛି। ଦେଶରେ ଇମ୍ରାନ୍ ଖାନ୍ ସରକାର ପାଇଁ କଶ୍ମୀର ପାକିସ୍ତାନ ହାତରୁ ଯାଇଛି ବୋଲି ସେ କହିଛନ୍ତି।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story