ହାଫିଜ ସୟିଦର ସଂଗଠନ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଲା ପାକ୍‌

ଇସଲାମାବାଦ: ନିନ୍ଦିତ ଛବି ସୁଧାରିବାକୁ ପାକିସ୍ତାନ ଉଦ୍ୟମ ଚଳାଇଛି । ମାସୁଦ ଅଝାର ପରେ ଏବେ ହାଫିଜ ସୟିଦ ଉପରେ ପାକ୍ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆତଙ୍କବାଦୀ ସଂଗଠନ ଜାମାତ-ଉଦ-ଦାୱା ଏବଂ ତାର ଟ୍ରଷ୍ଟ ଫଲହ-ଏ-ଇନସାନିୟତ ଦ୍ୱାରା ପରିଚାଳିତ ସମସ୍ତ ମଦ୍ରାସା ଏବଂ ସମସ୍ତ ସମ୍ପତ୍ତି ଜବତ ହୋଇଛି । ମଙ୍ଗଳବାର ଜୈଶ-ଏ-ମହମ୍ମଦ ସଂଗଠନର ମୁଖିଆ ମାସୁଦ ଆଝାରର ପୁଅ ଓ ଭାଇଙ୍କୁ ଗିରଫ କରାଯାଇଛି। ମୋଟ ୪୨ଟି ଆତଙ୍କୀ ସଂଗଠନକୁ ପାକିସ୍ତାନ ବ୍ୟାନ କରିଥିବା […]

h

Hemant Lenka
  • Published: Wednesday, 06 March 2019
  • , Updated: 06 March 2019, 08:50 PM IST

ଇସଲାମାବାଦ: ନିନ୍ଦିତ ଛବି ସୁଧାରିବାକୁ ପାକିସ୍ତାନ ଉଦ୍ୟମ ଚଳାଇଛି । ମାସୁଦ ଅଝାର ପରେ ଏବେ ହାଫିଜ ସୟିଦ ଉପରେ ପାକ୍ ସରକାର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି। ଆତଙ୍କବାଦୀ ସଂଗଠନ ଜାମାତ-ଉଦ-ଦାୱା ଏବଂ ତାର ଟ୍ରଷ୍ଟ ଫଲହ-ଏ-ଇନସାନିୟତ ଦ୍ୱାରା ପରିଚାଳିତ ସମସ୍ତ ମଦ୍ରାସା ଏବଂ ସମସ୍ତ ସମ୍ପତ୍ତି ଜବତ ହୋଇଛି । ମଙ୍ଗଳବାର ଜୈଶ-ଏ-ମହମ୍ମଦ ସଂଗଠନର ମୁଖିଆ ମାସୁଦ ଆଝାରର ପୁଅ ଓ ଭାଇଙ୍କୁ ଗିରଫ କରାଯାଇଛି। ମୋଟ ୪୨ଟି ଆତଙ୍କୀ ସଂଗଠନକୁ ପାକିସ୍ତାନ ବ୍ୟାନ କରିଥିବା ଜଣାପଡିଛି ।

ଜାତିସଂଘରେ ଆତଙ୍କବାଦୀକୁ ପାକିସ୍ତାନ ପ୍ରୋତ୍ସାହନ ଦେଉଥିବା ନେଇ ନିନ୍ଦିତ ହେବା ପରେ ଏବେ ଏପରି କାର୍ଯ୍ୟାନୁଷ୍ଠାନ ନେବା ଆରମ୍ଭ କରିଥିବା ଜଣାପଡିଛି।

Related story