ସବୁଆଡ଼ୁ ନିରାଶ ହେବାପରେ ଇମ୍ରାନ୍‌ଙ୍କୁ ‘ଅପପ୍ରଚାର’ ଭରସା

ନୂଆଦିଲ୍ଲୀ: ଜାତିସଂଘ, ବନ୍ଧୁ ରାଷ୍ଟ୍ର ଚାଇନା ଏବଂ ବିଶ୍ୱର ଅନ୍ୟ ସମସ୍ତ ରାଷ୍ଟ୍ରଙ୍କଠାରୁ ନିରାଶ ହେବାପରେ ଅକଳରେ ପଡ଼ିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ଆଉ ଭାରତକୁ ଅଡ଼ୁଆରେ ପକାଇବା ପାଇଁ ତାଙ୍କର ନୂଆ ଅସ୍ତ୍ର ସାଜିଛି ‘ଟ୍ୱିଟର’। କେନ୍ଦ୍ର ସରକାର ଜମ୍ମୁକଶ୍ମୀର ପାଇଁ ଲାଗୁ ହେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରିବା ପରେ ଏହି ନୂଆ କେନ୍ଦ୍ରଶାସିତ ରାଜ୍ୟରେ କେତେକ କଟକଣା ଲଗାଇଛନ୍ତି। ଏହି କଟକଣା କୌଣସି ହିଂସାକାଣ୍ଡ ଘଟିବା ଆଶଙ୍କାରେ ଲଗାଯାଇଥିବାବେଳେ ଏଠାରେ […]

imran

imran

Subrat Kumar Nayak
  • Published: Sunday, 11 August 2019
  • Updated: 11 August 2019, 09:07 PM IST

Sports

Latest News

ନୂଆଦିଲ୍ଲୀ: ଜାତିସଂଘ, ବନ୍ଧୁ ରାଷ୍ଟ୍ର ଚାଇନା ଏବଂ ବିଶ୍ୱର ଅନ୍ୟ ସମସ୍ତ ରାଷ୍ଟ୍ରଙ୍କଠାରୁ ନିରାଶ ହେବାପରେ ଅକଳରେ ପଡ଼ିଛନ୍ତି ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌। ଆଉ ଭାରତକୁ ଅଡ଼ୁଆରେ ପକାଇବା ପାଇଁ ତାଙ୍କର ନୂଆ ଅସ୍ତ୍ର ସାଜିଛି ‘ଟ୍ୱିଟର’। କେନ୍ଦ୍ର ସରକାର ଜମ୍ମୁକଶ୍ମୀର ପାଇଁ ଲାଗୁ ହେଉଥିବା ସମ୍ବିଧାନର ଧାରା ୩୭୦ ଉଚ୍ଛେଦ କରିବା ପରେ ଏହି ନୂଆ କେନ୍ଦ୍ରଶାସିତ ରାଜ୍ୟରେ କେତେକ କଟକଣା ଲଗାଇଛନ୍ତି। ଏହି କଟକଣା କୌଣସି ହିଂସାକାଣ୍ଡ ଘଟିବା ଆଶଙ୍କାରେ ଲଗାଯାଇଥିବାବେଳେ ଏଠାରେ କୁଆଡ଼େ ଗଣହତ୍ୟା କରାଯାଉଛି ବୋଲି ଇମ୍ରାନ୍‌ ଖାନ୍‌ ଟ୍ୱିଟରରେ ଅପପ୍ରଚାର କରିବା ଆରମ୍ଭ କରିଛନ୍ତି। ସେ ଟ୍ୱିଟରେ କହିଛନ୍ତି, କର୍ଫ୍ୟୁ, କଟକଣା ଏବଂ କଶ୍ମିରୀଙ୍କ ଗଣହତ୍ୟା ଦର୍ଶାଉଛି ଯେ ଆରଏସ୍‌ଏସ୍‌ର ବିଚାରଧାରା ନାଜି ଆଦର୍ଶ ଦ୍ୱାରା ଅନୁପ୍ରାଣିତ ହୋଇଛି।

ସେ କହିଛନ୍ତି, ମୁଁ ଆରଏସ୍‌ଏସ୍‌ର ହିନ୍ଦୁ ସୁପ୍ରିମାସି ବିଚାରକୁ ନେଇ ଭୟଭୀତ, ଏହା ନାଜି ଆର୍ୟାନ୍‌ ସୁପ୍ରିମାସି ପରି। ଏହା ଅଟକିବ ନାହିଁ, ବରଂ ଏହା ଭାରତରେ ମୁସଲିମ୍‌ମାନଙ୍କୁ ଦବାଇ ରଖିବ ଏବଂ ପାକିସ୍ତାନକୁ ମଧ୍ୟ ଟାର୍ଗେଟ୍‌ କରିବ। ଏହା ହିଟ୍‌ଲରଙ୍କ ହିନ୍ଦୁତ୍ୱ ଭର୍ସନ୍‌ ବା ସଂସ୍କରଣ।

ସୂଚନାଯୋଗ୍ୟ, ଭାରତ ଜମ୍ମୁକଶ୍ମୀରକୁ ମିଳୁଥିବା ସ୍ୱତନ୍ତ୍ର ସୁବିଧା ପ୍ରତ୍ୟାହାର କରିବା ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ। ଏହା ଜମ୍ମୁକଶ୍ମୀର ଏବଂ ଭାରତ ମଧ୍ୟରେ ରହିଥିବା ପ୍ରାଚୀର ହଟାଇ ଦେଇଥିବାରୁ କଶ୍ମୀର ଉପତ୍ୟକାରେ ବିଷ ମଞ୍ଜି ବୁଣିବାରେ ଅସୁବିଧା ହେବା ଆଶଙ୍କାରେ ପାକିସ୍ତାନ ସାରା ବିଶ୍ୱରେ ଭାରତ ବିରୋଧରେ ଶକ୍ତି ସଂଗ୍ରହ କରିବା ଆରମ୍ଭ କରିଛି। କିନ୍ତୁ ବିଶ୍ୱର ବିଭିନ୍ନ ଦେଶ ଏହା ଭାରତ ଏବଂ ପାକିସ୍ତାନର ଦ୍ୱିପାକ୍ଷିକ ପ୍ରସଙ୍ଗ ବୋଲି ଦର୍ଶାଇ ପାକିସ୍ତାନକୁ ସମର୍ଥନ କରିବାକୁ ମନା କରିଛନ୍ତି।

ଏତଦ୍‌ବ୍ୟତୀତ ପାକିସ୍ତାନ ଜାତିସଂଘର ସୁରକ୍ଷା ପରିଷଦ ନିକଟରେ ଏହି ପ୍ରସଙ୍ଗ ଉଠାଇସାରିଛି। ଏପରିକି ପାକିସ୍ତାନର ବୈଦେଶିକ ମନ୍ତ୍ରୀ ଶାହ ମହମ୍ମଦ କୁରେସି ଚାଇନା ଗସ୍ତ କରିଥିଲେ ମଧ୍ୟ ପାକିସ୍ତାନକୁ ଏଥିରେ କୌଣସି ସୁଫଳ ମିଳିପାରିନାହିଁ। ସୀମାରେ ଶାନ୍ତି ରକ୍ଷା ପାଇଁ ଆମେରିକା ତା'ର ପରାମର୍ଶ ରଖିସାରିଥିବାବେଳେ ଜାତିସଂଘ ଏଯାଏ କୌଣସି ପ୍ରତିକ୍ରିୟା ରଖିନି। ଅନ୍ୟପକ୍ଷରେ ଚାଇନା ସେମାନଙ୍କୁ ସମର୍ଥନ ଦେବା ପାଇଁ ରାଜି ହୋଇଛି ବୋଲି ପାକିସ୍ତାନର ମିଛକୁ ଖୋଦ୍‌ ଚାଇନା ଖଣ୍ଡନ କରିସାରିଛି।

ଧାରା ୩୭୦ ଉଚ୍ଛେଦ ବ୍ୟତୀତ ପ୍ରଶାସନିକ ସୁବିଧା ପାଇଁ ଜମ୍ମୁକଶ୍ମୀର ରାଜ୍ୟକୁ ୨ଟି କେନ୍ଦ୍ରଶାସିତ ଅଞ୍ଚଳରେ ଭାରତ ବିଭାଜିତ କରିଦେଇଛି। ଏହାପରେ ପ୍ରତିଶୋଧ ପରାୟଣ ହୋଇ ପାକିସ୍ତାନ ଭାରତ ସହ ସମସ୍ତ କୂଟନୀତିକ ସମ୍ପର୍କ ଛିନ୍ନ କରିବା ସଂଗେ ସଂଗେ ଦୁଇ ପଡ଼ୋଶୀ ଦେଶ ମଧ୍ୟରେ ଶାନ୍ତିର ବାର୍ତ୍ତା ବହନ କରୁଥିବା ‘ସମଝୌତା ଏକ୍ସପ୍ରେସ’, ‘ଥର୍‌ ଏକ୍ସପ୍ରେସ୍’ ଏବଂ ‘ଦୋସ୍ତି ବସ୍‌’ ଆଦି ସେବା ବନ୍ଦ କରିଦେଇଛି।

ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ବର୍ତ୍ତମାନ ସାରା ଦେଶରେ ଲାଗୁ ହେଉଥିବା ସମସ୍ତ ଜନହିତକାରୀ ଯୋଜନାର ଲାଭ ଜମ୍ମୁ-କଶ୍ମୀରବାସୀ ନେଇପାରିବେ। ସେ କହିଛନ୍ତି, ସ୍ୱାଧୀନତା ପରବର୍ତ୍ତୀ ସମୟରେ ଲାଗୁ ହୋଇଥିବା ଏହା ଅସ୍ଥାୟୀ ଧାରା କଶ୍ମୀର ପାଇଁ ସମସ୍ତ ସମସ୍ୟାର ମୂଳ କାରଣ ଥିଲା।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story