ପାକିସ୍ତାନ: ପେଶୱାର ବାୟୁସେନା କ୍ୟାମ୍ପ୍ ଉପରେ ଆତଙ୍କବାଦୀ ଆକ୍ରମଣ, ୮ ଆତଙ୍କୀ ମୃତ

ଇସଲାମବାଦ: ପାକିସ୍ତାନୀର ପେଶୱାରସ୍ଥିତ ବାୟୁସେନାର ଏକ କ୍ୟାମ୍ପ ଉପରେ ଆଜି ହୋଇଥିଲା ଆତଙ୍କୀ ହମଲା। ଏଥରେ ୧୦ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତେବେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୮ ଜଣ ଆତଙ୍କୀ ନିହତ ହୋଇଛନ୍ତି। ପ୍ରାୟ ୧୦ ଜଣ ଆତଙ୍କୀ ଏହି ଆକ୍ରମଣ କରିଥିଲେ ବୋଲି କୁହାଯାଉଛି। ଏହି ଆକ୍ରମଣେ ୨୨ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ପାକିସ୍ତାନର ବିମାନ ବନ୍ଦର ତଥା ସେନାର କ୍ୟାମ୍ପଗୁଡ଼ିକରେ ଆତଙ୍କବାଦୀଙ୍କ ଆକ୍ରମଣ କିଛି ନୂଆ […]

pakistan

pakistan

Rakesh Mallick
  • Published: Friday, 18 September 2015
  • Updated: 04 May 2017, 03:44 PM IST

Sports

Latest News

ଇସଲାମବାଦ: ପାକିସ୍ତାନୀର ପେଶୱାରସ୍ଥିତ ବାୟୁସେନାର ଏକ କ୍ୟାମ୍ପ ଉପରେ ଆଜି ହୋଇଥିଲା ଆତଙ୍କୀ ହମଲା। ଏଥରେ ୧୦ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି। ତେବେ ସୁରକ୍ଷାକର୍ମୀଙ୍କ ପାଲଟା ଆକ୍ରମଣରେ ୮ ଜଣ ଆତଙ୍କୀ ନିହତ ହୋଇଛନ୍ତି। ପ୍ରାୟ ୧୦ ଜଣ ଆତଙ୍କୀ ଏହି ଆକ୍ରମଣ କରିଥିଲେ ବୋଲି କୁହାଯାଉଛି। ଏହି ଆକ୍ରମଣେ ୨୨ ଜଣ ସାଧାରଣ ନାଗରିକ ମଧ୍ୟ ଆହତ ହୋଇଛନ୍ତି।

ସୂଚନାଯୋଗ୍ୟ, ପାକିସ୍ତାନର ବିମାନ ବନ୍ଦର ତଥା ସେନାର କ୍ୟାମ୍ପଗୁଡ଼ିକରେ ଆତଙ୍କବାଦୀଙ୍କ ଆକ୍ରମଣ କିଛି ନୂଆ ନୁହେଁ।

telegram ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।

Related Stories

Trending

Photos

Videos

Next Story