ପାକିସ୍ତାନରେ ବିସ୍ଫୋରଣ: ପଞ୍ଜାବ ପ୍ରଦେଶର ଗୃହମନ୍ତ୍ରୀଙ୍କ ସମେତ ୧୩ମୃତ

ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶ  ଗୃହମନ୍ତ୍ରୀ  ସୁଜା ଖାନଜାଦାଙ୍କ କାର୍ଯ୍ୟାଳୟରେ  ଆଜି ଅପରାହ୍ନରେ ଘଟିଛି ଆତ୍ମଘାତୀ ବିସ୍ଫୋରଣ। ଏଥିରେ ଗୃହମନ୍ତ୍ରୀ ଖାନଜାଦାଙ୍କ  ସମେତ ୧୩ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ଗୃହମନ୍ତ୍ରୀଙ୍କ  କାର୍ଯ୍ୟାଳୟର ଛାତ ଭୁଶୁଡ଼ି ପଡ଼ିଥିଲା। ଗୃହମନ୍ତ୍ରୀ ସୁଜା ଖାନଜାଦାଙ୍କୁ  ଟାରଗେର୍ଟ କରି ଏହି ବିସ୍ଫୋରଣ କରାଯାଇଥିଲା। ବିସ୍ଫୋରଣ ବେଳେ  ପ୍ରାୟ ୫୦ ଜଣ କର୍ମଚାରୀ ଓ ସାଧାରଣ ଲୋକ ସେଠାରେ ଉପସ୍ଥିତ ଥିଲେ। ସୂଚନାଯୋଗ୍ୟ, ଗୃହମନ୍ତ୍ରୀ ସୁଜା ଖାନଜାଦା ୨୦୧୪ ମସିହା ଅକ୍ଟୋବର ଗୃହମନ୍ତ୍ରୀ ଦାୟିତ୍ୱ ନେଇଥିଲେ। ଦାୟିତ୍ୱ […]

shujakhanzada_story_647_081615021012

shujakhanzada_story_647_081615021012

Rakesh Mallick
  • Published: Sunday, 16 August 2015
  • Updated: 04 May 2017, 03:45 PM IST

ଲାହୋର: ପାକିସ୍ତାନର ପଞ୍ଜାବ ପ୍ରଦେଶ  ଗୃହମନ୍ତ୍ରୀ  ସୁଜା ଖାନଜାଦାଙ୍କ କାର୍ଯ୍ୟାଳୟରେ  ଆଜି ଅପରାହ୍ନରେ ଘଟିଛି ଆତ୍ମଘାତୀ ବିସ୍ଫୋରଣ। ଏଥିରେ ଗୃହମନ୍ତ୍ରୀ ଖାନଜାଦାଙ୍କ  ସମେତ ୧୩ଜଣଙ୍କ ମୃତ୍ୟୁ ଘଟିଛି। ଏହି ବିସ୍ଫୋରଣରେ ଗୃହମନ୍ତ୍ରୀଙ୍କ  କାର୍ଯ୍ୟାଳୟର ଛାତ ଭୁଶୁଡ଼ି ପଡ଼ିଥିଲା। ଗୃହମନ୍ତ୍ରୀ ସୁଜା ଖାନଜାଦାଙ୍କୁ  ଟାରଗେର୍ଟ କରି ଏହି ବିସ୍ଫୋରଣ କରାଯାଇଥିଲା। ବିସ୍ଫୋରଣ ବେଳେ  ପ୍ରାୟ ୫୦ ଜଣ କର୍ମଚାରୀ ଓ ସାଧାରଣ ଲୋକ ସେଠାରେ ଉପସ୍ଥିତ ଥିଲେ।

ସୂଚନାଯୋଗ୍ୟ, ଗୃହମନ୍ତ୍ରୀ ସୁଜା ଖାନଜାଦା ୨୦୧୪ ମସିହା ଅକ୍ଟୋବର ଗୃହମନ୍ତ୍ରୀ ଦାୟିତ୍ୱ ନେଇଥିଲେ। ଦାୟିତ୍ୱ ନେବାପରେ ଆତଙ୍କବାଦଙ୍କୁ ଦମନ କରିବାକୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story