ପାକିସ୍ତାନରେ ୧୦୦ ଭାରତୀୟ ମତ୍ସ୍ୟଜୀବୀ ଗିରଫ

ଇସଲାମବାଦ: ପାକିସ୍ତାନ ସୀମା ଭିତରକୁ  ଭୁଲରେ ପଶିଯାଇ  ଥିବା ୧୦୦ ମତ୍ସ୍ୟଜୀବୀଙ୍କୁ  ପାକିସ୍ତାନର  ସୁରକ୍ଷାକର୍ମୀ ମାନେ  ଗିରଫ କରିଛନ୍ତି। ଏହାସହ ୧୨ଟି ଡଙ୍ଗାକୁ ମଧ୍ୟ ଜବତ କରିଛି।  ‘ପାକିସ୍ତାନ ରେଡିଓ’ ପକ୍ଷରୁ ରବିବାର ଏହି ସୂଚନା ଦିଆଯାଇଛି। ଏହି ମତ୍ସ୍ୟଜୀବୀମାନେ ଭାରତୀୟ ସୀମା ଭିତରେ ମାଛ ମାରୁଥିଲେ। ପରେ ସେମାନେ ପାକିସ୍ତାନ ସୀମା ଭିତରକୁ ପଶି ଆସିଥିଲେ। ତେବେ ଏହି ଗିରଫଦାରୀ କେବେ କରାଯାଇଛି ତାହା ସ୍ପଷ୍ଟ କରାଯାଇନାହିଁ।

pak

Rakesh Mallick
  • Published: Sunday, 04 October 2015
  • , Updated: 04 May 2017, 03:44 PM IST

Related story